ଅଜୟ ଶର୍ମା
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Ajay Kumar Sharma | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Slow left-arm | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | Manan Sharma (son) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
Only Test (cap 182) | 11 January 1988 v West Indies | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 64) | 2 January 1988 v West Indies | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 16 November 1993 v West Indies | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1984–2000 | Delhi | |||||||||||||||||||||||||||||||||||||||||||||||||||||||||||||||||
2000–2001 | Himachal Pradesh | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, 14 December 2009 |
ଅଜୟ କୁମାର ଶର୍ମା pronunciation (help·info) (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ ।
ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । .[୧] ବିଶ୍ୱର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ । .[୨]
Domestic career
[ସମ୍ପାଦନା]ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ । [୩] ତାଙ୍କର ବ୍ୟାଟିଂ ହାର 80 ଥିଲା । .[୪][୫] Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ ।
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । .[୬] ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ ।
1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । .[୭] ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ । [୮]
ଆଜୀବନ ବାସନ୍ଦ
[ସମ୍ପାଦନା]2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା । [୯][୧୦] 2014ରେ ଦିଲ୍ଲୀ କୋର୍ଟଦ୍ୱାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।[୧୧][୧୨]
ଆଧାର
[ସମ୍ପାଦନା]- ↑ "Ajay Sharma (Cricket Archive)". Retrieved 2006-06-09.
- ↑ First-class Matches - Highest Career Batting Average Cricinfo
- ↑ Ranji Trophy - Most Hundreds Cricket Archive
- ↑ Ajay Sharma in elite company Cricinfo
- ↑ Breakup of Ajay Sharma's first-class statistics Cricinfo
- ↑ 4th Test: India v West Indies at Chennai, 11-15 January 1988 Cricinfo
- ↑ Ajay Sharma - ODI innings-by-innings batting list Statsguru, Cricinfo
- ↑ India v Australia at Bangalore, 27 October 1989 Cricinfo
- ↑ "Ajay Sharma".
- ↑ "Padiham withdraw Sharma contract".
- ↑ "Ajay Sharma cleared in match-fixing case".
- ↑ "Remembering KP Bhaskar".