ମାୟା ଅଲଗ
ଦେଖଣା
(Maya Alaghରୁ ଲେଉଟି ଆସିଛି)
ମାୟା ଅଲଗ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୦–୨୦୦୬, ୨୦୨୨–୨୦୨୨ |
ବୈବାହିକ-ସାଥୀ | ସୁନିଲ ଅଲଗ |
ସନ୍ତାନ | ସାବରି ଅଲଗ, ଅଞ୍ଜୁରି ଅଲଗ |
ସମ୍ପର୍କୀୟ | ସମୀର ନାୟର (ଜ୍ୱାଇଁ) |
ମାୟା ଅଲଗ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଓ କଥାଚିତ୍ରରେ ଅଭିନୟ କରନ୍ତି । ୧୯୮୦ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଥୋଡ଼ିସି ବେୱଫାଇ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମାୟା ବ୍ରିଟାନିଆ ଇଣ୍ଡଷ୍ଟ୍ରିର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ସୁନିଲ ଅଲଗଙ୍କୁ ବିବାହ କରିଛନ୍ତି ।[୧] ତାଙ୍କ ଝିଅ ଅଞ୍ଜୋରି ଅଲଗ ମଧ୍ୟ ଜଣେ ଅଭିନେତ୍ରୀ ।[୨]
ଅଭିନୟ ଜୀବନ
[ସମ୍ପାଦନା]ମାୟା ଜଣେ ମଡେଲ୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଅଭିନେତା ଦଲିପ ତାହିଲ ତାଙ୍କୁ ପ୍ରଥମେ ଏକ ବିଜ୍ଞାପନରେ କାମ କରିବାର ସୁଯୋଗ ଦେଇଥିଲେ, କିନ୍ତୁ ସେ ଗରିବଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ଏହି ବିଜ୍ଞାପନରେ କାମ କରିବାର ସୁଯୋଗ ଦିଆଯାଇନଥିଲା ।[୩]
୧୯୮୦ ମସିହାରେ ସେ ହିନ୍ଦୀ କଥାଚିତ୍ର ଥୋଡ଼ିସି ବେୱଫାଇ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୬ ମସିହାରେ ଦୂରଦର୍ଶନରେ ତାଙ୍କ ଅଭିନୀତ ଧାରାବାହିକ ଛୋଟି ବଡ଼ି ବାତେଁ ପ୍ରସାରିତ ହୋଇଥିଲା ।[୩][୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଉମରାଓ ଜାନ୍ (୨୦୦୬)
- ମେରେ ଜୀବନ ସାଥୀ (୨୦୦୬)
- ପେଜ୍ ୩ (୨୦୦୫)
- ଏଲ୍ଓସି କାର୍ଗିଲ୍ (୨୦୦୩)
- ସସଶ... (୨୦୦୩)
- ଅନ୍ଦାଜ୍ (୨୦୦୩)
- ତଲାସ୍: ଦ ହଣ୍ଟ ବିଗିନ୍ସ୍ (୨୦୦୩)
- ମୁଝସେ ଦୋସ୍ତି କରୋଗେ (୨୦୦୨)
- ରେହେନା ତେରେ ଦିଲ୍ ମେଁ (୨୦୦୧)
- ଅଲବେଲା (୨୦୦୧)
- କଚ୍ଚେ ଧାଗେ (୧୯୯୯)
- ୱଜୁଦ୍ (୧୯୯୮)
- ସନମ (୧୯୯୭)
- ଆଶିକ୍ ମସ୍ତାନେ (୧୯୯୫)
- ରାମ ଶାସ୍ତ୍ର (୧୯୯୫)
- ଦିୟା ଔର୍ ତୁଫାନ୍ (୧୯୯୫)
- ଗୁଡ୍ଡୁ (୧୯୯୫)
- ସାଜନ କି ବାହୋଁ ମେଁ (୧୯୯୫)
- ଡ୍ୟାନ୍ସ ପାର୍ଟି (୧୯୯୫)
- ଜବାବ (୧୯୯୫)
- ବେତାଜ ବାଦଶାହା (୧୯୯୪)
- ଫୁଲ୍ (୧୯୯୩)
- ଚନ୍ଦ୍ରମୁଖି (୧୯୯୩)
- ଆଇନା (୧୯୯୩)
- ୟଲଗାର୍ (୧୯୯୨)
- ମେରା ବାଦ୍ (୧୯୮୮)
- ନକଲି ଚେହେରା (ଭିଡିଓ) (୧୯୮୭)
- ଥୋଡ଼ିସି ବେୱଫାଇ (୧୯୮୦)
ଅଭିନୀତ ଧାରାବାହିକ
[ସମ୍ପାଦନା]- ବ୍ଲଡି ବ୍ରଦର୍ସ୍ (୨୦୨୨) ଜୀ୫ ୱେବ୍ସିରିଜ୍
- କୈସା ୟେ ପ୍ୟାର୍ ହୈ (୨୦୦୫)
- ନୂର୍ଜାହାଁ (୨୦୦୦-୨୦୦୧)
- ୧୮୫୭ କ୍ରାନ୍ତି (୨୦୦୦–୦୧)
- କିଟି ପାର୍ଟି
- ହୀନା (୧୯୯୮-୨୦୦୩)
- ଘୁଟନ୍ (୧୯୯୭-୧୯୯୮)
- ଜୟ ହନୁମାନ(୧୯୯୭-୨୦୦୦)
- ଅନ୍ଦାଜ୍ (୧୯୯୪)
- ଦ ଗ୍ରେଟ୍ ମରାଠା (୧୯୯୪)
- ଦ ସୋର୍ଡ଼ ଅଫ୍ ଟିପୁ ସୁଲ୍ତାନ୍ (୧୯୯୦)
- ଛୋଟି ବଡ଼ି ବାତେଁ (1986)
- କବିତା
ଆଧାର
[ସମ୍ପାଦନା]- ↑ "Bollywood actress Maya Alagh sells villa in Bengaluru for Rs 13.65 crore". Moneycontrol (in ଇଂରାଜୀ). Retrieved 2022-02-08.
- ↑ Misra, Iti Shree. "Maya wants a finger in every pie". Times of India. Retrieved 20 October 2014.
- ↑ ୩.୦ ୩.୧ "I was rejected from my first ad because I don't look poor enough, says Maya Alagh". Hindustan Times (in ଇଂରାଜୀ). 8 July 2017. Retrieved 17 February 2019.
- ↑ "Hindi Tv Serial Chhoti Badi Baatein Synopsis Aired On DOORDARSHAN Channel". Nettv4u (in ଇଂରାଜୀ). Retrieved 2022-02-08.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାୟା ଅଲଗ