ନୟନତାରା (ମରାଠୀ ଅଭିନେତ୍ରୀ)
(Nayantara (Marathi actress)ରୁ ଲେଉଟି ଆସିଛି)
ନୟନତାରା | |
---|---|
ଜନ୍ମ | ୧୯୫୦ ମହାରାଷ୍ଟ୍ର |
ମୃତ୍ୟୁ | ୩୦ ନଭେମ୍ବର ୨୦୧୪ (୬୪ ବର୍ଷ) ଥାନେ, ମହାରାଷ୍ଟ୍ର |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୮–୨୦୦୯ |
ନୟନତାରା (୧୯୫୦ - ୩୦ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମରାଠୀ କଥାଚିତ୍ର, ଦୂରଦର୍ଶନ ଏବଂ ଥିଏଟରରେ ଆଦିରେ କାମ କରୁଥିଲେ । ସେ ଐଶି ହି ବାନୱା ବାନୱି (୧୯୮୮)ରେ ଲୀଲାବାଇ କଲବୋର୍ ଭୂମିକା ପାଇଁ ଜଣାଶୁଣା ଥିଲେ ।
ଅଭିନୀତ କଥାଚିତ୍ର[ସମ୍ପାଦନା]
- ଆହି ପାହିଜେ (୧୯୮୮)
- ଖିଲାଡି ୪୨୦ (୨୦୦୦)
- ଜିଗର (୧୯୯୮)
- ଐଶି ହି ବାନୱା ବାନୱି (୧୯୮୮)
- ବାଲା ଗୌ କାଶୀ ଅଙ୍ଗାଇ (୧୯୭୭)[୧]
- ସାଗାଲିକାଡେ ବମ୍ବାବମ୍ବ୍ (୧୯୮୮)
ଆଧାର[ସମ୍ପାଦନା]
- ↑ "Bala Gau Kashi Angaai (1977)". Indiancine.ma. Retrieved 2023-05-27.
ବାହାର ଲିଙ୍କ୍[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ନୟନତାରା