Jump to content

ଭବାନୀ (ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
(Bhavani (actress)ରୁ ଲେଉଟି ଆସିଛି)
ଭବାନୀ
ଜନ୍ମ
ଚେନ୍ନାଇ, ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୪–ଏବେଯାଏଁ
ବୈବାହିକ-ସାଥୀରେଘୁ କୁମାର (ସଙ୍ଗୀତ ନିର୍ଦ୍ଦେଶକ)

ଭବାନୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟାଲମ, କନ୍ନଡ଼ା, ତାମିଲ ଓ ତେଲୁଗୁ କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ।[] ଜଣେ ମୁଖ୍ୟ ନାୟିକ ଭାବରେ ତେଲୁଗୁ କଥାଚିତ୍ର ଜଗତରେ ସେ ସକ୍ରିୟ ଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଭବାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ମଲାୟଲମ ଭାଷାର କଥାଚିତ୍ର ପ୍ରଯୋଜକ/ସଙ୍ଗୀତ ନିର୍ଦ୍ଦେଶକ ରେଘୁ କୁମାରଙ୍କୁ ବିବାହ କରିଛନ୍ତି ।[] ସେମାନଙ୍କର ଦୁଇଜଣ ଝିଅ; ବବିତା ଓ ଭାବନା ଅଛନ୍ତି ।[] ସେ ତେଲୁଗୁ ଅଭିନତ୍ରୀ ତଥା କଣ୍ଠଶିଳ୍ପୀ ରୁଷ୍ୟେନ୍ଦ୍ରମଣିଙ୍କ ନାତୁଣୀ । ତାଙ୍କ ମାତୃଭାଷା ତେଲୁଗୁ ।

ଅଭିନୟ ଜୀବନ

[ସମ୍ପାଦନା]

୧୯୭୪ ମସିହାରେ, ସେ କନ୍ନଡ଼ଅ କଥାଚିତ୍ର ଭୂତାୟାନା ମେଗା ଅୟୁ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ, ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହି କଥାଚିତ୍ରରେ, ତାଙ୍କ ଆଇ ରେଷ୍ୟେନ୍ଦ୍ରମଣି କାମ କରିଥିଲେ ଏବଂ ସହ କଳାକାର ଭାବରେ ପୁରସ୍କାର ପାଇଥିଲେ । ୪ ବର୍ଷ ମଧ୍ୟରେ, ସେ ୭୫ଟି ତାମିଲ, କନ୍ନଡ଼ା, ତେଲୁଗୁ ଓ ମାଲାୟଲମ କଥାଚିତ୍ରରେ କାମ କରିଥିଲେ । ସେ ତାମିଲ ଦୂରଦର୍ଶନରେ ସକ୍ରିୟ ଅଛନ୍ତି ।[]

  1. "Music Director Raghu Kumar Died". Archived from the original on 26 February 2014. Retrieved 20 February 2014.
  2. "Manorama Online | Malayalam News | Latest News |". Archived from the original on 20 February 2014. Retrieved 20 February 2014.
  3. "Music composer Raghu Kumar is no more". Kerala Online News. Archived from the original on 26 February 2014. Retrieved 20 February 2014.
  4. "Music director Raghu Kumar passes away". Archived from the original on 24 February 2014. Retrieved 20 February 2014.

ବାହାର ଲିଙ୍କ୍

[ସମ୍ପାଦନା]