ଭବାନୀ (ଅଭିନେତ୍ରୀ)
ଭବାନୀ | |
---|---|
ଜନ୍ମ | ଚେନ୍ନାଇ, ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୪–ଏବେଯାଏଁ |
ବୈବାହିକ-ସାଥୀ | ରେଘୁ କୁମାର (ସଙ୍ଗୀତ ନିର୍ଦ୍ଦେଶକ) |
ଭବାନୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟାଲମ, କନ୍ନଡ଼ା, ତାମିଲ ଓ ତେଲୁଗୁ କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ।[୧] ଜଣେ ମୁଖ୍ୟ ନାୟିକ ଭାବରେ ତେଲୁଗୁ କଥାଚିତ୍ର ଜଗତରେ ସେ ସକ୍ରିୟ ଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭବାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ମଲାୟଲମ ଭାଷାର କଥାଚିତ୍ର ପ୍ରଯୋଜକ/ସଙ୍ଗୀତ ନିର୍ଦ୍ଦେଶକ ରେଘୁ କୁମାରଙ୍କୁ ବିବାହ କରିଛନ୍ତି ।[୨] ସେମାନଙ୍କର ଦୁଇଜଣ ଝିଅ; ବବିତା ଓ ଭାବନା ଅଛନ୍ତି ।[୩] ସେ ତେଲୁଗୁ ଅଭିନତ୍ରୀ ତଥା କଣ୍ଠଶିଳ୍ପୀ ରୁଷ୍ୟେନ୍ଦ୍ରମଣିଙ୍କ ନାତୁଣୀ । ତାଙ୍କ ମାତୃଭାଷା ତେଲୁଗୁ ।
ଅଭିନୟ ଜୀବନ
[ସମ୍ପାଦନା]୧୯୭୪ ମସିହାରେ, ସେ କନ୍ନଡ଼ଅ କଥାଚିତ୍ର ଭୂତାୟାନା ମେଗା ଅୟୁ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ, ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହି କଥାଚିତ୍ରରେ, ତାଙ୍କ ଆଇ ରେଷ୍ୟେନ୍ଦ୍ରମଣି କାମ କରିଥିଲେ ଏବଂ ସହ କଳାକାର ଭାବରେ ପୁରସ୍କାର ପାଇଥିଲେ । ୪ ବର୍ଷ ମଧ୍ୟରେ, ସେ ୭୫ଟି ତାମିଲ, କନ୍ନଡ଼ା, ତେଲୁଗୁ ଓ ମାଲାୟଲମ କଥାଚିତ୍ରରେ କାମ କରିଥିଲେ । ସେ ତାମିଲ ଦୂରଦର୍ଶନରେ ସକ୍ରିୟ ଅଛନ୍ତି ।[୪]
ଆଧାର
[ସମ୍ପାଦନା]- ↑ "Music Director Raghu Kumar Died". Archived from the original on 26 February 2014. Retrieved 20 February 2014.
- ↑ "Manorama Online | Malayalam News | Latest News |". Archived from the original on 20 February 2014. Retrieved 20 February 2014.
- ↑ "Music composer Raghu Kumar is no more". Kerala Online News. Archived from the original on 26 February 2014. Retrieved 20 February 2014.
- ↑ "Music director Raghu Kumar passes away". Archived from the original on 24 February 2014. Retrieved 20 February 2014.
- https://www.youtube.com/watch?v=BWf7fBZ2SX8
- http://cinidiary.com/peopleinfo.php?pigsection=Actor&picata=2&no_of_displayed_rows=2&no_of_rows_page=10&sletter=B Archived 18 September 2013 at Archive.is
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭବାନୀ
- ଏମ୍ଏସ୍ଆଇରେ ଭବାନୀ
- Webarchive template archiveis links
- ତାମିଲ କଥାଚିତ୍ର ଅଭିନେତ୍ରୀ
- ଭାରତୀୟ କଥାଚିତ୍ର ଅଭିନେତ୍ରୀ
- ଚେନ୍ନାଇର ଅଭିନେତ୍ରୀ
- ତେଲୁଗୁ କଥାଚିତ୍ର ଅଭିନେତ୍ରୀ
- କନ୍ନଡ଼ କଥାଚିତ୍ର ଅଭିନେତ୍ରୀ
- ଜୀବିତ ବ୍ୟକ୍ତି
- ମାଲାୟଲମ କଥାଚିତ୍ର ଅଭିନେତ୍ରୀ
- ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
- ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
- ତେଲୁଗୁ ଦୂରଦର୍ଶନ ଅଭିନେତ୍ରୀ
- କନ୍ନଡ଼ ଦୂରଦର୍ଶନ ଅଭିନେତ୍ରୀ
- ତାମିଲ ଦୂରଦର୍ଶନ ଅଭିନେତ୍ରୀ