ଅଭିଶପ୍ତ ଗନ୍ଧର୍ବ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଭିଶପ୍ତ ଗନ୍ଧର୍ବ | |
---|---|
ଲେଖକ | ମହାପାତ୍ର ନୀଳମଣି ସାହୁ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ |
ପ୍ରକାଶ ତାରିଖ | ୧୯୮୧ |
ପୃଷ୍ଠା | ୨୯୨ |
ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ ଗପ ସଙ୍କଳନ ।[୧] ଏହା ୧୯୮୧ମସିହାରେ ପ୍ରକାଶ ପାଇଥିଲା ଓ କଥାକାର ମହାପାତ୍ର ନୀଳମଣି ସାହୁଙ୍କୁ ଏଥି ପାଇଁ ୧୯୮୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି ଅନ୍ୟ ଭାରତୀୟ ଭାଷା[୩] ଓ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।[୪]
ପୁସ୍ତକଟିରେ ୯ଟି ଗଳ୍ପ ସହିତ, ଲେଖକଙ୍କର ଆତ୍ମକଥାତ୍ମକ ଲେଖାଟିଏ ସ୍ଥାନ ପାଇଥିଲା । ସମସ୍ତଗପରେ ଲେଖକଙ୍କ ହିଁ ମୁଖ୍ୟ ଚରିତ୍ର ଭାବରେ ରହିଥିଲେ ।[୫]
ଆଧାର
[ସମ୍ପାଦନା]- ↑ http://sarbasadharana.com/?p=22862[permanent dead link]
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ Mohapatra Nilamoni Sahoo; Siddhārtha Mānasiṃha Māhāpātra; Sahitya Akademi (1 January 1992). Abhiśapta gandharva. Sāhitya Akādemī.
- ↑ Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 232–. ISBN 978-1-77199-167-4.
- ↑ Indian Literature. Sahitya Akademi. 1985.