ଘର
ଦେଖଣା
(Houseରୁ ଲେଉଟି ଆସିଛି)
ଘର କେହିଲେ ଲୋକମାନେ ରହୁଥିବା ଜାଗାକୁ ବୁଝାଇଥାଏ । [୧]
ପ୍ରକାର
[ସମ୍ପାଦନା]ଘର ବିଭିନ୍ନ ପ୍ରକାରର ଅଛି, କିନ୍ତୁ କେତେକ ସାଧାରଣ ପ୍ରକାରର ଘର ହେଉଛି ମାଟି ବା କୋଠା ।[୨]
ଗଠନ ପ୍ରଣାଳୀ
[ସମ୍ପାଦନା]ଏହାର ପ୍ରକାରକୁ ନେଇ ଗଠନ ପ୍ରଣାଳୀରେ ବିଭିନ୍ନତା ଦେଖାଯାଏ । ଯେପରିକି ମାଟି ଘର ଏକ ମହଲା ବିଶିଷ୍ଟ ହୋଇଥିବା ବେଳେ କୋଠା ଘର ଏକ କିମ୍ବା ତଦୁର୍ଦ୍ଧ ମହଲା ବିଶିଷ୍ଟ ହୋଇଥାଏ। ମାଟି ଘର ମାଟିରେ ତିଆରି ହୋଇଥିବା ବେଳେ କୋଠା ଘର ବାଲି, ଗୋଡ଼ି, ସିମେଣ୍ଟ ଏବଂ ଇଟାର ମିଶ୍ରଣରେ ଗଢା ଯାଇଥାଏ।
ଆଧାର
[ସମ୍ପାଦନା]- ↑ "housing papers" (PDF). clerk.house.gov. Retrieved December 18, 2012.
- ↑ Sacks, David (2004). Letter perfect: the marvelous history of our alphabet from A to Z. Random House Digital. pp. 65–66. ISBN 0-7679-1173-3.