Jump to content

ସୋନିଆ ବଲାନୀ

ଉଇକିପିଡ଼ିଆ‌ରୁ
(Sonia Balaniରୁ ଲେଉଟି ଆସିଛି)
ସୋନିଆ ବଲାନୀ
ଜନ୍ମ
ପେଷାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୨–ଏବେଯାଏଁ

ସୋନିଆ ବଲାନୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ କଥାଚିତ୍ର ତୁମ୍ ବିନ୍ ୨, ବାଜାର୍ ଓ ଦି କେରଳ ଷ୍ଟୋରୀ ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ଦୂରଦର୍ଶନ ଧାରାବାହିକ ବଡ଼େ ଅଚ୍ଛେ ଲଗତେ ହେ, ତୁ ମେରା ହିରୋ ଓ ଡିଟେକ୍ଟିଭ୍ ଦିଦି ଆଦିରେ କାମ କରିଛନ୍ତି ।[୧][୨][୩][୪][୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବଲାନୀ ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ତୁମ୍ ବିନ୍ ୨ (୨୦୧୬)
  • ବାଜାର (୨୦୧୮)
  • ଦି କେରଳ ଷ୍ଟୋରୀ (୨୦୨୩)

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ବଡ଼େ ଅଚ୍ଛେ ଲଗତେ ହୈଁ
  • ସୁବ୍ରୀନ ଗୁଗ୍ଗଲ – ଟପ୍ପର୍ ଅଫ୍ ଦି ଇଅର୍
  • ତୁ ମେରା ହିରୋ
  • ଡିଟେକ୍ଟିଭ୍ ଦିଦି

ୱେବ୍ ସିରିଜ୍

[ସମ୍ପାଦନା]
  • ଭୋପାଳ ଟୁ ଭେଗାସ୍
  1. ↑ "Sonia Balani isn't chubby anymore - Times of India". The Times of India. Retrieved 2018-09-08.
  2. ↑ "Sonia Balani's 'DDLJ' connection". Jagran Post. Archived from the original on 2018-09-08. Retrieved 2018-09-08.
  3. ↑ "Sonia Balani makes the most of free time". Deccan Chronicle (in ଇଂରାଜୀ). 2015-01-25. Retrieved 2018-09-08.
  4. ↑ "Sonia Balani to make Bollywood debut?!". PINKVILLA (in ଇଂରାଜୀ). Archived from the original on 2016-06-04. Retrieved 2018-09-08.
  5. ↑ "In pics: The Kerala Story star Sonia Balani's journey from television to Bollywood". DNA India (in ଇଂରାଜୀ). Retrieved 2023-05-09.
  6. ↑ "The Kerala Story review: A juvenile cringefest suited best for 'Karela' audience". thefederal.com. 5 May 2023.

ବାହାର ଲିଙ୍କ୍

[ସମ୍ପାଦନା]