Jump to content

ପ୍ରାଲାଟ୍ରେକ୍ସେଟ

ଉଇକିପିଡ଼ିଆ‌ରୁ
(Pralatrexateରୁ ଲେଉଟି ଆସିଛି)
ପ୍ରାଲାଟ୍ରେକ୍ସେଟ
Clinical data
Trade namesFolotyn
AHFS/Drugs.commonograph
data
Pregnancy
category
  • US: D (Evidence of risk)
    Routes of
    administration
    Intravenous
    Legal status
    Legal status
    Identifiers
    • N-(4-{1-[(2,4-diaminopteridin-6-yl)methyl]but-3-yn-1-yl}benzoyl)-L-glutamic acid
    ECHA InfoCard100.205.791 Edit this at Wikidata
    Chemical and physical data
    FormulaC23H23N7O5
    Molar mass୪୭୭.୪୮ g·mol−1
    3D model (JSmol)
    • O=C(O)[C@@H](NC(=O)c1ccc(cc1)C(CC#C)Cc2nc3c(nc2)nc(nc3N)N)CCC(=O)O
    • InChI=1S/C23H23N7O5/c1-2-3-14(10-15-11-26-20-18(27-15)19(24)29-23(25)30-20)12-4-6-13(7-5-12)21(33)28-16(22(34)35)8-9-17(31)32/h1,4-7,11,14,16H,3,8-10H2,(H,28,33)(H,31,32)(H,34,35)(H4,24,25,26,29,30)/t14?,16-/m0/s1 checkY
    • Key:OGSBUKJUDHAQEA-WMCAAGNKSA-N checkY
      (verify)

    ପ୍ରାଲାଟ୍ରେକ୍ସେଟ (ଇଂରାଜୀ ଭାଷାରେ Pralatrexate), ଫୋଲୋଟିନ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରାନ୍ତୀୟ ଟି-ସେଲ୍ ଲିମ୍ଫୋମା (PTCL) ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହି ଔଷଧ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାଟିର ପ୍ରଦାହ, କମ୍ ପ୍ଲାଟେଲେଟ୍, ଅଇ, ଏବଂ ଥକାପଣ ଅନୁଭୂତ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ଅସ୍ଥି ମଜ୍ଜା ଦମନ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଡିହାଇଡ୍ରୋଫୋଲେଟ ରିଡକ୍ଟେଜ ଇନହିବିଟର ।[]

    ୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରାଲାଟ୍ରେକ୍ସେଟ୍ ଅନୁମୋଦିତ ହୋଇଥିଲା ।[] ଉପକାରର ପର୍ଯ୍ୟାପ୍ତ ପ୍ରମାଣ ଅଭାବ ହେତୁ ୨୦୧୨ ମସିହାରେ ୟୁରୋପରେ ଏହାର ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୬୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୧୮,୦୦୦ ଡଲାର ।[]

    1. 1 2 3 4 5 6 7 8 "Folotyn- pralatrexate injection". DailyMed. 28 May 2020. Archived from the original on 30 March 2021. Retrieved 21 October 2020.
    2. "Folotyn". Archived from the original on 26 November 2020. Retrieved 29 October 2021.
    3. "Pralatrexate Prices, Coupons & Savings Tips - GoodRx". GoodRx. Retrieved 29 October 2021.