ଶ୍ରେଣୀ:ବିବାଦୀୟ ଜୀବ ବୈଜ୍ଞାନିକ ନାମକରଣ

ଉଇକିପିଡ଼ିଆ‌ରୁ

ଏହି ଶ୍ରେଣୀରେ ବିଭିନ୍ନ ପ୍ରକାରର ପ୍ରଜାତି ଓ ଅନ୍ୟାନ୍ୟ ଜୀବ-ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଅଟେ; ଯେଉଁ ଜୀବର -

  • ନାମକରଣ ସଠିକ ରୂପେ ହୋଇନାହିଁ କିମ୍ବା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ନାହିଁ - କାରଣ, ଉଦାହରଣ ସ୍ୱରୂପ ଏହା କୌଣସି ଶଙ୍କର-ପ୍ରଜାତି ବା ଉପ-ପ୍ରଜାତିରେ ରହିବା ଯୋଗ୍ୟ ବୋଲି ଅନୁମାନ କରାଯାଉଛି ।
  • ଏହି ଜୀବର ଉତ୍ପତ୍ତି ସଠିକ ରୂପେ ନିରୂପିତ ହୋଇପାରିନାହିଁ ।
  • କିମ୍ବା ଏହି ଯିବାର ସଠିକ ପ୍ରମାଣ ମିଳିନାହିଁ କିନ୍ତୁ ଦିନେ ଏହା ଥିଲା ବୋଲି ଅନୁମାନ କରାଯାଉଛି ।

"ବିବାଦୀୟ ଜୀବ ବୈଜ୍ଞାନିକ ନାମକରଣ" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ଏହି ଶ୍ରେଣୀରେ ତଳେଥିବା ପୃଷ୍ଠାସବୁ ଅଛି ।