ଚାନ୍ଦୁଆ
ଦେଖଣା
(Appliqueରୁ ଲେଉଟି ଆସିଛି)
ଚାନ୍ଦୁଆ ଓଡ଼ିଶାର ଏକ ପୁରାତନ ହସ୍ତକଳା । ଓଡ଼ିଶାର ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।
ପ୍ରକାର
[ସମ୍ପାଦନା]ଜଳପରି ପିପିଲି ଚାନ୍ଦୁଆ।
ପ୍ରସ୍ତୁତି
[ସମ୍ପାଦନା]ଚାନ୍ଦୁଆରେ ଅଙ୍କା ଯାଉଥିବା ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରନ୍ତି । ଏହାପରେ ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି। - [୧] [୨]
ଶ୍ରୀମନ୍ଦିରରେ ଚାନ୍ଦୁଆ
[ସମ୍ପାଦନା]ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ । [୩]
ଆଧାର
[ସମ୍ପାଦନା]- ↑ "ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ". ଓଡ଼ିଶା ରିପୋର୍ଟର. ୧୪ ଜୁଲାଇ ୨୦୧୫. Retrieved 2 October 2015.
{{cite news}}
: Check date values in:|date=
(help) - ↑ "Chandua/Applique Work". odishadiary.tv. Archived from the original on 6 April 2015. Retrieved 2 October 2015.
- ↑ ଦାରୁଦିଅଁ, ନବକଳେବର ୨୦୧୫ (୯ ଜୁନ ୨୦୧୫). ମଠେ ମଠେ ଚହଳ... କଟକ: ତଥାଗତ ଶତପଥୀ - ଧରିତ୍ରୀ. pp. ୪୬.
{{cite book}}
: Check date values in:|date=
(help)CS1 maint: numeric names: authors list (link)