Jump to content

ଭୋରିନୋଷ୍ଟାଟ

ଉଇକିପିଡ଼ିଆ‌ରୁ
(Vorinostatରୁ ଲେଉଟି ଆସିଛି)
ଭୋରିନୋଷ୍ଟାଟ
Clinical data
PronunciationVorinostat /vɒˈrɪnstæt/ vorr-IN-oh-stat
Zolinza (/zˈlɪnzə/ zoh-LIN-zə
Trade namesZolinza, Vorinostat MSD, others
SynonymsSuberanilohydroxamic acid (SAHA)
AHFS/Drugs.commonograph
MedlinePlusa607050
data
Pregnancy
category
  • US: D (Evidence of risk)
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Bioavailability1.8–11%[]
    Protein binding~71%
    MetabolismLiver glucuronidation and β-oxidation
    CYP system not involved
    Metabolitesvorinostat O-glucuronide, 4-anilino-4-oxobutanoic acid (both inactive)[]
    Elimination half-life~2 hours (vorinostat and O-glucuronide), 11 hours (4-anilino-4-oxobutanoic acid)
    ExcretionKidney (negligible)
    Identifiers
    • N-Hydroxy-N'-phenyloctanediamide
    ECHA InfoCard100.207.822 Edit this at Wikidata
    Chemical and physical data
    FormulaC14H20N2O3
    Molar mass୨୬୪.୩୩ g·mol−1
    3D model (JSmol)
    • O=C(Nc1ccccc1)CCCCCCC(=O)NO
    • InChI=1S/C14H20N2O3/c17-13(15-12-8-4-3-5-9-12)10-6-1-2-7-11-14(18)16-19/h3-5,8-9,19H,1-2,6-7,10-11H2,(H,15,17)(H,16,18) checkY
    • Key:WAEXFXRVDQXREF-UHFFFAOYSA-N checkY
      (verify)

    ଭୋରିନୋଷ୍ଟାଟ (ଇଂରାଜୀ ଭାଷାରେ Vorinostat), ବିକ୍ରୟ ନାମ ଜୋଲିଞ୍ଜା, ହେଉଛି ଏକ ଔଷଧ ଯାହା କ୍ୟୁଟାନିଅସଟି ସେଲ୍ ଲିମ୍ଫୋମା (CTCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ରୋଗ ଚାଲୁ ରହେ, ଖରାପ ଦିଗକୁ ଯାଏ କିମ୍ବା ଅନ୍ୟ ଦୁଇଟି ଚିକିତ୍ସା ସମୟରେ କିମ୍ବା ପରେ ପୁନର୍ବାର ଫେରି ଆସେ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ସ୍ୱାଦର ପରିବର୍ତ୍ତନ, କମ ରକ୍ତ ପ୍ଲାଟେଲେଟ୍, କେଶ ଝଡ଼ିବା, କାଶ ଏବଂ ଜ୍ୱର ହୋଇପାରେ ।[] ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [] ଏହା ଏକ ହିଷ୍ଟୋନ୍ ଡିଆସିଟିଲେଜ ଇନହିବିଟର (HDI) ।[]

    ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭୋରିନୋଷ୍ଟାଟ ଅନୁମୋଦିତ ହୋଇଥିଲା ।[] ୨୦୦୪ରେ ୟୁରୋପରେ ଏହାକୁ ଅନାଥ ଔଷଧ (orphan medication) ମାନ୍ୟତା ଦିଆଯାଇଥିବାବେଳେ ୨୦୦୯ରେ ଅନୁମୋଦନ ପାଇଁ ଆବେଦନ ପ୍ରତ୍ୟାହାର କରାଯାଇଥିଲା । [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ବାବଦ ମାସକୁ ପ୍ରାୟ ୧୪,୬୦୦ ଡଲାର ଖର୍ଚ୍ଚ ହୋଇଥାଏ ।[]

    1. "Withdrawal Assessment Report for Vorinostat MSD 100 mg Hard Capsules (vorinostat)" (PDF). European Medicines Agency. 23 October 2008. p. 9. Archived (PDF) from the original on 15 September 2016. Retrieved 1 September 2016.
    2. "Zolinza (vorinostat) Capsules. Full Prescribing Information" (PDF). Merck & Co., Inc., Whitehouse Station, NJ 08889, USA. Archived (PDF) from the original on 2 October 2016. Retrieved 1 September 2016.
    3. 1 2 3 4 5 6 7 8 "Vorinostat Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 16 September 2021.
    4. "Vorinostat MSD: Withdrawal of the marketing authorisation application". Archived from the original on 22 September 2021. Retrieved 16 September 2021.
    5. "Zolinza Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 16 September 2021.