ଅମୃତା ଗୋଗୋଇ
ଦେଖଣା
ଅମୃତା ଗୋଗୋଇ | |
---|---|
ଜନ୍ମ | ୨୨ ଡିସେମ୍ବର ୧୯୯୧ ଶିବସାଗର, ଆସାମ, ଭାରତ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଅମ୍ରିତା ଗୋଗୋଇ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫–ଏବେଯାଏଁ |
ପ୍ରସିଦ୍ଧି |
|
ବୈବାହିକ-ସାଥୀ | ମନଦ୍ୱୀପ କାକତି |
ପିତାମାତା(s) | ଅମୃତ ଗୋଗୋଇ (ବାପା) ଜୀତା ଗୋଗୋଇ (ମାଆ) |
ପୁରସ୍କାର | ପ୍ରାଗ୍ ସିନେ ଆୱାର୍ଡ଼ସ୍, ୨୦୧୫ |
ଅମୃତା ଗୋଗୋଇ ଜଣେ ଭାରତୀୟ ଅଭିନେତ୍ରୀ ଯେଇକି ମୁଖ୍ୟତଃ ଅହମିୟା ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି ।[୧] ୨୦୧୫ ମସିହାରେ ସେ ଆହମିୟା କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବାଣୀ ଦାସଙ୍କ ନିର୍ଦ୍ଦେଶିତ ଅହେତୁକ, ଯେଉଁଥିରେ ସେ ଗୁଞ୍ଜନ ଭରଦ୍ୱାଜ ଓ ତପନ ଦାସଙ୍କ ସହିତ କରାମ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅମୃତା ୧୯୯୧ ମସିହାର ଡିସେମ୍ବର ୨୨ ତାରିଖରେ ଆସାମସ୍ଥିତ ଶିବସାଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅମୃତ ଗୋଗୋଇ ଓ ମାଆଙ୍କ ନାମ ଜୀତା ଗୋଗୋଇ । ସେ ୨୦୧୯ ମସିହାର ଅକ୍ଟୋବର ୩ ତାରିଖରେ ମନଦ୍ୱୀପ କାକତିଙ୍କୁ ବିବାହ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକ | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|---|
୨୦୧୫ | ଅହେତୁକ[୨] | ଜୟୀତା | ବାଣୀ ଦାସ | ପ୍ରାଗ୍ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୫ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର |
୨୦୧୭ | କନୱରପୁରାର | ମଇନା | ରାଜେଶ ଭୂୟାଁ | |
ଦୂର୍ | ପୂଜା | କଙ୍ଗକାନ ରାଜଖୋୱା | ||
ସୋୟଗାଁର ଚମ୍ପା | ଚମ୍ପା | ଚନ୍ଦ୍ର ମୁଡୋଇ | ||
୨୦୧୮ | ନିଜାନୋର ଗାଆଁ | ମୁନ୍ନା ଅହମ୍ମଦ | ||
ଇପାରେ ହିପାରେ | ପ୍ରଣବଜ୍ୟୋତି ଭରାଲି | |||
୨୦୧୯ | ପ୍ରତିଘାତ | ଅଚିନ୍ତା ଶଙ୍କର | ||
୨୦୨୨ | ରହିନୋ ଏକ୍ସପ୍ରେସ୍ | ଦୀପିକା/ପରି | ମଣି ସିହ୍ନା |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]- ପେଡେଲ ମାରି ମାରି - ବାବୁ ବୋରାଃ
- ବିଜୁ ବିଜୁ ମୋନ - ଦିକ୍ଷୁ ଶର୍ମା
- ମାଳବିକା ବୋରୁଆ - ଦିକ୍ଷୁ ଶର୍ମା
ଥିଏଟର
[ସମ୍ପାଦନା]ଅମୃତା ୨୦୧୬–୧୭ ମସିହାରେ ହେଙ୍ଗୁଲ ଥିଏଟର ନାମକ ଏକ ଭ୍ରାମ୍ୟମାନ ଥିଏଟର ସଂସ୍ଥାରେ କାମ କରିଥିଲେ, ଯେଉଁଠି ସେ ପ୍ରସନଜିତ ବୋରା ଏବଂ ଶ୍ୟାମନ୍ତିକା ଶର୍ମାଙ୍କ ବିପକ୍ଷରେ ଅଭିନୟ କରୁଥିଲେ ।
ବର୍ଷ/ଋତୁ | ଥିଏଟର | ମନ୍ତବ୍ୟ |
---|---|---|
୨୦୧୬–୧୭ | ହେଙ୍ଗୁଲ ଥିଏଟର[୩] | ପ୍ରଥମ ଥିଏଟର ଅଭିନୟ |
ପୁରସ୍କାର ଏବଂ ନାମାଙ୍କନ
[ସମ୍ପାଦନା]ବର୍ଷ | ପୁରସ୍କାର | ବର୍ଗ | ଚଳଚ୍ଚିତ୍ର | ଫଳାଫଳ |
---|---|---|---|---|
୨୦୧୫ | ପ୍ରାଗ୍ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୫ | ଶ୍ରେଷ୍ଠ ଅଭିନେତ୍ରୀ | ଅହେତୁକ | ବିଜେତା |
2017 | ପ୍ରାଗ ସିନେ ଆୱାର୍ଡ଼ସ୍ ନର୍ଥ-ଇଷ୍ଟ ୨୦୧୭ | ଶ୍ରେଷ୍ଠ ଅଭିନେତ୍ରୀ | ଦୂର | ମନୋନୀତ |
ଆଧାର
[ସମ୍ପାଦନା]- ↑ "Amrita Gogoi- Film Music and Videos". Filmiclub. Retrieved 22 April 2016.
- ↑ "Amrita Gogoi". Filmipop.com. Retrieved 4 January 2017.
- ↑ "Amrita Gogoi All Set For Her Theatre Debut". Magicalassam.com. 5 June 2016. Retrieved 23 July 2017.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅମୃତା ଗୋଗୋଇ