ବୀଡ଼

ଉଇକିପିଡ଼ିଆ ରୁ
(Beed ରୁ ଲେଉଟି ଆସିଛି)
Jump to navigation Jump to search
ବୀଡ଼
Beed

बीड, بیڑ
ନଗର
ବୀଡ଼ Beed is located in Maharashtra
ବୀଡ଼ Beed
ବୀଡ଼
Beed
Location of Beed in Maharashtra
ଅବସ୍ଥିତି: 18°59′N 75°46′E / 18.99°N 75.76°E / 18.99; 75.76Coordinates: 18°59′N 75°46′E / 18.99°N 75.76°E / 18.99; 75.76
ଦେଶ ଭାରତ
ରାଜ୍ୟMaharashtra
RegionMarathwada
DistrictBeed
Founded13th century CE (Possibly)
ସରକାର
 • ପ୍ରକାରMunicipal Council
କ୍ଷେତ୍ରଫଳ [୧][୨]
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା515 m (1,690 ft)
ଜନସଂଖ୍ୟା (2011)Largest city of Beed district
 • ମୋଟ୧,୪୬,୭୦୯
 • କ୍ରମାଙ୍କ321
 • ଘନତା17,697.1/km2 (Bad rounding here46,000/sq mi)
ବସବାସୀBeedkar
Language
 • ସରକାରୀMarathi, Urdu (unofficial)
IST (UTC+5:30)
ପିନ କୋଡ଼431 122
ଟେଲିଫୋନ କୋଡ଼+91-2442
ଗାଡ଼ି ପଞ୍ଜିକରଣMH-23
Sex ratio933 /
Child sex ratio843 /
Literacy88.56%
Male literacy94.01%
Female literacy82.81%
ClimateBSh (Köppen)
Precipitation୬୬୬ millimetres (୨୬.୨ in)
Avg. summer temperature୪୦ °C (୧୦୪ °F)
Avg. winter temperature୧୫ °C (୫୯ °F)
ୱେବସାଇଟbeed.nic.in

ବୀଡ଼ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ବିଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବୀଡ଼ ୧୬.୬୪୮୨ ଉତ୍ତର ଅକ୍ଷାଂଶ ଓ ୭୪.୧୨୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୩୮ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୀଡ଼ ସହରର ମୋଟ ଜନସଂଖ୍ୟା ୧୩୮୦୯୧ ଅଟେ ।[୪] ସେଥି ମଧ୍ୟରୁ ୫୧.୯୯% ଜଣ ପରୁଷ ହୋଇଥିବା ବେଳେ ୪୮.୦୧% ଜଣ ନାରୀ ଅଟନ୍ତି । ବୀଡ଼ର ସାକ୍ଷରତା ହାର ୭୨.୨୬% ଅଟେ । ଏହା ଜାତୀୟ ହାର ଠାରୁ ୭.୪୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୭୬% ପ୍ରତିଶତ ପୁରୁଷ ଓ ୩୧.୫୦% ନାରୀ ଅଟନ୍ତି । ୧୪.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ମରାଠୀ ବୀଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gazetteers Department – Bhir". maharashtra.gov.in (Government of Maharashtra). Archived from the original on 24 February 2007. Retrieved 2007-02-27.
  2. "New Page 4". beed.nic.in. Retrieved 2007-03-04.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]