Jump to content

ମିଷ୍ଟି ଜାନ୍ନାତ

ଉଇକିପିଡ଼ିଆ‌ରୁ
(Misty Jannatରୁ ଲେଉଟି ଆସିଛି)
ମିଷ୍ଟି ଜାନ୍ନାତ
মিষ্টি জান্নাত
ଜନ୍ମ
Jannatul Ferdous Misty

2 September
ଶିକ୍ଷାନୁଷ୍ଠାନSafena Medical & Dental College
ବୃତ୍ତି(ସମୂହ)Actress, dentist
ସକ୍ରିୟ ବର୍ଷ2014-present
ଉଲ୍ଲେଖନୀୟ କୃତିAmi Neta Hobo

ଜନ୍ନାତୁଲ ଫିର୍ଦୋସ ମିଷ୍ଟି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଓ ଦନ୍ତ ଚିକିତ୍ସକ । ସେ ତାଙ୍କର ମଞ୍ଚ ନାମ ମିଷ୍ଟ ଜନ୍ନାତ ଭାବରେ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେପ୍ଟେମ୍ବର ୨ ତାରିଖରେ, ସେ ବଙ୍ଗଳାଦେଶର ଖୁଲନାଠାରେ ଜନ୍ମଗ୍ରହଣ କରିଥିଲେ ।[] ସେ ସଫେନା ମେଡିକାଲ୍ ଆଣ୍ଡ୍ ଡେଣ୍ଟାଲ୍ କଲେଜରେ ଦନ୍ତ୍ୟ ଚିକିତ୍ସା ଅଧ୍ୟୟନ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୪ ମସିହାରେ, ସେ ଲଭ୍ ଷ୍ଟେସନ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ଏହି କଥାଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ ପ୍ରଥମ ଆଲୋ ଆୱାର୍ଡ଼ରେ ଶ୍ରେଷ୍ଠ ନାବଗତା ଭାବରେ ମନୋନୀତ କରାଯାଇଥିଲା ।[] ଏହାପରେ ସେ ସହ-ଅଭିନେତା ଜୟ ଚୌଧୁରୀଙ୍କ ସହ ଚିନି ବିବି ଚଳଚ୍ଚିତ୍ରରେ କାମ କରିଥିଲେ । ସେ ସୋହମ ଚକ୍ରବର୍ତ୍ତୀଙ୍କ ସହ ଫିଲ୍ମ ଆମାର ପ୍ରେମ ତୁମିରେ କାମ କରିଥିଲେ । ସେ ରାକେଶଙ୍କ ସହ ଭାରତୀୟ ଚଳଚ୍ଚିତ୍ର ରଙ୍ଗବାଜ ଖିଲାଡ଼ିରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୪ ଲଭ୍ ଷ୍ଟେସନ୍ []
୨୦୧୫ ଚିନି ବିବି ଚିନି ବିବି []
୨୦୧୭ ତୁଇ ଆମାର ମିଷ୍ଟି []
ରଙ୍ଗବାଜ ଖିଲାଡ଼ି ଭୋଜପୁରୀ କଥାଚିତ୍ର
୨୦୧୯ ତୁଇ ଆମାର ରାନୀ []
୨୦୨୨ ବିରୋଟ୍ଟୋ ନିଜେ ଆଇଟମ୍ ଗାର୍ଲ []
୨୦୨୩ ଫୁଲଜାନ ଫୁଲଜାନ [୧୦]
- ଆମାର ପ୍ରେମ ତୁଇ
  1. শুভ জন্মদিন মিষ্টি জান্নাত [Happy birthday Misty Jannat]. NTV (in Bengali). 2 September 2020.
  2. Com, Dhakatimes24 (24 September 2021). ডাক্তার পরিচয় নিশ্চিত হলো মিষ্টি জান্নাতের [Doctor's identity confirmed by Misty Jannat]. Dhaka Times 24.{{cite news}}: CS1 maint: numeric names: authors list (link)
  3. ୩.୦ ୩.୧ "Love Station to be released Sept 5". The New Nation. 28 August 2014. Archived from the original on 24 March 2024. Retrieved 15 January 2018.
  4. নাসিরদের ব্যক্তিগত বিষয় নিয়ে কথা বলার বিপক্ষে মিষ্টি জান্নাত [Misty Jannat against Nasirs talking about personal matters]. Jaijaidin (in Bengali). 25 February 2021. Archived from the original on 24 March 2024. Retrieved 14 November 2024.
  5. ঢাকার নায়িকা তামিল সিনেমায় [Actress from Dhaka in Tamil cinema]. The Daily Star (in Bengali). 1 February 2017.
  6. "Chini Bibi" চিনি বিবি. Prothom Alo (in Bengali). 23 April 2015.
  7. "Saymon - Misty's Tui Amar in theatres". Dhaka Tribune. 23 April 2017.
  8. "'Tui Amar Rani'". The Times of India. 25 April 2019.
  9. যেসব প্রেক্ষাগৃহে মুক্তি পেলো ‘বীরত্ব’ [Theaters where 'Birotto' was released]. Banglanews24.com (in Bengali). 15 September 2022.
  10. "Misty Zannat garners praise as lead in 'Fuljan'". The Business Standard (in ଇଂରାଜୀ). 11 July 2023.

ବାହାର ଲିଙ୍କ୍

[ସମ୍ପାଦନା]