ଥାଇରୋଟ୍ରୋପିନ ଆଲଫା

ଉଇକିପିଡ଼ିଆ‌ରୁ
(Thyrotropin alfaରୁ ଲେଉଟି ଆସିଛି)
ଥାଇରୋଟ୍ରୋପିନ ଆଲଫା
Clinical data
AHFS/Drugs.commonograph
Pregnancy
category

ଥାଇରୋଟ୍ରୋପିନ ଆଲଫା, ଏକ ବିକ୍ରୟ ନାମ ଥାଇରୋଜେନ୍, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ପରେ ଅବଶିଷ୍ଟ ଥାଇରଏଡ୍ ତନ୍ତୁ ଖୋଜିବା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଥାଇରୋଗ୍ଲୋବୁଲିନ୍ ପରୀକ୍ଷଣ ବ୍ୟତୀତ ଥାଇରଏଡ କର୍କଟରେ ବ୍ୟବହୃତ ହୁଏ ।[୧] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥାଇରଏଡ଼ ସ୍ତର ଅଧିକ ହୋଇପାରେ ବିଶେଷତଃ ଯେଉଁମାନଙ୍କର କାର୍ଯ୍ୟକ୍ଷମ ଥାଇରଏଡ୍ ତନ୍ତୁ, ଷ୍ଟ୍ରୋକ ଏବଂ ବର୍ଦ୍ଧିଷ୍ଣୁ ଥାଇରଏଡ୍ ଅର୍ବୁଦ ଥାଏ ।[୧] ଏହା ଥାଇରଏଡ୍ ଉତ୍ତେଜକ ହରମୋନର ଏକ ଉତ୍ପାଦନ‌କାରୀ ରୂପ ।[୧]

ଥାଇରୋଟ୍ରୋପିନ୍ ଆଲଫା ୧୯୯୮ ମସିହାରେ ଆମେରିକାରେ ଏବଂ ୨୦୦୦ ମସିହାରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୧] [୩] ଯୁକ୍ତରାଷ୍ଟ୍ରରେ ଏକ କୋର୍ସ ଔଷଧର ମୂଲ୍ୟ ୩,୭୦୦ ଆମେରିକୀୟ ଡଲାର ଅଟେ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ £ ୫୮୦ ଅଟେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Thyrotropin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 4 October 2021.
  2. ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 813. ISBN 978-0-85711-369-6.{{cite book}}: CS1 maint: date format (link)
  3. "Thyrogen". Archived from the original on 10 April 2021. Retrieved 5 October 2021.
  4. "Thyrogen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 5 October 2021.