ଆପୋଲୋ ୧୧

ଉଇକିପିଡ଼ିଆ‌ରୁ
(Apollo 11ରୁ ଲେଉଟି ଆସିଛି)
Apollo 11
Buzz Aldrin on the Moon. Neil Armstrong photographed both of them using the visor's reflection.
ମିସନ ପ୍ରକାରCrewed lunar landing (G)
ପରିଚାଳକNASA
COSPAR ID
  • CSM: 1969-059A
  • LM: 1969-059C
SATCAT №
ମିସନ ଅବଧି8 days, 3 hours, 18 minutes, 35 seconds
ମହାକାଶ ଯାନର ବିଶେଷତ୍ୱ
ମହାକାଶ ଯାନ
ଉତ୍ପାଦକ
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ100,756 pounds (45,702 kg)
ଅବତରଣ ବସ୍ତୁତ୍ୱ10,873 pounds (4,932 kg)
Crew
ଦଳ ସଂଖ୍ୟା3
ସଦସ୍ୟଗଣ
Callsign
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖDid not recognize date. Try slightly modifying the date in the first parameter. UTC[୩]
ରକେଟ୍Saturn V SA-506
ଉତକ୍ଷେପଣ ସ୍ଥଳKennedy Space Center LC-39A
ମିସନ ସମାପ୍ତି
Recovered byUSS Hornet
Landing dateDid not recognize date. Try slightly modifying the date in the first parameter. UTC
Landing site
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀSelenocentric
Pericynthion100.9 kilometers (54.5 nmi)[୪]
Apocynthion122.4 kilometers (66.1 nmi)[୪]
Inclination1.25 degrees[୪]
କକ୍ଷୀୟ ଅବଧି2 hours[୪]
EpochJuly 19, 1969, 21:44 UTC[୪]
Lunar orbiter
Spacecraft componentCommand and service module
Orbital insertionJuly 19, 1969, 17:21:50 UTC[୫]
Departed orbitJuly 22, 1969, 04:55:42 UTC[୬]
Orbits30
Lunar lander
Spacecraft componentApollo Lunar Module
Landing dateJuly 20, 1969, 20:17:40 UTC
Return launchJuly 21, 1969, 17:54:00 UTC[୭]
Landing site
Sample mass21.55 kilograms (47.51 lb)
Surface EVAs1
EVA duration2 hours, 31 minutes, 40 seconds
ଛାଞ୍ଚ:Infobox spaceflight/Dock ଛାଞ୍ଚ:Infobox spaceflight/Dock
Circular insignia: eagle with wings outstretched holds olive branch on Moon with Earth in background, in blue and gold border.

Three astronauts in spacesuits without helmets sitting in front of a large photo of the Moon.
Left to right: Neil Armstrong, Michael Collins, Buzz Aldrin


Apollo program
← Apollo 10 Apollo 12

ଆପୋଲୋ ୧୧ (ଇଂରାଜୀ ଭାଷାରେ Apollo 11) ଏକ ମାନବ ଅନ୍ତରୀକ୍ଷ ଯାନ (spaceflight) ଯାହା ମାନବ ସ‌ହିତ ଚନ୍ଦ୍ର (Moon) ଉପରେ ପ୍ରଥମ ଥର ନିମନ୍ତେ ଓହ୍ଲେଇ ଥିଲା । କମାଣ୍ଡର ନିଲ ଆର୍ମସ୍ଟ୍ରଙ୍ଗ (Neil Armstrong), ଲୁନାର ମୋଡ୍ୟୁଲ ପାଇଲଟ ବୁଜ ଆଲଡ୍ରିନ (Buzz Aldrin) ଆମେରିକୀୟ ଦ୍ୱୟ ଆପଲୋ ଲୁନାର ମୋଡ୍ୟୁଲ ଇଗଲ ସାଥିରେ ଜୁଲାଇ ୨୦, ୧୯୬୯ରେ (୨୦:୧୭ ୟୁଟିସି) (UTC) ଦିନ ଓହ୍ଲେଇଥିଲେ । ପ୍ରାୟ ୬ ଘଣ୍ଟା ୩୯ ମିନିଟର ଯାତ୍ରା ପରେ ଜୁଲାଇ ୨୧, ୦୨:୫୬ ୟୁଟିସି ତାରିଖ ଦିନ ପ୍ରଥମେ ଆର୍ମସ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲେ ଓ ୧୯ ମିନିଟ ପରେ ତାଙ୍କ ସାଥିରେ ଆଲଡ୍ରିନ ଯୋଗଦେଇଥିଲେ । ଚନ୍ଦ୍ର‌ଯାନ ବାହାରେ ୨ ଘଣ୍ଟା ୧୫ ମିନିଟ ରହି ପ୍ରାୟ ୪୭୫ ପାଉଣ୍ଡ/ ୨୧.୫ କେଜି ଚନ୍ଦ୍ର ପଦାର୍ଥ ସଂଗ୍ରହ କରି ପୃଥିବୀକୁ ଫେରି ଆସିଥିଲେ । ସେମାନେ ଚନ୍ଦ୍ର ପୃଷ୍ଠରେ ବିଚରଣ କରୁଥିବା ବେଳେ କମାଣ୍ଡ ମୋଡ୍ୟୁଲ ପାଇଲଟ ମାଇକେଲ କଲିନସ ଏକାକୀ ଯାନ ଭିତରେ ରହିଥିଲେ । ଆର୍ମସ୍ଟ୍ରଙ୍ଗ ଓ ଆଲଡ୍ରିନ ୨୧ ଘଣ୍ଟା ୩୬ ମିନିଟ ଚନ୍ଦ୍ର ପୃଷ୍ଠରେ ଥିବା ସ୍ଥାନ‌କୁ ଟ୍ରାଙ୍କୁଇଲିଟି ବେସ ନାମକରଣ କରିବା ପରେ ଚନ୍ଦ୍ର କକ୍ଷରେ ଥିବା କଲମ୍ବିଆ ଯାନ‌କୁ ଫେରି ଆସିଥିଲେ ।

ଫ୍ଲୋରିଡାର ମେରିଟ ଦ୍ୱୀପରେ ଥିବା କେନେଡ଼ି ସ୍ପେସ ସେଣ୍ଟରରୁ ସଟର୍ଣ୍ଣ ୫ ରକେଟ ସାହାଯ୍ୟରେ ଜୁଲାଇ ୧୬, ୧୯୬୯: ୧୩:୩୨ରେ ଆପଲୋ ୧୧ ଯାନ ଉତ୍‌କ୍ଷେପଣ କରାଯାଇଥିଲା ; ନାସାର ଆପୋଲୋ ପ୍ରୋଗ୍ରାମରେ (Apollo program) ଏହା ପଞ୍ଚମ ଦଳଗତ ପ୍ରଚେଷ୍ଟା ଥିଲା । ଆପୋଲୋ ଯାନର (spacecraft) ତିନୋଟି ଅଂଶ ଥିଲା: ଆପୋଲୋ କମାଣ୍ଡ ଆଣ୍ଡ ସର୍ଭିସ ମୋଡ୍ୟୁଲ (command module (CM)) ଯେଉଁଥିରେ ତିନି ମହାକାଶଚାରୀଙ୍କ ନିମନ୍ତେ ଗୋଟିଏ କ୍ୟାବିନ ଥିଲା ଯାହା ଏକମାତ୍ର ଅଂଶ ଭାବରେ ପୃଥିବୀକୁ ଫେରି ଆସିଥିଲା; ଆପୋଲୋ ସର୍ଭିସ ମୋଡ୍ୟୁଲ ଯାହା କମାଣ୍ଡ ମୋଡ୍ୟୁଲକୁ ଭାରା ଦେଇ ଉତ୍‌କ୍ଷେପଣ କରେ, ବୈଦ୍ୱିତିକ ଶକ୍ତି, ଜଳ ଓ ଅମ୍ଳଜାନ ଯୋଗାଏ; ଆପୋଲୋ ଲୁନାର ମୋଡ୍ୟୁଲ ଯାହାର ଦୁଇଟି ସୋପାନ ଥାଏ - ଚନ୍ଦ୍ରରେ ଓହ୍ଲେଇବା ଓ ଚଢ଼ିସାରି ଲୁନାର ଅରବିଟକୁ ଆସିବା ।

ସଟର୍ଣ୍ଣ ୫ର ତୃତୀୟ ସୋପାନରେ ଉତ୍‌କ୍ଷେପଣ ପରେ ମହାକାଶଚାରୀମାନେ ଏହାଠାରୁ ସ୍ପେସକ୍ରାଫ୍ଟକୁ ବିଚ୍ଛିନ୍ନ କରିଦେଲେ ଓ ତିନି ଦିନ ପର୍ଯ୍ୟନ୍ତ ଯାନ ଲୁନାର ଅରବିଟରେ ପ‌ହଞ୍ଚିବା ପର୍ଯ୍ୟନ୍ତ ରହିଲେ । ଆର୍ମସ୍ଟ୍ରଙ୍ଗ ଓ ଆଲଡ୍ରିନ ଇଗଲ ମଧକୁ ଯାଇ ସି ଅଫ ଟ୍ରାଙ୍କ୍ୱିଲିଟିରେ (Sea of Tranquility) ଓହ୍ଲେଇଲେ । ଇଗଲର ଆସେଣ୍ଟ ସ୍ଟେଜ ବ୍ୟବ‌ହାର କରି ପ୍ରତ୍ୟାବର୍ତ୍ତନ କଲେ ଓ କମାଣ୍ଡ ମୋଡ୍ୟୁଲରେ ଥିବା କଲିନସ ସାଥିରେ ମିଶିଲେ । ପୃଥିବୀକୁ ଫେରିବା ନିମନ୍ତେ କଲମ୍ବିଆର ୩୦ଅରବିଟର ଶେଷ ଅରବିଟରେ ସେମାନେ କଲମ୍ବିଆକୁ ପ୍ରୋପେଲ କରିବା ପୂର୍ବରୁ ଇଗଲକୁ ଫିଙ୍ଗିଦେଲେ । [୬] ଅବଶେଷରେ ସେମାନେ ଜୁଲାଇ ୨୪ ତାରିଖ ଦିନ ପ୍ରଶାନ୍ତ ମହାସାଗର ଗର୍ଭରେ ଓହ୍ଲେଇଲେ

ଚନ୍ଦ୍ର ପୃଷ୍ଠରେ ଆର୍ମସ୍ଟ୍ରଙ୍ଗଙ୍କର ପ୍ରଥମ ପଦକ୍ଷେପର ଦୃଶ୍ୟ ଟିଭିରେ ଟେଲିକାଷ୍ଟ ହେବାରୁ ସାରା ପୃଥିବୀର ଦର୍ଶକମାନେ ଦେଖୁଥିଲେ । ଏହି ଘଟଣାକୁ ସେ "ଜଣେ ମଣିଷର ଏକ ଛୋଟ ପଦକ୍ଷେପ, ସାରା ମାନବ ଜାତିର ଏକ ବିରାଟ ଲମ୍ଫ" ଭାବରେ ବର୍ଣ୍ଣନା କ‌ରିଥିଲେ । ଆପୋଲୋ ସରଫେସ ଜର୍ନାଲରେ ଏରିକ ଜୋନସ ବ୍ୟାଖ୍ୟା କରି କ‌ହିଥିଲେ ଜଣେ ମଣିଷ ଓ ମାନବ ଜାତି ଭିତର ବୈଷମ୍ୟ ଉପରେ ଆଲୋକପାତ କରିଥିଲେ । [୯]

ଆଧାର[ସମ୍ପାଦନା]

  1. "Apollo 11 Command and Service Module (CSM)". NASA Space Science Data Coordinated Archive. Retrieved November 20, 2019.
  2. "Apollo 11 Lunar Module / EASEP". NASA Space Science Data Coordinated Archive. Retrieved November 20, 2019.
  3. Loff, Sarah (April 17, 2015). "Apollo 11 Mission Overview". NASA. Retrieved September 22, 2018.
  4. ୪.୦ ୪.୧ ୪.୨ ୪.୩ ୪.୪ "Apollo 11 Mission Summary". Smithsonian Air and Space Museum.
  5. Orloff 2000, p. 106.
  6. ୬.୦ ୬.୧ Orloff 2000, p. 109.
  7. Orloff 2000, p. 97.
  8. Williams, David R. (December 11, 2003). "Apollo Landing Site Coordinates". NASA Space Science Data Coordinated Archive. NASA. Retrieved September 7, 2013.
  9. Jones, Eric (April 8, 2018). "One Small Step". Apollo 11 Lunar Surface Journal. Retrieved September 6, 2019.