ବାୟୋସରସ

ଉଇକିପିଡ଼ିଆ ରୁ
(Bayosaurus ରୁ ଲେଉଟି ଆସିଛି)
Jump to navigation Jump to search

"ବାୟୋସରସ" ଏକ ଅଜଣା ଡାଇନୋସରକୁ ଦିଆଯାଇଥିବା informal ନାମ ଅଟେ । ଏହି ନାମଟିକୁ ଜୀବାଶ୍ମ ବିଜ୍ଞାନୀ ଯଥା- ରୁଡୋଲ୍‌ଫ୍ କୋଇରା, ଫିଲିପ୍ କ୍ୟୁରୀ, ଏବଂ ପାଉଲିନା କାରବାଜଲ୍ ୨୦୦୬ ମସିହାରେ ଦେଇଥିଲେ । "ବୟୋସରସ" ବିଷୟରେ ବିଭିନ୍ନ ଅନ-ଲାଇନ ଡାଇନୋସର ତାଲିକାରେ ଲେଖା ରହିଛି । [୧][୨][୩] ଏହା ବୋଧହୁଏ Turonian (Late Cretaceous) ସମୟର ଏକ ଆବେଲିସୁରୋଏଡ଼ (abelisauroid) ଥିଲା । ଏହା ଆର୍ଜେଣ୍ଟିନାର Neuquén ଅଞ୍ଚଳରେ ରହୁଥିଲା ବୋଲି ଅନୁମାନ କରାଯାଏ । ଏହାର ଲମ୍ବ ପାଖାପାଖି ୪ ମି. (୧୩ ଫୁଟ) ଥିଲା ।[୪]

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]