ସୃଷ୍ଟିଶ୍ରୀ ନାୟକ

ଉଇକିପିଡ଼ିଆ ରୁ
(Shrustishree Naik ରୁ ଲେଉଟି ଆସିଛି)
Jump to navigation Jump to search
ସୃଷ୍ଟିଶ୍ରୀ ନାୟକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଓଡ଼ିଆ)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨

ସୃଷ୍ଟିଶ୍ରୀ ନାୟକ, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୨ ମସିହାରେ ନିଜ କ୍ଷୁଦ୍ରଗଳ୍ପ ସଂକଳନ ଭିନ୍ନ ଉପବନ ପାଇଁ ସୃଷ୍ଟିଶ୍ରୀ ଏହି ପୁରସ୍କାର ଲାଭ କରିଥିଲେ ।[୧] ସେ କ୍ଷୁଦ୍ରଗଳ୍ପ, କବିତା ଓ ଉପନ୍ୟାସ ଆଦି ଲେଖନ୍ତି ।

୨୦୦୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଲାକାତଅସ୍ମିତା କାର୍ଯ୍ୟକ୍ରମ ତଥା ୨୦୦୮ରେ ସାର୍କ କବିତା ଉତ୍ସବରେ ଯୋଗ ଦେଇଥିଲେ ।

ରଚନାବଳୀ[ସମ୍ପାଦନା]

  • ଅନ୍ୟମନ(କବିତା)
  • ପ୍ରଥମ ମୃତ୍ୟୁ(ଉପନ୍ୟାସିକା)
  • ଭିନ୍ନ ଉପବନ(କ୍ଷୁଦ୍ରଗଳ୍ପ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨[୨]
  • ରାଜ୍ୟ ଯୁବ ପୁରସ୍କାର - ୨୦୦୯-୧୦
  • ଭାନୁଜୀ ରାଓ ସ୍ମୃତି ପୁରସ୍କାର - ୨୦୦୯
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର - ୨୦୦୬
  • ଲେଖା ଓ ଲେଖକ ସମ୍ମାନ - ୨୦୦୫[୩]

ଆଧାର[ସମ୍ପାଦନା]

  1. "Kamal Tanti wins Sahitya Akademi Yuva Puraskar 2012". www.assamtimes.org. assam times. Retrieved 20 June 2019.
  2. "Sahitya Akademi Yuva Puraskar 2019" (PDF). sahitya-akademi.gov.in. Sahitya Akademi. Retrieved 19 June 2019.
  3. "Biju Pattnaik sports bravery award state youth award" (PDF). dsysodisha.gov.in. Govt of Odisha. Retrieved 20 June 2019.