ଅଜୟ ଶର୍ମା

ଉଇକିପିଡ଼ିଆ ରୁ
Jump to navigation Jump to search
ଅଜୟ ଶର୍ମା
Cricket no pic.png
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Ajay Kumar Sharma
ବ୍ୟାଟିଙ୍ଗ ପ୍ରକାର Right-handed
ବୋଲିଂ ପ୍ରକାର Slow left-arm
ଭୁମିକା Batsman
ସମ୍ପର୍କ Manan Sharma (son)
ବିଶ୍ଵ ତଥ୍ୟ
ନିଜ ଦେଶ ପଟ India କ୍ରିକେଟ ଦଳ
ଖାଲି ଟେଷ୍ଟ (cap 182) 11 January 1988 v West Indies
ପ୍ରଥମ ଦିନିକିଆ 2 January 1988 v West Indies
ଶେଷ ଦିନିକିଆ କ୍ରିକେଟ 16 November 1993 v West Indies
Domestic team information
Years ଦଳ
1984–2000 Delhi
2000–2001 Himachal Pradesh
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Test ODI FC LA
ମ୍ୟାଚ 1 31 129 113
ରନ 53 424 10120 2814
ବ୍ୟାଟିଙ୍ଗ ହାର 26.50 20.19 67.46 36.07
ଶତକ/ଅର୍ଦ୍ଧଶତକ 0/0 0/3 38/36 2/20
ସବୁଠୁ ବେସି ସ୍କୋର 30 59* 259* 135*
ବୋଲିଂ କରିଥିବା ବଲ 24 1140 6438 3985
ଉଇକେଟ 0 15 87 108
ବୋଲିଂ ହାର 58.33 31.01 28.37
ଇନିଙ୍ଗସରେ ୫ଟି ଉଇକେଟ 0 1 2
ମ୍ୟାଚରେ ୧୦ଟି ଉଇକେଟ n/a 0 n/a
ସବୁଠୁ ଭଲ ବୋଲିଙ୍ଗ 3/41 5/34 5/30
କ୍ୟାଚ/ଷ୍ଟମ୍ପ କରାଯାଇଥିବା 1/– 6/– 94/– 43/–
Source: CricketArchive, 14 December

ଅଜୟ କୁମାର ଶର୍ମା  ଶବଦ ବିଷୟରେ pronunciation (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ । 

ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । .[୧] ବିଶ୍ୱର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ । .[୨]

Domestic career[ସମ୍ପାଦନା]

ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ । [୩] ତାଙ୍କର ବେଟିଙ୍ଗ ହାର 80 ଥିଲା । .[୪][୫] Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । .[୬] ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ । 

1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । .[୭] ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ । [୮]

ଆଜୀବନ ବାସନ୍ଦ [ସମ୍ପାଦନା]

2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା ।  [୯][୧୦] 2014ରେ ଦିଲ୍ଲୀ କୋର୍ଟଦ୍ୱାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।[୧୧][୧୨]

ଆଧାର ସମୂହ [ସମ୍ପାଦନା]

  1. "Ajay Sharma (Cricket Archive)". Retrieved 2006-06-09.
  2. First-class Matches - Highest Career Batting Average Cricinfo
  3. Ranji Trophy - Most Hundreds Cricket Archive
  4. Ajay Sharma in elite company Cricinfo
  5. Breakup of Ajay Sharma's first-class statistics Cricinfo
  6. 4th Test: India v West Indies at Chennai, 11-15 January 1988 Cricinfo
  7. Ajay Sharma - ODI innings-by-innings batting list Statsguru, Cricinfo
  8. India v Australia at Bangalore, 27 October 1989 Cricinfo
  9. "Ajay Sharma".
  10. "Padiham withdraw Sharma contract".
  11. "Ajay Sharma cleared in match-fixing case".
  12. "Remembering KP Bhaskar".

ବାହ୍ୟ ସଂଯୋଗ [ସମ୍ପାଦନା]