ଗୋଲାପ ମଞ୍ଜରୀ କର
ଦେଖଣା
(Golap Manjari Karରୁ ଲେଉଟି ଆସିଛି)
ଗୋଲାପ ମଞ୍ଜରୀ କର | |
---|---|
ଜନ୍ମ | ସୁକିନ୍ଦା, ଯାଜପୁର | ୧ ଜାନୁଆରୀ ୧୯୪୯
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଶୈଳବାଳା ମହିଳା ମହାବିଦ୍ୟାଳୟ |
ବୈବାହିକ-ସାଥୀ | ସୁବାସ କର |
ପିତାମାତା(s) | ଦୟାନିଧି ବଡ଼ପଣ୍ଡା, ମାଳତୀ ଦେବୀ |
ସମ୍ପର୍କୀୟ | ମହେଶ (ଦିଅର) |
ଦସ୍ତଖତ | |
ଗୋଲାପ ମଞ୍ଜରୀ କର (ଜନ୍ମ: ୧୯୪୯), ଜଣେ ଓଡ଼ିଆ କଥାଶିଳ୍ପୀ ।[୧] ତାଙ୍କର ୨ଟି ଉପନ୍ୟାସ ଓ ୬ଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ସେ ଲେଖିକା ସାହିତ୍ୟ ସଂସଦ ସହିତ ଜଡ଼ିତ ରହିଛନ୍ତି ।[୨]
ପିଲାଦିନରୁ ଗୋଲାପ ମଞ୍ଜରୀ ସାହିତ୍ୟ ସୃଜନରେ ବ୍ରତୀ ଥିଲେ । ନବମ ଶ୍ରେଣୀରେ ପଢ଼ିବାବେଳେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । ୧୯୬୬ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ପଢ଼ିବାକୁ ଆସିଥିଲେ । ସେଠାକାର ପରିବେଶ ତାଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲା ଓ ସେ ଅଧିକ ଲେଖାଲେଖି କରିଥିଲେ । ୧୯୯୮ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ କେବେ କେବେ ଈଶ୍ୱର ପ୍ରକାଶିତ ହୋଇଥିଲା ।[୩]
ରଚନାବଳୀ
[ସମ୍ପାଦନା]ଗଳ୍ପ
- କେବେ କେବେ ଇଶ୍ୱର - ୧୯୯୮
- ଛାୟାବିମ୍ବ - ୨୦୦୨ (ଇଙ୍କ ଓଡ଼ିଶା)
- ଏବଂ ଶୂନ୍ୟସେତୁ - ୨୦୦୦ (ଅପୂର୍ବା)
- ଗୋଟିଏ ହତ୍ୟା ସମ୍ପର୍କରେ
- ଅହିର ଭୈରବ
- ମିଥୁନ ଲଗ୍ନ
- ପଲକେ ସ୍ୱପ୍ନ
- ଶ୍ରେଷ୍ଠ ଗଳ୍ପ ୨୦୧୭ (ଟାଇମ୍ ପାସ୍, ଭୁବନେଶ୍ୱର)
- ପାଦେକୁ ପୃଥ୍ଵୀ ୨୦୨୨ (ଟାଇମ୍ ପାସ୍, ଭୁବନେଶ୍ୱର)
ଉପନ୍ୟାସ
- ତନ୍ମୟ କୃଷ୍ଣଚୂଡା - ୨୦୧୫ (ଡୁଡୁଲି ପ୍ରୋସେସ୍ ଏଣ୍ଡ୍ ଅଫସେଟ୍)[୪]
- ପ୍ରତିମୋକ୍ଷ[୫]
- ଉତ୍ତୀର୍ଣ୍ଣ ଅନ୍ଧାର ୨୦୨୩ (ଟାଇମ୍ ପାସ୍, ଭୁବନେଶ୍ୱର)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୁପ୍ରୀତିଦେବୀ ଗନ୍ତାୟତ ପୁରସ୍କାର, ୧୯୯୬ (ସୁଚରିତା ପତ୍ରିକାଦ୍ୱାରା ପ୍ରଦତ୍ତ)
- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୪ [୬]
- ବିଣାପାଣୀ ମହାନ୍ତି କଥାସାହିତ୍ୟ ପୁରସ୍କାର, ୨୦୧୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ଦ୍ୱାରା ପ୍ରଦତ୍ତ)[୭]
- ଚିନ୍ତାଚେତନାର ରାଷ୍ଟ୍ରୀୟ ସମ୍ମାନ
- ମୃଣ୍ମୟୀ ମୁକୁର ସମ୍ମାନ
- ସଚିବାଳୟ ବରିଷ୍ଠ ଲେଖିକା ସମ୍ମାନ
- କୋରେଇ ମଣ୍ଡଳ ସାହିତ୍ୟ ସମ୍ମାନ
ଆଧାର
[ସମ୍ପାଦନା]- ↑ "Honour for veteran writer". www.telegraphindia.com. Telegraph. Retrieved 15 May 2019.
- ↑ Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 233–. ISBN 978-1-77199-167-4.
- ↑ "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ମେ ୧୫-୨୮, ୨୦୧୯. Retrieved 15 May 2019.
- ↑ "National Library of India Online Cataloge". National Library of India. Retrieved 15 May 2019.
- ↑ "କଥା ଝରକା". କଥା ପତ୍ରିକା (ମାର୍ଚ୍ଚ ୨୦୨୦): ପୃଷ୍ଠା ୨୪. Retrieved 16 March 2020.
- ↑ "LIST OF AWARDS". Rajdhanibookfair. Archived from the original on 7 July 2022. Retrieved 16 May 2019.
- ↑ "Litterateur Ratnakar Chaini to get Sahitya Bharati Samman". The New Indian Express. Retrieved 15 May 2019.