କେ.ଏସ୍. ଚନ୍ଦ୍ରିକା

ଉଇକିପିଡ଼ିଆ‌ରୁ
(C.S. Chandrikaରୁ ଲେଉଟି ଆସିଛି)
କେ.ଏସ୍. ଚନ୍ଦ୍ରିକା
୨୦୧୯ ମସିହାରେ ଚନ୍ଦ୍ରିକା
୨୦୧୯ ମସିହାରେ ଚନ୍ଦ୍ରିକା
ଜନ୍ମ ଓ ଜନ୍ମସ୍ଥାନ୧୯୬୭
ପେରିଙ୍ଗୋଟୁକାର, ତ୍ରିସୁର
ବୃତ୍ତିଲେଖିକା
ଭାଷାମଲାୟଲମ
ଶିକ୍ଷାଚିତ୍ରକଳାରେ ପିଏଚ୍‌ଡି
ଶିକ୍ଷାନୁଷ୍ଠାନକଲିକଟ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିKleptomania
ପୁରସ୍କାରଟୋପିଲ ରବି ପୁରସ୍କାର

କେ.ଏସ୍. ଚନ୍ଦ୍ରିକା ଜଣେ ମଲାୟଲମ୍ ଭାଷାର ଲେଖିକା ଯିଏକି କାଳ୍ପନିକ ତଥା ସାମାଜିକ କଥାବସ୍ତୁ, ବିଜ୍ଞାନ ସମ୍ବନ୍ଧୀୟ କାହାଣୀ ଆଦି ରଚନା କରନ୍ତି । ଏହା ସହିତ ସେ ମହିଳା ତଥା ମାନବାଧିକାର ଆଇନ, ପରିବେଶ ଓ ବିକାଶ ସମ୍ବନ୍ଧୀୟ ସ୍ତମ୍ଭ ରଚନା କରନ୍ତି ।

ଶିକ୍ଷା[ସମ୍ପାଦନା]

ଚନ୍ଦ୍ରିକା ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଏବଂ ମଲାୟଲମ ଭାଷା ଓ ନାରୀ ଶିକ୍ଷାରେ ସ୍ନାତକୋତ୍ତର କରିଛନ୍ତି ।[୧] ସେ କଲିକଟ ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରେ ପିଏଚ୍‌ଡି କରିଛନ୍ତି।[୨]

ପେଷା[ସମ୍ପାଦନା]

ଚନ୍ଦ୍ରିକା ସେଣ୍ଟର ଫର ମହିଳା ଷ୍ଟଡିଜ୍, ପଣ୍ଡିଚେରୀରେ ଶିକ୍ଷାଦାନ କରିଛନ୍ତି ଏବଂ ଲିଙ୍ଗଗତ ବିକାଶ କ୍ଷେତ୍ରରେ ମଧ୍ୟ ବହୁ କାର୍ଯ୍ୟ କରିଛନ୍ତି । ସେ କେରଳର ସାଖି ମହିଳା ସମ୍ବଳ କେନ୍ଦ୍ର ସହିତ ମଧ୍ୟ ଜଡ଼ିତ ।[୩]

ପ୍ରକାଶନ[ସମ୍ପାଦନା]

ଚନ୍ଦ୍ରିକାଙ୍କର ଉଭୟ ଶିକ୍ଷା ସମ୍ବନ୍ଧୀୟ ପୁସ୍ତକ ଏବଂ କାଳ୍ପନିକ କାହାଣୀ ଗୁଡ଼ିକ ପ୍ରକାଶ ପାଇଛି । ସେ ଅକ୍ସଫୋର୍ଡ଼ ଇଣ୍ଡିଆ ଆନ୍ଥୋଲୋଜି ଅଫ୍ ମାଲାୟାଲମ୍ ଦଳିତ ରାଇଟିଂର ଜଣେ ସମ୍ପାଦିକା ଥିଲେ, ଯାହା ବିଂଶ ଶତାବ୍ଦୀର ମାଲାୟାଲମ୍ ଦଳିତ ଲେଖାର ଏକ ସଂଗ୍ରହ ଥିଲା ।[୪][୫] ୨୦୧୨ ମସିହାରେ ସେ ତାଙ୍କ କାହାଣୀ ସଂଗ୍ରହ କ୍ଲେପ୍ଟୋମାନିଆ ପାଇଁ ଟୋପିଲ ରବି ପୁରସ୍କାର ପାଇଥିଲେ ।[୬]

  • ପିରା[୭]
  • ଭୂମିୟୁଡ଼େ ପଟାକା[୮]
  • ଲେଡିଜ୍ କମ୍ପାର୍ଟମେଣ୍ଟ୍[୯]
  • ଏନ୍ତେ ପଚକ୍କାରିମ୍ବେ[୧୦]
  • କ୍ଲେପ୍ଟୋମାନିଆ[୧୧]
  • ଆର୍ଥବମୂଲ୍ଲା ସ୍ତ୍ରୀକାଲ୍ (ପ୍ରବନ୍ଧ)

ସେ କେ ସରସ୍ୱତୀ ଆମ୍ମାଙ୍କ ଉପରେ ଏକ ମନୋଗ୍ରାଫ୍ ପ୍ରକାଶ କରିଥିଲେ, ଯିଏକି ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜଣେ ମାଲାୟାଲମ୍ ନାରୀବାଦୀ ଲେଖିକା ଭାବରେ ଜଣାଶୁଣା ଥିଲା ।[୧୨]

ଆଧାର[ସମ୍ପାଦନା]

  1. "C. S. Chandrika". Mathrubhumi (in ଇଂରାଜୀ). Retrieved 2019-03-14.
  2. "Dr. C. S Chandrika » MSSRF CABC". www.mssrfcabc.res.in. Archived from the original on 5 November 2017. Retrieved 2019-03-14.
  3. "Dr. C. S Chandrika » MSSRF CABC". www.mssrfcabc.res.in. Archived from the original on 5 November 2017. Retrieved 2019-03-14.
  4. Mohamed Nazeer (7 December 2011). "A collection of voices that break the silence". The Hindu. Retrieved 30 November 2014.
  5. "Mainstreaming the subaltern". Frontline.in. Retrieved 30 November 2014.
  6. "CS Chandrika bags Thoppil Ravi award, Kerala - Mathrubhumi English News Online". Mathrubhumi.com. Archived from the original on 4 December 2014. Retrieved 30 November 2014.
  7. [୧] Archived 30 November 2014 at Archive.is
  8. "Bhoomiyude Pathaka : C.S. Chandrika : 9788126413720". www.bookdepository.com. Retrieved 2019-03-14.
  9. "Puzha Books - ലേഡീസ്‌ കമ്പാര്‍ട്ട്‌മെന്റ്‌ - സി.എസ്‌. ചന്ദ്രിക - ഡി.സി. ബുക്ക്‌സ്‌". Puzha.com. Archived from the original on 4 December 2014. Retrieved 30 November 2014.
  10. Candrika, Si. Es. (2017). Ent̲e paccakkarimpē. Kottayam, Kerala State, India. ISBN 9788126474424. OCLC 1014003074.{{cite book}}: CS1 maint: location missing publisher (link)
  11. Candrika, Si. Es. (2011). Klept̲t̲ōmāniya. Kottayam: Ḍi. Si. Buks. ISBN 9788126433025. OCLC 772450133.
  12. Deepu Balan. "K. Saraswathiamma - sahithya Academy - Samyukta :: A Journal of Women's Studies". Samyukta.info. Archived from the original on 7 December 2014. Retrieved 30 November 2014.

ବାହାର ଆଧାର[ସମ୍ପାଦନା]