Jump to content

ରୋପିଭାକେନ

ଉଇକିପିଡ଼ିଆ‌ରୁ
(Ropivacaineରୁ ଲେଉଟି ଆସିଛି)
ରୋପିଭାକେନ
Clinical data
Pronunciation/rˈpɪvəkn/
Trade namesNaropin
SynonymsRopivacaine hydrochloride
AHFS/Drugs.commonograph
Pregnancy
category
    Routes of
    administration
    Parenteral
    Legal status
    Legal status
    • AU: S4 (Prescription only)
    Pharmacokinetic data
    Bioavailability87%–98% (epidural)
    MetabolismLiver (CYP1A2-mediated)
    Elimination half-life1.6–6 hours (varies with administration route)
    ExcretionKidney 86%
    Identifiers
    • (S)-N-(2,6-dimethylphenyl)-
      1-propylpiperidine-2-carboxamide
    ECHA InfoCard100.128.244 Edit this at Wikidata
    Chemical and physical data
    FormulaC17H26N2O
    Molar mass୨୭୪.୪୧ g·mol−1
    3D model (JSmol)
    Melting point144 to 146 °C (291 to 295 °F)
    • O=C(Nc1c(cccc1C)C)[C@H]2N(CCC)CCCC2
    • InChI=1S/C17H26N2O/c1-4-11-19-12-6-5-10-15(19)17(20)18-16-13(2)8-7-9-14(16)3/h7-9,15H,4-6,10-12H2,1-3H3,(H,18,20)/t15-/m0/s1 checkY
    • Key:ZKMNUMMKYBVTFN-HNNXBMFYSA-N checkY
      (verify)

    ରୋପିଭାକେନ, ନାରୋପିନ୍ ଏକ ବିକ୍ରୟ ନାମ, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ।[] ଏହା ଇଞ୍ଜେକସନ ଆକାରରେ ସାଧାରଣ ସ୍ଥାନରେ ଦିଆଯାଇପାରେ, ସ୍ନାୟୁ ଅବରୋଧ ପାଇଁ ବ୍ୟବହୃତ ହୋଇପାରେ କିମ୍ବାଏପିଡୁରାଲ୍ ନିଶ୍ଚେତକ ଭାବରେ ଦିଆଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମନ୍ଥର ହୃତ୍‌ସ୍ପନ୍ଦନ, ନିମ୍ନ ରକ୍ତଚାପ, ଯନ୍ତ୍ରଣା ଏବଂ ଗଲୁ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନଏବଂ ଅସ୍ୱାଭାବିକ ସମ୍ବେଦନଶୀଳତା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁ ପାଇଁ ନିରାପଦ ମନେହୁଏ କିନ୍ତୁ ଭଲ ରୂପେ ଏହାର ଅଧ୍ୟୟନ କରାଯାଇ ନାହିଁ ।[] ଏଥିରେ କମ୍ ହୃତ୍‌ପିଣ୍ଡ ଏବଂ ସ୍ନାୟୁଗତ ପାର୍ଶ୍ୱ ପ୍ରତିକ୍ରିୟା ଥିବା ପରି ଜଣାଯାଏ ।[] ଏହା ଆମାଇଡ୍ ଗ୍ରୁପ୍ ଔଷଧ ଅଟେ ।[]

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋପିଭାକେନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୦.୨% ଦ୍ରବଣ ବିଶିଷ୍ଟ ଏହାର ୨୦୦ ମିଲିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ ।[] ଯୁକ୍ତରାଜ୍ୟରେ ଏହି ଔଷଧ କ୍ରୟ ପିଛା ୧୪ ପାଉଣ୍ଡ ଖର୍ଚ୍ଚ ହୁଏ ।[]

    1. 1 2 3 4 5 6 "Ropivacaine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 18 October 2021.
    2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1428. ISBN 978-0-85711-369-6.{{cite book}}: CS1 maint: date format (link)
    3. "Ropivacaine Use During Pregnancy". Drugs.com (in ଇଂରାଜୀ). Archived from the original on 28 January 2021. Retrieved 18 October 2021.
    4. "Naropin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 18 October 2021.