ବାୟୋସରସ

ଉଇକିପିଡ଼ିଆ‌ରୁ
(Bayosaurusରୁ ଲେଉଟି ଆସିଛି)

"ବାୟୋସରସ" ଏକ ଅଜଣା ଡାଇନୋସରକୁ ଦିଆଯାଇଥିବା informal ନାମ ଅଟେ । ଏହି ନାମଟିକୁ ଜୀବାଶ୍ମ ବିଜ୍ଞାନୀ ଯଥା- ରୁଡୋଲ୍‌ଫ୍ କୋଇରା, ଫିଲିପ୍ କ୍ୟୁରୀ, ଏବଂ ପାଉଲିନା କାରବାଜଲ୍ ୨୦୦୬ ମସିହାରେ ଦେଇଥିଲେ । "ବୟୋସରସ" ବିଷୟରେ ବିଭିନ୍ନ ଅନ-ଲାଇନ ଡାଇନୋସର ତାଲିକାରେ ଲେଖା ରହିଛି । [୧][୨][୩] ଏହା ବୋଧହୁଏ Turonian (Late Cretaceous) ସମୟର ଏକ ଆବେଲିସୁରୋଏଡ଼ (abelisauroid) ଥିଲା । ଏହା ଆର୍ଜେଣ୍ଟିନାର Neuquén ଅଞ୍ଚଳରେ ରହୁଥିଲା ବୋଲି ଅନୁମାନ କରାଯାଏ । ଏହାର ଲମ୍ବ ପାଖାପାଖି ୪ ମି. (୧୩ ଫୁଟ) ଥିଲା ।[୪]

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "polychora.com". Archived from the original on 2011-07-15. Retrieved 2014-03-04.
  2. "tellurian.com". Archived from the original on 2011-07-16. Retrieved 2015-10-04.
  3. "dinogenera.populus.ch". Archived from the original on 2007-10-13. Retrieved 2015-10-04.
  4. "ଆର୍କାଇଭ୍ କପି". Archived from the original on 2007-10-13. Retrieved 2015-10-04. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ[ସମ୍ପାଦନା]