Jump to content

ଦ୍ୱିତୀୟ ବିଶ୍ୱଯୁଦ୍ଧ

ଉଇକିପିଡ଼ିଆ‌ରୁ
(World War IIରୁ ଲେଉଟି ଆସିଛି)
ଦ୍ୱିତୀୟ ବିଶ୍ୱଯୁଦ୍ଧ

ଉପର ବାଁ ପଟୁ ଦକ୍ଷିଣାବର୍ତ୍ତ ଭାବେ: ୱାଞ୍ଜ୍ୟାଲାଂ ଲଢେଇରେ ଚୀନୀ ବଳ, ଏଲ ଆଲାମେନର ପ୍ରଥମ ଲଢେଇରେ ଅଷ୍ଟ୍ରେଲୀୟ ୨୫-ପାଉଣ୍ଡର ବନ୍ଧୁକ, ଜର୍ମାନ୍ ସ୍ତୁକା dive bombers on the Eastern Front in December 1943, a U.S. naval force in the Lingayen Gulf, Wilhelm Keitel signing the German Instrument of Surrender, Soviet troops in the Battle of Stalingrad
ତିଥି ୧ ସେପ୍ଟେମ୍ବର ୧୯୩୯ - ୨ ସେପ୍ଟେମ୍ବର ୧୯୪୫ (୬ ବର୍ଷ ୧ ଦିନ)
ସ୍ଥାନ ଇଉରୋପ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଦକ୍ଷିଣ-ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ, ଭୂମଧ୍ୟସାଗର, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା (ଆଫ୍ରିକାର ଶିଙ୍ଗ), (ଅଳ୍ପ କାଳ ପାଇଁ) ଉତ୍ତର ଓ ଦକ୍ଷିଣ ଆମେରିକା
Result ମିତ୍ରଶକ୍ତିଙ୍କ ବିଜୟ
  • ନାଜି ଜର୍ମାନୀର ପତନ
  • ଜାପାନୀ ଓ ଇଟାଲୀୟ ସାମ୍ରାଜ୍ୟର ପତନ
  • ଜାତିସଙ୍ଘର ସୃଷ୍ଟି
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷିଆର ବୃହତ୍ ଶକ୍ତି ରୂପେ ଅଭ୍ୟୁଦୟ
  • ଶୀତଳ ଯୁଦ୍ଧର ପ୍ରାରମ୍ଭ
ପକ୍ଷ
ମିତ୍ରଶକ୍ତି କେନ୍ଦ୍ରଶକ୍ତି
Commanders and leaders
ପ୍ରମୁଖ ମିତ୍ରଶକ୍ତି ନେତା
Soviet Union ଜୋସେଫ ଷ୍ଟାଲିନ
United States ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ
United Kingdom ୱିନଷ୍ଟନ ଚର୍ଚ୍ଚିଲ
ଛାଞ୍ଚ:Country data Republic of China (1912–1949) ଚିଆଙ୍ଗ କାଇ-ଶେକ
ପ୍ରମୁଖ କେନ୍ଦ୍ରଶକ୍ତି ନେତା
Nazi Germany ଆଡ଼ୋଲ୍ଫ ହିଟଲର
Empire of Japan ହିରୋହିତୋ
Kingdom of Italy ବେନିତୋ ମୁସୋଲିନୀ
କ୍ଷୟକ୍ଷତି
ସାମରିକ ମୃତ୍ୟୁ:
୧୬,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪୫,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୬୧,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ
ସାମରିକ ମୃତ୍ୟୁ:
୮,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୧୨,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା[] ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । [] =end

କାଳକ୍ରମ

[ସମ୍ପାଦନା]

ପୃଷ୍ଠଭୂମି

[ସମ୍ପାଦନା]

ଯୁଦ୍ଧ ପୂର୍ବର ଘଟଣା

[ସମ୍ପାଦନା]
  1. James A. Tyner (March 3, 2009). War, Violence, and Population: Making the Body Count. The Guilford Press; 1 edition. p. 49. ISBN 1-6062-3038-7.
  2. Sommerville 2011, p. 5.

ବାହାର ତଥ୍ୟ

[ସମ୍ପାଦନା]