ଏଞ୍ଜେଲା ମେର୍କେଲ୍
Angela Merkel | |
---|---|
Chancellor of Germany | |
Assumed office 22 November 2005 | |
ରାଷ୍ଟ୍ରପତି | Horst Köhler Christian Wulff Joachim Gauck Frank-Walter Steinmeier (Elect) |
Deputy | Franz Müntefering Frank-Walter Steinmeier Guido Westerwelle Philipp Rösler Sigmar Gabriel |
ପୂର୍ବ ଅଧିକାରୀ | Gerhard Schröder |
Leader of the Christian Democratic Union | |
Assumed office 10 April 2000 | |
ପୂର୍ବ ଅଧିକାରୀ | Wolfgang Schäuble |
General Secretary of the Christian Democratic Union | |
କାର୍ଯ୍ୟକାଳ 7 November 1998 – 10 April 2000 | |
ପୂର୍ବ ଅଧିକାରୀ | Peter Hintze |
ପର ଅଧିକାରୀ | Ruprecht Polenz |
Minister for the Environment | |
କାର୍ଯ୍ୟକାଳ 17 November 1994 – 26 October 1998 | |
Chancellor | Helmut Kohl |
ପୂର୍ବ ଅଧିକାରୀ | Klaus Töpfer |
ପର ଅଧିକାରୀ | Jürgen Trittin |
Minister for Women and Youth | |
କାର୍ଯ୍ୟକାଳ 18 January 1991 – 17 November 1994 | |
Chancellor | Helmut Kohl |
ପୂର୍ବ ଅଧିକାରୀ | Ursula Lehr |
ପର ଅଧିକାରୀ | Claudia Nolte |
Member of the Bundestag | |
Assumed office 18 January 1991 | |
ପୂର୍ବ ଅଧିକାରୀ | Constituency established |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Angela Dorothea Kasner ୧୭ ଜୁଲାଇ ୧୯୫୪ Hamburg, West Germany |
ରାଜନୀତିକ ଦଳ | Democratic Awakening (1989–1990) Christian Democratic Union (1990–present) |
ଜୀବନ ସାଥୀ | Ulrich Merkel (1977–1982) Joachim Sauer (1998–present) |
ଶିକ୍ଷାନୁଷ୍ଠାନ | Leipzig University |
ସନ୍ତକ |
ଏଞ୍ଜେଲା ଦୋରଥୀଆ ମେର୍କେଲ (English: Angela Dorothea Merkel), (German: [aŋˈɡeːla doʁoˈteːa ˈmɛʁkl̩] (listen);[୧](ଜନ୍ମ ୧୭ ଜୁଲାଇ,୧୯୫୪)ଜଣେ ଜର୍ମାନ ରାଜନେତ୍ରୀ ଯିଏକି ଏବେ ଜର୍ମାନର ଚାନ୍ସେଲୋର ଅଛନ୍ତି। ସେ କ୍ରିସ୍ଟିଆନ୍ନ ଡେମୋକ୍ରାଟିକ୍ ସଙ୍ଘର ଅଧିନୟ ନେଇଛନ୍ତି। ସେ ଜଣେ ପୂର୍ବୋକ୍ତ ଅନୁସନ୍ଧାନ ବୈଜ୍ଞାନିକ ,ଏହା ସହ ସେ ଭୌତିକ ରାସାୟନିକ ବିଜ୍ଞାନରେ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି।୧୯୮୯ ମସିହା ବିପ୍ଳବ ଜାଗ୍ରତ ହେଉଥିବା ସମୟରେ ମେର୍କେଲ ରାଜନୀତିରେ ଆସିଥିଲେ ,ଓ ୧୯୯୦ରେ ପ୍ରଥମ ନିର୍ବାଚିତ ହୋଇଥିବା ଇଷ୍ଟ ଜର୍ମାନର ପ୍ରବକ୍ତା ଭାବେ ଯୋଗ ଦେଇଥିଲେ। ପରେ ମେର୍କେଲ ଚାନ୍ସେଲୋର ହେଲ୍ମଣ୍ଟ କୋଲ୍ଙ୍କଦ୍ୱାରା ୧୯୯୧ରେ 'ନାରୀ ଏବଂ ଯୁବ ଶକ୍ତି'ର ମନ୍ତ୍ରୀ ରୂପେ ଦାୟିତ୍ୱ ପାୟୀଥିଲେ। ତାଙ୍କ ଦଳ ୧୯୯୮ରେ ହେଇଥିବା ମହାସଙ୍ଘିୟ ନିର୍ବାଚନ ହରିଯିବାରୁ ତାଙ୍କୁ ଦଳର ସମ୍ପାଦକ ପଦବୀ ମିଳିଥିଲା।ପରେ ସେ ଦଳର ପ୍ରଥମ ନାରୀ ମୁଖ୍ୟ ରୂପେ ଯୋଗଦେଇଥିଲେ।
ଏହା ପରେପରେ ୨୦୦୫ ନିର୍ବାଚନରେ ସେ ଜର୍ମାନିର ପ୍ରଥମ ନାରୀ ଚାନ୍ସେଲୋର ପଦବୀରେ ଯୋଗ ଦେଇଥିଲେ।
ବାଲ୍ୟଜୀବନ
[ସମ୍ପାଦନା]ରାଜନୈତିକ ଜୀବନ
[ସମ୍ପାଦନା]ବିପକ୍ଷ ଦଳର ନେତ୍ରୀ
[ସମ୍ପାଦନା]ଜର୍ମାନିର ଚାନ୍ସେଲୋର
[ସମ୍ପାଦନା]୨୦୦୫ ନିର୍ବାଚନରେ ସେ ଜର୍ମାନିର ପ୍ରଥମ ନାରୀ ଚାନ୍ସେଲୋର ପଦବୀରେ ଯୋଗ ଦେଇଥିଲେ।
ଆଧାର
[ସମ୍ପାଦନା]- ↑ Langguth, Gerd (2005). Angela Merkel (in German). Munich: dtv. p. 50. ISBN 3-423-24485-2.
Merkel wollte immer mit der Betonung auf dem 'e' Angela genannt werden. (मर्केल हमेशा से चाहतीं थीं कि उनके मुख्य नाम के (e) पर अतिरिक्त बलाघात हो।)
{{cite book}}
: CS1 maint: unrecognized language (link)