ରବର୍ଟ ମୂଗ

ଉଇକିପିଡ଼ିଆ‌ରୁ
(Robert Moogରୁ ଲେଉଟି ଆସିଛି)
ରବର୍ଟ୍ ମୂଗ୍
Born(1934-05-23)୨୩ ମଇ ୧୯୩୪
ନ୍ୟୁୟର୍କ୍
Died୨୧ ଅଗଷ୍ଟ ୨୦୦୫(2005-08-21) (ବୟସ ୭୧)
ଆଶେଭିଲ୍, ଉତ୍ତର କାରୋଲିନା
Nationalityଆମେରିକୀୟ
Occupation(s)ବୈଦ୍ୟୁତିକ ସଂଗୀତ ବିଶେଷଜ୍ଞ, ମୂଗ୍ ସିନ୍ଥେସାଇଜର୍‌ ଉଦ୍ଭାବକ

ରବର୍ଟ୍ ଆର୍ଥର୍ ବବ୍ ମୂଗ୍ (ମଈ ୨୩, ୧୯୩୪ - ଅଗଷ୍ଟ ୨୧, ୨୦୦୫) ମୂଗ ମ୍ୟୁଜିକ୍‌ର ସଂସ୍ଥାପକ, ବୈଦ୍ୟୁତିକ ସଂଗୀତର ଜଣେ ଅଗ୍ରଦୂତ ଓ ମୂଗ୍ ସିନ୍ଥେସାଇଜର୍ ପାଇଁ ଜଣାଶୁଣା ।

ତାଙ୍କ ଉଦ୍ଭାବିତ ବୈଦ୍ୟୁତିକ ଡିଜାଇନ୍ ଅନେକ ସିନ୍ଥେସାଇଜର୍‌ରେ ବ୍ୟବହୃତ ହୁଏ ।

ପାଦଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  • Pinch, Trevor and Trocco, Frank (2002). Analog Days: The Invention and Impact of the Moog Synthesizer. Cambridge, MA: Harvard University Press. hardcover: ISBN 0-674-00889-8, 2004 paperback: ISBN 0-674-01617-3

ବାହାର ଲିଙ୍କ୍[ସମ୍ପାଦନା]

ସାକ୍ଷାତକାର
ପେଟେଣ୍ଟ୍
ଶ୍ରଦ୍ଧାଞ୍ଜଳୀ
ସମ୍ମାନ