ଚିତ୍ରଲେଖା ଗୁହ
ଦେଖଣା
(Chitralekha Guhoରୁ ଲେଉଟି ଆସିଛି)
ଚିତ୍ରଲେଖା ଗୁହ | |
---|---|
চিত্রলেখা গুহ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୬-ଏବେଯାଏଁ |
ବୈବାହିକ-ସାଥୀ | ଉତ୍ତମ ଗୁହ |
ସନ୍ତାନ | ୨ |
ଚିତ୍ରଲେଖା ଗୁହ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନ, ମଞ୍ଚ ଓ କଥାଚିତ୍ର ଜଗତରେ କାମ କରିନ୍ତି । ୭୧ ଏର୍ ମା ଜନନୀ (୨୦୧୪) କଥାଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୯୮୬ ମସିହାରେ ଅବଭଣତରିଣ ଖଲାଧୁଲା ନାଟକ ଜରିଆରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨] ୧୯୯୫ ମସିହାରେ, ସେ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ, ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୫ | ଅନ୍ୟ ଜୀବନ | ||
୧୯୯୭ | ସପ୍ନେର ନାୟକ | ରେବେକ୍କା | |
୨୦୧୧ | ଅଲଶପୁର | ଚଞ୍ଚଳା ଚୌଧୁରୀ | |
୨୦୦୦ | ଉତ୍ତରେର ଖେପ | ||
୨୦୦୧ | ଲାଲସାଲୁ | ଖାଲେକଙ୍କ ପତ୍ନୀ | |
୨୦୦୪ | ଲାଲୋନ | ||
୨୦୦୫ | ମୋଲ୍ଲା ବାରିର ବୋଉ | ବୈଷ୍ଟମୀ | |
୨୦୦୮ | ରବେୟା | ||
୨୦୧୧ | ଖଣ୍ଡ ଗଳ୍ପ ୧୯୭୧ | ||
୨୦୧୨ | କମନ୍ ଜେଣ୍ଡର୍ | ||
୨୦୧୪ | '୭୧ ଏର୍ ମା ଜନନୀ | ହାଶେମଙ୍କ ମାଆ | |
୨୦୧୪ | ଜୀବନଧୂଳି | ||
୨୦୧୫ | ପଦ୍ମ ପତର ଜଲ | ଶ୍ରୀମତୀ ଶହବାଜ | |
୨୦୨୦ | ରୁପ୍ସା ନଦୀର ବାଙ୍କେ |
ଅଭିନିତ ଧାରାବାହିକ
[ସମ୍ପାଦନା]- ତୁଲିତେ ଆକା ସ୍ୱପ୍ନ (୨୦୦୭)
- ମେମ୍ ସାହେବ (୨୦୦୮)
- ଚିକେନ୍ ଟିକ୍କା ମସାଲା (୨୦୧୦)
- ନୋଅସାଲ୍
- ବିଦେଶୀ ବୋଉ (୨୦୧୬)
- ସ୍ୟେଡ ବାରିର୍ ବୋଉ (୨୦୨୧)
- ଅୟାନା (୨୦୨୧)
- ମଶ୍ରାଫେ ଜୁନିଅର୍ (୨୦୨୧)
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ କଳା ନିର୍ଦ୍ଦେଶକ ଉତ୍ତମ ଗୁହଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇ ଝିଅ ଅର୍ନିଲା ଗୁହ ଓ ଅର୍ନିଶା ଗୁହ ଅଛନ୍ତି ।[୩]
ଆଧାର
[ସମ୍ପାଦନା]- ↑ "29 artistes get Nat'l Film Award 2014". The Daily Star. February 25, 2016. Retrieved March 1, 2016.
- ↑ Fayeka Zabeen Siddiqua (May 30, 2014). "1 Minute Please!". The Daily Star. Retrieved March 1, 2016.
- ↑ Basher, Naziba (29 September 2017). "A full-fledged family affair Uttam and Chittralekha's Duga Puja". The Daily Star. Retrieved 29 September 2017.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିତ୍ରଲେଖା ଗୁହ