ଅଜୟ ଶର୍ମା
![]() | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Ajay Kumar Sharma | |||
ବ୍ୟାଟିଂ ପ୍ରକାର | Right-handed | |||
ବୋଲିଂ ପ୍ରକାର | Slow left-arm | |||
ଭୁମିକା | Batsman | |||
ସମ୍ପର୍କ | Manan Sharma (son) | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ଖାଲି ଟେଷ୍ଟ (cap 182) | 11 January 1988 v West Indies | |||
ପ୍ରଥମ ଦିନିକିଆ | 2 January 1988 v West Indies | |||
ଶେଷ ଦିନିକିଆ କ୍ରିକେଟ | 16 November 1993 v West Indies | |||
Domestic team information | ||||
Years | ଦଳ | |||
1984–2000 | Delhi | |||
2000–2001 | Himachal Pradesh | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Test | ODI | FC | LA |
ମ୍ୟାଚ | 1 | 31 | 129 | 113 |
ରନ | 53 | 424 | 10120 | 2814 |
ବ୍ୟାଟିଂ ହାର | 26.50 | 20.19 | 67.46 | 36.07 |
ଶତକ/ଅର୍ଦ୍ଧଶତକ | 0/0 | 0/3 | 38/36 | 2/20 |
ସବୁଠୁ ବେଶି ସ୍କୋର | 30 | 59* | 259* | 135* |
ବଲ ସଂଖ୍ୟା | 24 | 1140 | 6438 | 3985 |
ଉଇକେଟ | 0 | 15 | 87 | 108 |
ବୋଲିଂ ହାର | – | 58.33 | 31.01 | 28.37 |
ଇନିଙ୍ଗସରେ ୫ଟି ଉଇକେଟ | – | 0 | 1 | 2 |
ମ୍ୟାଚରେ ୧୦ଟି ଉଇକେଟ | – | n/a | 0 | n/a |
ସବୁଠୁ ଭଲ ବୋଲିଂ | – | 3/41 | 5/34 | 5/30 |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | 1/– | 6/– | 94/– | 43/– |
Source: CricketArchive, 14 December |
ଅଜୟ କୁମାର ଶର୍ମା pronunciation (help·info) (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ ।
ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । .[୧] ବିଶ୍ୱର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ । .[୨]
Domestic career[ସମ୍ପାଦନା]
ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ । [୩] ତାଙ୍କର ବେଟିଙ୍ଗ ହାର 80 ଥିଲା । .[୪][୫] Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ ।
ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]
ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । .[୬] ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ ।
1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । .[୭] ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ । [୮]
ଆଜୀବନ ବାସନ୍ଦ [ସମ୍ପାଦନା]
2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା । [୯][୧୦] 2014ରେ ଦିଲ୍ଲୀ କୋର୍ଟଦ୍ୱାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।[୧୧][୧୨]
ଆଧାର ସମୂହ [ସମ୍ପାଦନା]
- ↑ "Ajay Sharma (Cricket Archive)". Retrieved 2006-06-09.
- ↑ First-class Matches - Highest Career Batting Average Cricinfo
- ↑ Ranji Trophy - Most Hundreds Cricket Archive
- ↑ Ajay Sharma in elite company Cricinfo
- ↑ Breakup of Ajay Sharma's first-class statistics Cricinfo
- ↑ 4th Test: India v West Indies at Chennai, 11-15 January 1988 Cricinfo
- ↑ Ajay Sharma - ODI innings-by-innings batting list Statsguru, Cricinfo
- ↑ India v Australia at Bangalore, 27 October 1989 Cricinfo
- ↑ "Ajay Sharma".
- ↑ "Padiham withdraw Sharma contract".
- ↑ "Ajay Sharma cleared in match-fixing case".
- ↑ "Remembering KP Bhaskar".