ଅଭିଜିତ ବାନାର୍ଜୀ
ଅଭିଜିତ ବାନାର୍ଜୀ | |
---|---|
ଜନ୍ମ | |
ଜାତୀୟତା | ଆମେରିକୀୟ<be>ଭାରତୀୟ |
ବୈବାହିକ-ସାଥୀ(s) | ଅରୁନ୍ଧତୀ ଟୁଲୀ (ବିବାହ ବିଚ୍ଛେଦ) ଏସ୍ଥର ଡଫ୍ଲୋ (୨୦୧୫–ବର୍ତ୍ତମାନ) |
ପୁରସ୍କାର | Nobel Memorial Prize (2019)[୩] |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ | ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ |
ଡକ୍ଟରୀ ଉପଦେଷ୍ଟା | Eric Maskin |
ଡକ୍ଟରୀ ଛାତ୍ର | Esther Duflo[୪] Dean Karlan[୫] Benjamin Jones |
ଅଭିଜିତ ବିନାୟକ ବାନାର୍ଜୀ (ବଙ୍ଗଳା: অভিজিৎ বিনায়ক বন্দ্যোপাধ্যায়; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । [୬] ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ-ସ୍ତ୍ରୀ ଯୋଡି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବାନାର୍ଜୀଙ୍କ ଜନ୍ମ ଭାରତର ମୁମ୍ବାଇରେ ହେଇଥିଲା । ମାଆ ନିର୍ମଳା ବାନାର୍ଜୀ ସେଣ୍ଟର ଫର୍ ସାମାଜିକ ବିଜ୍ଞାନ ଓ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବିଭାଗର ମୁଖ୍ୟ ଥିଲେ । ସେ କଲିକତାର ସାଉଥ ପଏଣ୍ଟ ବିଦ୍ୟାଳୟରେ ପଢ଼ିଥିଲେ । ବିଦ୍ୟାଳୟରେ ପଢ଼ା ଶେଷ ପରେ ୧୯୮୧ ମସିହାରେ ସେ କଲିକତାର ପ୍ରେସିଡେନ୍ସୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ଓ ପରେ ୧୯୮୩ ମସିହାରେ ଦିଲ୍ଲୀର ଜବାହରଲାଲ ନେହୁରୁ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ୧୯୮୮ ମସିହାରେ ହ୍ୱାବାର୍ଡ ବିଶ୍ୟାବିଦ୍ୟାଳୟରେ ପିଏଚଡି ଡିଗ୍ରୀ ପ୍ରାପ୍ତ କରିଥିଲେ ।
କ୍ୟାରିଅର
[ସମ୍ପାଦନା]ବାନାର୍ଜୀ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ ।
ପ୍ରକାଶନ
[ସମ୍ପାଦନା]ବହି
[ସମ୍ପାଦନା]- Aghion, Philippe; Banerjee, Abhijit (2005). Volatility And Growth. Oxford: Oxford University Press. ISBN 9780199248612.
- Banerjee, Abhijit Vinayak; Bénabou, Roland; Mookherjee, Dilip, eds. (2006). Understanding Poverty. Oxford; New York: Oxford University Press. ISBN 9780195305203.
- Banerjee, Abhijit Vinayak (2005). Making Aid Work. Cambridge: MIT Press. ISBN 9780262026154.
- Banerjee, Abhijit V.; Duflo, Esther (2011). Poor Economics: A Radical Rethinking of the Way to Fight Global Poverty. New York: PublicAffairs. ISBN 9781610390408.
- Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 1. North–Holland (an imprint of Elsevier). ISBN 9780444633248.
- Banerjee, Abhijit Vinayak; Duflo, Esther, eds. (2017). Handbook of Field Experiments, Volume 2. North–Holland (an imprint of Elsevier). ISBN 9780444640116.
- Banerjee, Abhijit Vinayak ( 2019 ). A Short History of Poverty Measurements . Juggernaut Books.
ଆଧାର
[ସମ୍ପାଦନା]- ↑ "Abhijit Banerjee, Esther Duflo and Michael Kremer win Nobel in Economics". The Economic Times. 14 October 2019. Retrieved 14 October 2019.
- ↑ "Mumbai-born Abhijit Banerjee wins Economics Nobel, over 5 mn Indian kids benefited from his study". The Statesman. 14 October 2019. Retrieved 14 October 2019.
- ↑ Hannon, Dominic Chopping and Paul. "Nobel Prize in Economics Awarded for Work Alleviating Poverty". WSJ. Retrieved 14 October 2019.
- ↑ Duflo, Esther (1999), Essays in empirical development economics. Ph.D. dissertation, Massachusetts Institute of Technology.
- ↑ Karlan, Dean S. (2002), Social capital and microfinance. Ph.D. dissertation, Massachusetts Institute of Technology.
- ↑ Desk, The Hindu Net (2019-10-14). "Abhijit Banerjee among three to receive Economics Nobel". The Hindu (in Indian English). ISSN 0971-751X. Retrieved 2019-10-14.