ଏଞ୍ଜେଲା ମେର୍କେଲ୍

ଉଇକିପିଡ଼ିଆ‌ରୁ
Angela Merkel
Chancellor of Germany
Assumed office
22 November 2005
ରାଷ୍ଟ୍ରପତିHorst Köhler
Christian Wulff
Joachim Gauck
Frank-Walter Steinmeier (Elect)
DeputyFranz Müntefering
Frank-Walter Steinmeier
Guido Westerwelle
Philipp Rösler
Sigmar Gabriel
ପୂର୍ବ ଅଧିକାରୀGerhard Schröder
Leader of the Christian Democratic Union
Assumed office
10 April 2000
ପୂର୍ବ ଅଧିକାରୀWolfgang Schäuble
General Secretary of the Christian Democratic Union
କାର୍ଯ୍ୟକାଳ
7 November 1998 – 10 April 2000
ପୂର୍ବ ଅଧିକାରୀPeter Hintze
ପର ଅଧିକାରୀRuprecht Polenz
Minister for the Environment
କାର୍ଯ୍ୟକାଳ
17 November 1994 – 26 October 1998
ChancellorHelmut Kohl
ପୂର୍ବ ଅଧିକାରୀKlaus Töpfer
ପର ଅଧିକାରୀJürgen Trittin
Minister for Women and Youth
କାର୍ଯ୍ୟକାଳ
18 January 1991 – 17 November 1994
ChancellorHelmut Kohl
ପୂର୍ବ ଅଧିକାରୀUrsula Lehr
ପର ଅଧିକାରୀClaudia Nolte
Member of the Bundestag
Assumed office
18 January 1991
ପୂର୍ବ ଅଧିକାରୀConstituency established
ବ୍ୟକ୍ତିଗତ ସବିଶେଷ
ଜନ୍ମ
Angela Dorothea Kasner

(1954-07-17) ୧୭ ଜୁଲାଇ ୧୯୫୪ (ବୟସ ୬୯)
Hamburg, West Germany
ରାଜନୀତିକ ଦଳDemocratic Awakening
(1989–1990)
Christian Democratic Union
(1990–present)
ଜୀବନ ସାଥୀUlrich Merkel (1977–1982)
Joachim Sauer (1998–present)
ଶିକ୍ଷାନୁଷ୍ଠାନLeipzig University
ସନ୍ତକ

ଏଞ୍ଜେଲା ଦୋରଥୀଆ ମେର୍କେଲ (English: Angela Dorothea Merkel), (German: [aŋˈɡeːla doʁoˈteːa ˈmɛʁkl̩] (listen);[୧](ଜନ୍ମ ୧୭ ଜୁଲାଇ,୧୯୫୪)ଜଣେ ଜର୍ମାନ ରାଜନେତ୍ରୀ ଯିଏକି ଏବେ ଜର୍ମାନର ଚାନ୍ସେଲୋର ଅଛନ୍ତି। ସେ କ୍ରିସ୍ଟିଆନ୍ନ ଡେମୋକ୍ରାଟିକ୍ ସଙ୍ଘର ଅଧିନୟ ନେଇଛନ୍ତି। ସେ ଜଣେ ପୂର୍ବୋକ୍ତ ଅନୁସନ୍ଧାନ ବୈଜ୍ଞାନିକ ,ଏହା ସହ ସେ ଭୌତିକ ରାସାୟନିକ ବିଜ୍ଞାନରେ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି।୧୯୮୯ ମସିହା ବିପ୍ଳବ ଜାଗ୍ରତ ହେଉଥିବା ସମୟରେ ମେର୍କେଲ ରାଜନୀତିରେ ଆସିଥିଲେ ,ଓ ୧୯୯୦ରେ ପ୍ରଥମ ନିର୍ବାଚିତ ହୋଇଥିବା ଇଷ୍ଟ ଜର୍ମାନର ପ୍ରବକ୍ତା ଭାବେ ଯୋଗ ଦେଇଥିଲେ। ପରେ ମେର୍କେଲ ଚାନ୍ସେଲୋର ହେଲ୍ମଣ୍ଟ କୋଲ୍ଙ୍କଦ୍ୱାରା ୧୯୯୧ରେ 'ନାରୀ ଏବଂ ଯୁବ ଶକ୍ତି'ର ମନ୍ତ୍ରୀ ରୂପେ ଦାୟିତ୍ୱ ପାୟୀଥିଲେ। ତାଙ୍କ ଦଳ ୧୯୯୮ରେ ହେଇଥିବା ମହାସଙ୍ଘିୟ ନିର୍ବାଚନ ହରିଯିବାରୁ ତାଙ୍କୁ ଦଳର ସମ୍ପାଦକ ପଦବୀ ମିଳିଥିଲା।ପରେ ସେ ଦଳର ପ୍ରଥମ ନାରୀ ମୁଖ୍ୟ ରୂପେ ଯୋଗଦେଇଥିଲେ।

ଏହା ପରେପରେ ୨୦୦୫ ନିର୍ବାଚନରେ ସେ ଜର୍ମାନିର ପ୍ରଥମ ନାରୀ ଚାନ୍ସେଲୋର ପଦବୀରେ ଯୋଗ ଦେଇଥିଲେ।

ବାଲ୍ୟଜୀବନ[ସମ୍ପାଦନା]

ରାଜନୈତିକ ଜୀବନ[ସମ୍ପାଦନା]

ବିପକ୍ଷ ଦଳର ନେତ୍ରୀ[ସମ୍ପାଦନା]

ଜର୍ମାନିର ଚାନ୍ସେଲୋର[ସମ୍ପାଦନା]

୨୦୦୫ ନିର୍ବାଚନରେ ସେ ଜର୍ମାନିର ପ୍ରଥମ ନାରୀ ଚାନ୍ସେଲୋର ପଦବୀରେ ଯୋଗ ଦେଇଥିଲେ।

ଆଧାର[ସମ୍ପାଦନା]

  1. Langguth, Gerd (2005). Angela Merkel (in German). Munich: dtv. p. 50. ISBN 3-423-24485-2. Merkel wollte immer mit der Betonung auf dem 'e' Angela genannt werden. (मर्केल हमेशा से चाहतीं थीं कि उनके मुख्य नाम के (e) पर अतिरिक्त बलाघात हो।){{cite book}}: CS1 maint: unrecognized language (link)