Jump to content

ବୈଷୟିକ ବିଜ୍ଞାନ

ଉଇକିପିଡ଼ିଆ‌ରୁ
(Engineeringରୁ ଲେଉଟି ଆସିଛି)
ଶିଳ୍ପ ବିପ୍ଳବର ଏକ ପ୍ରମୁଖ ଉତପ୍ରେରଣ ବାଷ୍ପ ଇଞ୍ଜିନ୍ ଆଧୁନିକ ଇତିହାସରେ ବୈଷୟିକ ବିଜ୍ଞାନର ଗୁରୁତ୍ୱକୁ ଦର୍ଶାଏ | ଏହି ବିମ୍ ଇଞ୍ଜିନ୍ ସ୍ପେନର ମାଦ୍ରିଦରେ ଇଟିଏସଆଇଆଇଏମର ମୁଖ୍ୟ କୋଠାରେ ପ୍ରଦର୍ଶିତ ହୋଇଛି |

ବୈଷୟିକ ବିଜ୍ଞାନ ହେଉଛି ବିଜ୍ଞାନର ଏକ ଶାଖା, ଯାହାକି ପ୍ରୟୋଗାତ୍ମକ ଦିଗକୁ ସୁଚାଇଥାଏ । ବିଭିନ୍ନ ଯନ୍ତ୍ର, ଉପକରଣ, ଆକୃତି, ସିଷ୍ଟମ ଓ ପଦାର୍ଥର ଗଠନ, ମରାମତି ଆଦି ପାଇଁ ବୈଜ୍ଞାନିକ, ଅର୍ଥନୈତିକ, ସାମାଜିକ ଓ ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ୟବହାରକୁ ବୈଷୟିକ ବିଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ ।

ଇତିହାସ

[ସମ୍ପାଦନା]

ଆହୁରି ପଢନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]

ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।