କନକ ଦୂର୍ଗା ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
Kanaka Durga Temple
Kanaka Durga Temple
Kanaka Durga Temple
Kanaka Durga Temple is located in Andhra Pradesh
Kanaka Durga Temple
Kanaka Durga Temple
Location in Andhra Pradesh
ଭୌଗୋଳିକ ଅବସ୍ଥିତି
ଦିଗବାରେଣି16°31′8.50″N 80°37′17.38″E / 16.5190278°N 80.6214944°E / 16.5190278; 80.6214944Coordinates: 16°31′8.50″N 80°37′17.38″E / 16.5190278°N 80.6214944°E / 16.5190278; 80.6214944
ଦେଶIndia
ରାଜ୍ୟAndhra Pradesh
ସ୍ଥାନVijayawada
ପରମ୍ପରା
ମୁଖ୍ୟ ଆରାଧ୍ୟKanaka Durga
ତିଆରି ଶୈଳୀDravidian
ଇତିହାସ ଓ ପାଳନ
ୱେବସାଇଟKanaka Durga Temple website

କନକ ଦୂର୍ଗା ମନ୍ଦିର ,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିରରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରି ସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀଙ୍କୁ ତୃତୀୟ କଳ୍ପରେ  ସ୍ୱୟଂଭୂ ( ନିଜେ ଉତ୍ଥିତ ହେଇଥିବା )  ହେଇଥିବା ଉଲ୍ଲେଖ ରହିଛି । [୧]

ଦେବୀ କିମ୍ବଦନ୍ତୀ [ସମ୍ପାଦନା]

କିମ୍ବଦନ୍ତୀ କହେ , ବିଜୟୱାଡା ଅଞ୍ଚଳ ଏକଦା କଙ୍କରିତ ଅଞ୍ଚଳ ଥିଲା । ଏଠି ଯୋଗୁଁ କ୍ରୀଷ୍ଣା ନଦୀ ଏଠାରେ ପ୍ରବାହିତ ହେଇ ପାରୁନଥିଲା । ଏଠି ପାଇଁ ଏଠାରେ କୃଷି ବା ବସବାସ ସମ୍ଭବ ନଥିଲା । ଭଗବାନ ଶିବଙ୍କୁ ଆରାଧନା ପରେ ଶିବ ପାହାଡ ମଧ୍ୟରେ ଏକ ଟନେଲ ବା ବେଜ୍ଜାମ ନିର୍ମାଣ କରିଦେଲେ । ଏଥିପାଇଁ ଏ ସ୍ଥାନର ନାମ ବେଜୱାଡା ହେଇ ପରେ ବିଜୟୱାଡାହେଇଥିଲା । 

ଯାତାୟାତ [ସମ୍ପାଦନା]

ବିଜଯୱାଡା ଦୁର୍ଗ ମନ୍ଦିର 

ଏହି ସ୍ଥଳ ବିଜୟୱାଡା ସହରର କେନ୍ଦ୍ର ସ୍ଥଳୀରେ ରହିଥିବାରୁ ରାସ୍ତା ଓ ରେଳପଥ ଯୋଗେ ପହଞ୍ଚିବାର ପର୍ଯ୍ୟାପ୍ତ ସୁବିଧା ରହିଛି । ବିଜୟବାଦ ବିମାନ ପଥରେ ମଧ୍ୟ ମୁଖ୍ୟ ସ୍ଥାନ ମାନଙ୍କ ସହ ସଂଯୁକ୍ତ । 

ଦଶହରା [ସମ୍ପାଦନା]

Sଏଠାରେ ଦଶହରା ବଡ ଉଲ୍ଲାସର ସହ ପାଳିତ ହେଇଥାଏ । ଦଶହରାର ଦଶ ଦିନ ବିଭିନ୍ନ ଦେବୀଙ୍କ ନାମରେ ଆରାଧନା ହେଇଥାଏ । 

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]