ସବ୍ୟସାଚୀ ଚୌଧୁରୀ
ଦେଖଣା
(Sabyasachi Chowdhuryରୁ ଲେଉଟି ଆସିଛି)
ସବ୍ୟସାଚୀ ଚୌଧୁରୀ | |
---|---|
ଜନ୍ମ | ୩୧ ଅକ୍ଟୋବର ୧୯୮୯ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ପ୍ରସିଦ୍ଧି | ମହାପୀଠ ତରାପୀଠ |
ସବ୍ୟସାଚୀ ଚୌଧୁରୀ (ଜନ୍ମ: ୩୧ ଅକ୍ଟୋବର ୧୯୮୯)[୧] ଜଣେ ଭାରତୀୟ ଅଭିନେତା, ଯିଏକି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ଜଲ୍ସାରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ମହାପୀଠ ତାରାପୀଠରେ ସେ ବାମଖେପ ଭୂମିକାରେ ଅଭିନୟ ପାଇଁ ଲୋକପ୍ରିୟତା ପାଇଥିଲେ ।[୨][୩][୪] ସେ ସାତ ଭାଇ ଚମ୍ପାରେ ମଧ୍ୟ କାମ କରିଥିଲେ ।[୫] ସେ ଷ୍ଟାର୍ ଜଲସାର ଅନେକ କିଛି ଧାରାବାହିକରେ କାମ କରିଛନ୍ତି ।[୬]
ପେଷା
[ସମ୍ପାଦନା]ସବ୍ୟସାଚୀ ଜଣେ ଅଭିନେତା ଭାବରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଇଶୋ ମାଆ ଲୋକ୍କି, ଅଙ୍ଗିଜାଲ, ଭକ୍ତେର ଭଗବାନ ଶ୍ରୀ କ୍ରିଷ୍ଣା, ଝୁମୁର, ଓମ୍ ନମୋ ଶିବାୟ, ସାତ ଭାଇ ଚମ୍ପା ଆଦିରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଧାରାବାହିକ ମହାପୀଠ ତାରାପୀଠରେ ୫୦୦ରୁ ଅଧିକ ଅଧ୍ୟାୟ ପ୍ରସାରିତ ହୋଇଥିଲେ ।[୭]
ଆଧାର
[ସମ୍ପାଦନା]- ↑ "Actor Sabyasachi Chowdhury turns a year older". Times Of India (in ଇଂରାଜୀ).
- ↑ "Playing Bama's role highly challenging: Actor Sabyasachi Chowdhury". India Blooms (in ଇଂରାଜୀ).
- ↑ "যতক্ষণ লাল বসনে থাকি ততক্ষণ তারা মা ছাড়া কিচ্ছু জানি না, চিনি না". Anandabazar (in Bengali).
- ↑ "'মহাপীঠ তারাপীঠ'-এ তরুণ বামা ক্ষ্যাপার চরিত্রে কে অভিনয় করছেন?". Anandabazar (in Bengali).
- ↑ "Star Jalsha's New Serial Mahapeeth Tarapeeth; To Throw Light on Maa Tara and Sadhak Byamakhyapa's Journey". The Kolkata Mail (in ଇଂରାଜୀ).
- ↑ Ananda, A. B. P. "সব্যসাচী থেকে 'রামপ্রসাদ' হয়ে ওঠার সফর, নতুন ধারাবাহিক নিয়ে অকপট অভিনেতা". ABP Bengali (in Bengali). Retrieved 2023-04-18.
- ↑ "Mythological show Mahapeeth Tarapeeth completes 500 episodes". Times Of India (in ଇଂରାଜୀ).