ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ
ଦେଖଣା
(Pingalshi Brahmanand Gadhviରୁ ଲେଉଟି ଆସିଛି)
ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପିଙ୍ଗଳଶୀ ମେଘାନନ୍ଦ ଗଢ଼ବୀ ୨୭ ଜୁଲାଇ ୧୯୧୪ ଛତ୍ରଭା, ବ୍ରିଟିଶ ଭାରତ (ଏବେକାର ପୋରବନ୍ଦର ଜିଲ୍ଲା, ଗୁଜରାଟ, ଭାରତ) |
ମୃତ୍ୟୁ | ୩୧ ମଇ ୧୯୯୮ ଜାମନଗର, ଗୁଜରାଟ | (ବୟସ ୮୩)
ବୃତ୍ତି | ସାହିତ୍ୟକାର, ଲୋକଗୀତ ଲେଖକ ଏବଂ ଗାୟକ |
ଭାଷା | ଗୁଜରାଟି |
ଶୈଳୀ | ଚରଣ ଶେଲି |
ବିଷୟ | ଗୁଜରାଟି ସାହିତ୍ୟ |
ପୁରସ୍କାର | ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୦ |
ଜୀବନସାଥୀ | ଜୀବାବେନ ଉଧାସ ଗଢ଼ବୀ |
ସନ୍ତାନ | ୪ ପୁଅ, ୪ ଝିଅ |
ପିଙ୍ଗଳଶୀ ବ୍ରହ୍ମାନନ୍ଦ ଗଢ଼ବୀ (୨୭ ଜୁଲାଇ ୧୯୧୪ – ୩୧ ମଇ ୧୯୯୮) ଜଣେ ଭାରତୀୟ ଲୋକଗୀତ ଗାୟକ ତଥା ଗୁଜରାଟି ଭାଷାର ଲେଖକ ଥିଲେ ।
ଜୀବନୀ
[ସମ୍ପାଦନା]୧୯୧୪ ମସିହାର ଜୁଲାଇ ୨୭ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ଜୁନାଗଡ଼ ନିକଟରେ ଛତ୍ରଭା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗଳଶୀ । ସେ ମାତ୍ର ଅଳ୍ପକିଛି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲେ । ସେ ଗୁଜରାଟି ଭାଷାର ବିଭିନ୍ନ ଧରଣର ଲୋକଗୀତ ରଚନା କରିଥିଲେ, ଯାହାକି ନିୟମିତ ଭାବରେ ଗୁଜରାଟି ଦୂରଦର୍ଶନ ଚେନାଲ୍ ଏବଂ ରେଡିଓ କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ଥାନିତ ହେଉଥିଲା । ୧୯୯୮ ମସିହାର ମଇ ୩୧ ତାରିଖରେ ଗଜୁରାଟର ଜାମନଗରଠାରେ ୮୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ସେ ।[୧]
ପୁରସ୍କାର
[ସମ୍ପାଦନା]ଗୁଜରାଟି ଲୋକଗୀତରେ ତାଙ୍କର ଅବଦାନ ପାଇଁ ୧୯୯୦ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Pingaḷshi Gaḍhvi", The Oxford Encyclopaedia of the Music of India (in ଇଂରାଜୀ), Oxford University Press, 2011, doi:10.1093/acref/9780195650983.001.0001/acref-9780195650983-e-3829, ISBN 978-0-19-565098-3, retrieved 2020-03-29 – via Oxford Reference