ଅରୁଣା କୁମାରୀ ଗାଲା
ଅରୁଣା କୁମାରୀ ଗାଲା | |
---|---|
ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ମୁଖ୍ୟମନ୍ତ୍ରୀ | ୱାଇ.ଏସ.ରାଜଶେଖର ରେଡ୍ଡୀ |
ଆନ୍ଧ୍ରପ୍ରଦେଶ ବିଧାନ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୮୯ – 1994 | |
ନିର୍ବାଚନ ମଣ୍ଡଳୀ | ଚନ୍ଦ୍ରଗିରି |
କାର୍ଯ୍ୟକାଳ ୧୯୯୯ – ୨୦୧୪ | |
ନିର୍ବାଚନ ମଣ୍ଡଳୀ | ଚନ୍ଦ୍ରଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଦିଗୁଭାମଘମ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନ [ଆନ୍ଧ୍ରପ୍ରଦେଶରେ]], ଭାରତ) | ୧ ଅଗଷ୍ଟ ୧୯୪୪
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ତେଲୁଗୁ ଦେଶମ ପାର୍ଟି (୨୦୧୪ - ବର୍ତ୍ତମାନ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (until 2014) |
ଜୀବନ ସାଥୀ | ଗାଲା ରାମଚନ୍ଦ୍ର ନାଇଡୁ |
ସନ୍ତାନ | ଜୟଦେବ ଗାଲା |
ବାପା | ପାଟୁରୀ ରାଜାଗୋପାଳ ନାଇଡୁ |
ଘର | ଚଳଚ୍ଚିତ୍ର ନାଗର, ହାଇଦ୍ରାବାଦ, ଭାରତ |
ଅରୁଣା କୁମାରୀ ଗାଲା (ଜନ୍ମ ୧ ଅଗଷ୍ଟ ୧୯୪୪) ଜଣେ ଭାରତୀୟ ରାଜନେତା ଅଟନ୍ତି । ସେ ହେଉଛନ୍ତି ପୂର୍ବତନ ଭାରତୀୟ ସଂସଦୀୟ ତଥା ସମାଜସେବୀ ପାଟୁରୀ ରାଜାଗୋପାଳ ନାଇଡୁଙ୍କ ଝିଅ ଅଟନ୍ତି । ସେ ବର୍ତ୍ତମାନ ତେଲୁଗୁ ଦେଶମ ପାର୍ଟିର ଜଣେ ରାଜନୈତିକ ବୁରୋ ସଦସ୍ୟ ଅଟନ୍ତି । ସେ ଆନ୍ଧ୍ରପ୍ରଦେଶ, ଭାରତ ସରକାରରେ ଭୂବିଜ୍ଞାନ[୧] ଏବଂ ଖଣି ମନ୍ତ୍ରୀ ଥିଲେ ଓ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଥିଲେ ।[୨] ୮ ମାର୍ଚ୍ଚ ୨୦୧୪ ମସିହାରେ, ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ ।[୩]
ଅରୁଣା କୁମାରୀ ଜଣେ ଶିଳ୍ପପତି ତଥା ଅମର ରାଜା ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା ଗାଲା ରାମଚନ୍ଦ୍ର ନାଇଡୁଙ୍କୁ ବିବାହ କରିଛନ୍ତି ।[୪][୫] ସେ କମ୍ପ୍ୟୁଟର ସାଇନ୍ସରେ ବି.ଏସ ଲେକ ଭ୍ୟୁ କଲେଜରୁ ସମାପ୍ତ କରିଥିଲେ । ସେ କ୍ରୀସଲର୍ କର୍ପୋରେସନ୍ ପାଇଁ ଏକ କମ୍ପ୍ୟୁଟର ପ୍ରୋଗ୍ରାମର୍ ଏବଂ ମ୍ୟାନେଜମେଣ୍ଟ ବିଭାଗରେ ପରିଚାଳନା ସୂଚନା ପ୍ରଣାଳୀର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ରାଜନୈତିକ କ୍ୟାରିୟରରେ ତାଙ୍କର ପୂର୍ବ ଭୂମିକାରେ ଆନ୍ଧ୍ରପ୍ରଦେଶର ସଭାପତି ମହିଳା କଂଗ୍ରେସ ଏବଂ ପ୍ରଧାନ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅନ୍ତର୍ଭୁକ୍ତ । ସେ ୧୯୮୯ରୁ ୧୯୯୪ ଏବଂ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଥିଲେ ଏବଂ ଆନ୍ଧ୍ରପ୍ରଦେଶର ପ୍ରଥମ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟ ଶିକ୍ଷା ଓ ବୀମା ମନ୍ତ୍ରୀ ଥିଲେ । ଅରୁଣା କୁମାରୀ ତେଲୁଗୁ ଭାଷାରେ ଅନେକ ଉପନ୍ୟାସ ଲେଖିଥିଲେ ।
ଆଧାର
[ସମ୍ପାଦନା]- ↑ "Profile – Smt Aruna Kumari". Andhra Pradesh Govt. Archived from the original on 2009-02-02. Retrieved 2009-07-13.
- ↑ "AP Assembly election results". Indian-Elections.com. pp. row 148. Archived from the original on 20 May 2009. Retrieved 2009-07-13.
- ↑ "Former Congress Minister Aruna Kumari Galla joins TDP with her Son". IANS. news.biharprabha.com. Retrieved 8 March 2014.
- ↑ "Amara Raja Batteries Limited". amararaja.co.in. Archived from the original on 2017-06-03. Retrieved 2023-10-27.
- ↑ Open Heart With RK – AP TDP Minister Galla Aruna Kumari – Full Episode. YouTube. 11 December 2011.ଛାଞ୍ଚ:Cbignoreଛାଞ୍ଚ:Dead Youtube links