Jump to content

ଶାନ୍ତା ଇସଲାମ

ଉଇକିପିଡ଼ିଆ‌ରୁ
(Shanta Islamରୁ ଲେଉଟି ଆସିଛି)
ଶାନ୍ତା ଇସଲାମ
ଜନ୍ମ
ନଜ୍‌ମା ହକ୍
ଶିକ୍ଷାନୁଷ୍ଠାନଢାକା ବିଶ୍ୱବିଦ୍ୟାଳ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୫-ଏବେଯାଏଁ

ଶାନ୍ତା ଇସଲାମ (ଜନ୍ମନାମ ନଜ୍‌ମା ହକ୍)[] ଜଣେ ବଙ୍ଗଳାଦେଶୀ କଥାଚିତ୍ର ଓ ଟେଲିଭିଜନ୍ ଅଭିନେତ୍ରୀ ।[] କଥାଚିତ୍ର ଓନୋ ଜୀବନରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[] ସେ ୨୫ଟି ଟେଲିଭିଜନ ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅନେକ ଟିଭି ଡ୍ରାମାରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଇସଲାମ ସିଲେଟରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ସେଠାରେ କଟିଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ୧୯୮୫ ମସିହାରେ ଢାକା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଥିଏଟର ଓ ଟେଲିଭିଜନ ମିଡିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।[] ସେ ଦୁଇଥର ରୋକେୟା ହଲ୍‌ର ସାହିତ୍ୟ ସମ୍ପାଦକ ନିର୍ବାଚିତ ହୋଇଥିଲେ ।[] ସେ ଟେଲିଭିଜନରେ ସୟଦ ଅହସାନ ଅଲ୍ଲୀ ସିଡନୀଙ୍କ ବିପକ୍ଷରେ ଅଭିଯୋଗ ଧାରାବାହିକ ମାଧ୍ୟମରେ ଟିଭିରେ ଏବଂ ଯୁଦ୍ଧା ଏବଂ ଯୁଦ୍ଧାଙ୍କ ଜରିଆରେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

ଅରଣ୍ୟକ ନାଟ୍ୟଦଳରେ ଯୋଗ ଦେବା ପରେ, ସେ ନାଟକ ମୌରସିଂହାସୋନ ପାଇଁ ବାଚସୁସ୍ ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ସେ ଅନେକ ଟେଲିଭିଜନ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ।[][]

ଅଭିନୀତ ଡ୍ରାମା/ସିରିଜ୍

[ସମ୍ପାଦନା]
ବର୍ଷ ଡ୍ରାମା/ସିରିଜ୍ ଟିଭି
ରୂପନଗର[] ବିଟିଭି
ଅଭିଯୋଗ
ନାୟୋକ
୨୦୦୧ ଓନ୍ତେ ବୋସୋନ୍ତୋ[]
ଓହୋମିକା
ଘୋତୋନାର ପୋର

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୧୯୯୫ ଅନ୍ୟ ଜୀବୋନ
୧୯୯୯ ସୋମୁଦ୍ରୋ ବିଳାଶ ପ୍ରାଇଭେଟ୍ ଲିମିଟେଡ୍
୨୦୦୦ ମୋନେ ପୋରେ ତୋମାକେ[]
  1. ୧.୦ ୧.୧ ୧.୨ ୧.୩ Novera Deepita (April 7, 2005). ""The focus of TV plays today is on glamour"-- Shanta". The Daily Star. Archived from the original on April 22, 2016. Retrieved April 12, 2016.
  2. "Shanta Islam's new venture". The Daily Star. October 17, 2006. Archived from the original on April 22, 2016. Retrieved April 12, 2016.
  3. "Q & A : 'I was destined to be an actress' -- Shanta". The Daily Star. February 22, 2005. Archived from the original on April 22, 2016. Retrieved April 12, 2016.
  4. ୪.୦ ୪.୧ "A Walk Down The Memory Lane". The Daily Star (in ଇଂରାଜୀ). 2020-07-18. Retrieved 2021-06-03.
  5. "New talk show by Shanta Islam on Rtv". The Daily Star. February 8, 2006. Archived from the original on April 22, 2016. Retrieved April 12, 2016.
  6. "Shafin and Prince in Dhrupodi Kahini on Rtv". The Daily Star. July 24, 2009. Retrieved April 12, 2016.
  7. Hanif Sanket Eid ul-azha Natok - Onte Bosonto - অন্তে বসন্ত (2001) (in ଇଂରାଜୀ), January 2021, retrieved 2021-06-03
  8. Akbar, Montazur Rahman (2000-03-17), Mone Pore Tomake (Drama), Riaz, Riya Sen, Tanjim, A. T. M. Shamsuzzaman, retrieved 2021-06-03

ବାହାର ଲିଙ୍କ୍

[ସମ୍ପାଦନା]