Jump to content

ଅଷ୍ଟ୍ରିଆର ଫ୍ରିଡମ ପାର୍ଟି

ଉଇକିପିଡ଼ିଆ‌ରୁ
(Freedom Party of Austriaରୁ ଲେଉଟି ଆସିଛି)
Freedom Party of Austria
Freiheitliche Partei Österreichs
ଅଧକ୍ଷNorbert Hofer
ପ୍ରତିଷ୍ଠାତାAnton Reinthaller
Secretaries-GeneralChristian Hafenecker
Harald Vilimsky
Parliamentary leadersNorbert Hofer
Herbert Kickl
Managing directorHans Weixelbaum
Joachim Stampfer
Notable deputy chairpersonsMario Kunasek
ଗଠନ7 April 1956
ପୂର୍ବେ ଥିଲାFederation of Independents
ମୁଖ୍ୟ କାର୍ଯ୍ୟାଳୟTheobaldgasse 19/4
A-1060 Vienna
ମୁଖପତ୍ର (ଖବର କାଗଜ)Neue Freie Zeitung
ଛାତ୍ର ଶାଖାRing Freiheitlicher Studenten
ଯୁବକ ଶାଖାRing Freiheitlicher Jugend
ସଦସ୍ଯତା  (2017)60,000
ବିଚାରଧାରାAustrian nationalism
National conservatism[]
Social conservatism[]
Right-wing populism[][]
Anti-immigration[]
Euroscepticism[]
Historical:
 • German nationalism
 • Pan-Germanism[]
 • National liberalism[]
 • Classical liberalism[]
 • Anti-clericalism[]
ରାଜନୈତିକ ଅବସ୍ଥାନRight-wing[୧୦][୧୧][୧୨] to
far-right[୧୩][୧୪][୧୫][୧୬][୧୭]
ଅନ୍ତର୍ଜାତୀୟ ଅନୁବନ୍ଧନLiberal International[୧୮] (1978–1993)
European affiliationIdentity and Democracy Party
European Parliament groupIdentity and Democracy
ରଙ୍ଗ     Blue
National Council
୩୦ / ୧୮୩
Federal Council
୧୬ / ୬୧
Governorships
୦ / ୯
ଛାଞ୍ଚ:Nowr
୩ / ୯
State diets
୧୧୦ / ୪୪୦
European Parliament
୩ / ୧୮
ୱେବସାଇଟ
fpoe.at

ଅଷ୍ଟ୍ରିଆର ଫ୍ରିଡମ ପାର୍ଟି ବା ଅଷ୍ଟ୍ରିଆର ସ୍ୱାଧୀନତା ଦଳ ବା ଏଫପିଓ (ଇଂରାଜୀ ଭାଷାରେ The Freedom Party of Austria{{refn|Sometimes referred to as the Liberal Party.[୧୯] ଏକ ଦକ୍ଷିଣପନ୍ଥୀ ପୋପୁଲିସ୍ଟ, (right-wing populist),[୨୦] ନ୍ୟାସନାଲ କଞ୍ଜର୍ଭେଟିଭ ପଲିଟିକାଲ ପାର୍ଟି (national-conservative)[୨୦] । ଏହି ଦଳର ନେତୃତ୍ୱ ସନ ସେପ୍ଟେମ୍ବର ୨୦୧୯ରୁ ନେଉଥିବା ନୋରବର୍ଟ ହୋଫର (Norbert Hofer) ଯୁରୋପିଆନ ପାର୍ଲିଆମେଣ୍ଟର ଆଇଡେଣ୍ଟିଟି ଆଣ୍ଡ ଡିମୋକ୍ରାସି ଦଳର ଏକ ସଭ୍ୟ ଓ ଆଇଡେଣ୍ଟିଟି ଆଣ୍ଡ ଡିମୋକ୍ରାସି ପାର୍ଟିର (Identity and Democracy Party) ମଧ୍ୟ ଏକ ସଭ୍ୟ ।

ଫେଡେରେସନ ଅଫ ଇଣ୍ଡିପେଣ୍ଡେଣ୍ଟସ ପରେ ଏହି ପାର୍ଟି ସନ ୧୯୫୬ରେ ଗଠିତ ହୋଇଥିଲା ଯାହା ନ୍ୟାସନାଲିଜ୍ମ ଇନ ଅଷ୍ଟ୍ରିଆ ଓ ନ୍ୟାସନାଲ ଲିବରାଲିଜମ ପାର୍ଟି (pan-Germanists and national liberals) ପରେ ଅଷ୍ଟ୍ରିଆ ପଲିଟିକ୍ସର ତୃତୀୟ କ୍ୟାମ୍ପରୂପେ ପରିଚିତ ହୋଇଥିଲା; ସେମାନେ ସୋସିଆଲିଜ୍ମ ଓ କାଥିଲିକ କ୍ଲରିକାଲିଜ୍ମକୁ ବିରୋଧ କରୁଥିଲେ । ଏହି ଦଳର ପ୍ରଥମ ନେତା ଆଣ୍ଟନ ରେନଥଲର (Anton Reinthaller) ଭୂତପୂର୍ବ ନାଜି ପାର୍ଟିରେ ଏସଏସ ଅଫିସର ଥିଲେ । ସାଧାରଣ ସମର୍ଥନ ଥିବା ତୃତୀୟ ଏଫପିଓ ପାର୍ଟି ସନ ୧୯୭୯ରେ ଲିବରାଲ ଇଣ୍ଟରନ୍ୟାସନାଲ ବା ଏଲଆଇ ଦଳ ମଧ୍ୟକୁ ଦାଖିଲ ହୋଇଥିଲେ ଓ ସୋସିଆଲ ଡିମିକ୍ରାଟିକ ପାର୍ଟି ଅଫ ଅଷ୍ଟ୍ରିଆ ସରକାରରେ ଭାଗନେଇଥିଲେ । ଏଫପିଓର ନେତା ଭାବରେ ସନ ୧୯୮୬ରେ ଜର୍ଗ ହାଇଦର Jörg Haider ବଛାହେବାପରେ ପାର୍ଟିର ଏକ ନୂଆ ଆଭିମୁଖ୍ୟ ହେଲା ଓ ଏହା ଦକ୍ଷିଣ-ପନ୍ଥୀ ପ‌‌ପୁଲିଜ୍ମ ଦିଗକୁ ଗଲା । ଏହି ନୂଆ ପାର୍ଟି ଗଠନ ପରେ ଏସପିଓ ସ‌ହ ଥିବା ବନ୍ଧନ କାଟି ଦେଲେ ଓ ବ‌ହୁତ ଲୋକଙ୍କ ସମର୍ଥାନ ପାଇଲେ । ସନ ୧୯୯୩ରେ ଇମିଗ୍ରେସନ ସମ୍ବନ୍ଧରେ ଏକ ମତଦ୍ୱନ୍ଦ୍ୱ ହେବାରୁ ଅନେକ ଲୋକ ଏହି ପାର୍ଟିରୁ ବାହାରିଯାଇ ଏକ ନୂଆ ଲିବରାଲ ଫୋରମ (Liberal Forum (LiF)) ପାର୍ଟି ଗଠନ କଲେ ଓ ପରେ ଏନଇଓ (NEOS) ପାର୍ଟିରେ ମିଶିଗଲେ । ଏହି ପାର୍ଟି ଇଟାଲି ଓ ଅଷ୍ଟ୍ରିଆର ଟାଇରଲଦ୍ୱୟର (Tyrol) ମିଶ୍ରଣକୁ ସମର୍ଥନ କଲେ ଓ[୨୧] ତେଣୁ ଦକ୍ଷିଣ ଟାଇରୋଲିଆନ ପାର୍ଟିକୁ ମିଶେଇଲା ।

ସନ ୧୯୯୯ରେ ଅଷ୍ଟ୍ରିଆନ ଲେଜିସଲେଟିଭ ଇଲେକସନରେ ୨୬.୯% ଭୋତ ପାଇ ଏଫପିଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଯାହାକି ସାରା ରାଜ୍ୟରେ ହୋଇଥିବା ଇଲେକସନରେ ସବୁଠାରୁ ଭଲ ଫଳ ହୋଇଥିଲା ଓ ପ୍ରଥମ ଥର ପାଇଁ ଅଷ୍ଟ୍ରିଆନ ପିଉପ୍ଲ ପାର୍ଟିଠାରୁ ଅଳ୍ପ ମାର୍ଜିନ ଅଧିକରେ ଜିତିଥିଲା । ଏଫପିଓ ଓ ଓଭିପି ମିଶି ଏକ ମିଳିତ ସରକାର ଗଠନ କରିଥିଲେ କିନ୍ତୁ ଆନ୍ତର୍ଜାତିୟ ମତକୁ ସମ୍ମାନ ଦେଇ ଚାନସେଲର ପଦବୀ ଓଭିପିକୁ ଦିଆଗଲା । ଅଳ୍ପ ସମୟ ମଧ୍ୟରେ ଏଫପିଓ ସରକାର ସ‌ହିତ ବେଆରାମ ହୋଇଗଲା ଓ ୨୦୦୨ ଇଲେକସନରେ ମାତ୍ର ୧୦% ଭୋଟ ପାଇଲେ କିନ୍ତୁ ଉଭୟ ପାର୍ଟି ରାଜିନାମାରେ ମିଳିତ ଭାବରେ ସରକାର ଚଳେଇଲେ । ପୁନଶ୍ଚ ୨୦୦୫ରେ ଭିନ୍ନତା ସୃଷ୍ଟି ହେଲା ଓ ହାଇଦର ଏଫପିଓର ନେତୃତ୍ୱ ନେବାରୁ ଅନେକ ପାର୍ଟି ତ୍ୟାଗ କରି ନୂଆ ଆଲିଆନ୍ସ ଫର ଦି ଫ୍ୟୁଚର ଅଷ୍ଟ୍ରିଆ ଦଳ ଗଠନ କଲେ ଯାହା ଯୋଗୁ ଏଫପିଓ ମିଳିତ ସରକାରରୁ ବିଦାୟ ହୋଇଗଲେ ।


  1. Gerard Braunthal (2009). Right-Wing Extremism in Contemporary Germany. Palgrave Macmillan UK. p. 158. ISBN 978-0-230-25116-8.
  2. "Austrian coalition parties punished in provincial election". Euractiv. 22 September 2014.
  3. Martin Dolezal; Swen Hutter; Bruno Wüest (2012). "Exploring the new cleavage in across arenas and public debates: designs and methods". In Edgar Grande; Martin Dolezal; Marc Helbling; et al. (eds.). Political Conflict in Western Europe. Cambridge University Press. p. 52. ISBN 978-1-107-02438-0. Retrieved 19 July 2013.
  4. Hans-Jürgen Bieling (2015). "Uneven development and 'European crisis constitutionalism', or the reasons for and conditions of a 'passive revolution in trouble'". In Johannes Jäger; Elisabeth Springler (eds.). Asymmetric Crisis in Europe and Possible Futures: Critical Political Economy and Post-Keynesian Perspectives. Routledge. p. 110. ISBN 978-1-317-65298-4.
  5. "Austria's Freedom Party sees vote rise". BBC News. 26 May 2014. Retrieved 22 April 2016.
  6. "Austria's Freedom Party sees vote rise". BBC News. 25 May 2014. Retrieved 25 May 2014.
  7. ୭.୦ ୭.୧ Ruth Wodak; Anton Pelinka, eds. (2009). "Austrian Exceptionalism". The Haider Phenomenon in Austria. Transaction Publishers. p. 117. ISBN 978-1-4128-2493-4.
  8. Riedlsperger 1998, p. 27.
  9. Yves Mény; Yves Surel (2002). Democracies and the Populist Challenge. Palgrave Macmillan UK. p. 167. ISBN 978-1-4039-2007-2.
  10. Van Gilder Cooke, Sonia (29 July 2011), "Austria — Europe's Right Wing: A Nation-by-Nation Guide to Political Parties and Extremist Groups", Time, archived from the original on 8 February 2012, retrieved 16 February 2012
  11. Meyer-Feist, Andreas (14 February 2012), "Austrian villagers quash plans for Buddhist temple", DW, retrieved 16 February 2012
  12. Freedom Party leader may face hate speech charges. The Local (Austria edition). Published 19 October 2016. Retrieved 24 September 2017.
  13. Hainsworth, Paul (2008), The Extreme Right in Western Europe, Routledge, pp. 38–39
  14. Art, David (2011), Inside the Radical Right: The Development of Anti-Immigrant Parties in Western Europe, Cambridge University Press, pp. 106–107
  15. Wodak, Ruth; De Cillia, Rudolf; Reisigl, Martin (2009), The Discursive Construction of National Identity (2nd ed.), Edinburgh University Press, p. 195
  16. Hale Williams, Michelle (2012), "Downside after the summit: factors in extreme-right party decline in France and Austria", Mapping the Extreme Right in Contemporary Europe: From Local to Transnational, Routledge, p. 260
  17. Cauquelin, Blaise (30 November 2016). "l'extrême droite près du pouvoir en Autriche" (in French). le Monde. Retrieved 4 April 2019.{{cite web}}: CS1 maint: unrecognized language (link)
  18. Huter, Mathias (April 2006). "Blau-orange Realitäten". Datum (in German). Archived from the original on 23 January 2010. Retrieved 6 February 2011.{{cite journal}}: CS1 maint: unrecognized language (link)
  19. "Freedom Party of Austria". Encyclopædia Britannica. Retrieved 9 July 2011.
  20. ୨୦.୦ ୨୦.୧ Nordsieck, Wolfram (2017). "Austria". Parties and Elections in Europe.
  21. "Austrian nationalist calls for referendum on Tyrol unification". 6 May 2016.