ଇମାମୀ ପେପର ମୀଲ୍ସ୍ ଲିମିଟେଡ଼

ଉଇକିପିଡ଼ିଆ‌ରୁ
(Emami Papers Mills Limitedରୁ ଲେଉଟି ଆସିଛି)

ଇମାମୀ ପେପର ମିଲ୍ସ୍ ଲି. ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ କାଗଜକଳ । ଏଠାରେ ୨୦୦୦ରୁ ଉର୍ଧ ଲୋକ କାମ କରୁଛନ୍ତି । ଏହାର ମୁଖ୍ୟ ଉତ୍ପାଦନ ଧଳା କାଗଜ ଏବଂ ବିଶେଷ କରି ଖବର କାଗଜ ନିମିତ୍ତ ତିଆରି ହୋଇଥାଏ । ଏହି କାରଖାନାର ତିନୋଟି ବୃହତ୍ତ କାଗଜ ଉତ୍ପାଦନ ଯନ୍ତ୍ର ରହିଥିବା ବେଳେ ଦୁଇଟି ବିଜୁଳି ଶକ୍ତି ଉତ୍ପାଦନ କେନ୍ଦ୍ର ରହିଛି । ଏହାର ପ୍ରତିଦିନ କାଗଜ ଉତ୍ପାଦନ କ୍ଷମତା ୫୦୦ ଟନ ଅଟେ ଯାହାକି ପୂର୍ବ ଭାରତରେ ସର୍ବାଧିକ ଅଟେ । [୧]

ଆଧାର[ସମ୍ପାଦନା]

  1. "Demand Side Management Report". Archived from the original on 2013-09-07. Retrieved 2015-02-13.

ବାହାର ଲିଙ୍କ[ସମ୍ପାଦନା]