ଅନ୍ତରା କାକ୍

ଉଇକିପିଡ଼ିଆ ରୁ
(Antara Kak ରୁ ଲେଉଟି ଆସିଛି)
Jump to navigation Jump to search
ଅନ୍ତରା କାକ୍
ଜୀବିକାସିନେମା ନିର୍ଦେଶକ
ସିନେମା ନିର୍ମାତା
କାର୍ଯ୍ୟକାଳ2002-present
ବାପା ବୋଉSiddharth Kak
Gita Siddharth

ଅନ୍ତରା କାକ୍ , ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦେଶକ ଓ ନିର୍ମାତା । [୧] ତାଙ୍କର ପିତା ସିଦ୍ଧାର୍ଥ କାକ୍ ଓ ମାଁ ଗୀତା ସିଦ୍ଧାର୍ଥ ଭାରତୀୟ ଫିଲ୍ମ ଜଗତରେ ଜଣାଶୁଣା ଥିଲେ । ଅନ୍ତରା ତାଙ୍କର ପ୍ରଥମ ଫିଲ୍ମ " A  Life in Dance -Dakshya Seth " ନାମକ ଏକ ଡକୁମେନ୍ତରି ଥିଲା ଓ ସେ ଏଥିରେ ଅନେକ ପୁରସ୍କାର ଓ ପ୍ରଶଂଷା ପାଇଥିଲେ । 

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ଅନ୍ତରା ଇଂରେଜୀ ଭାଷା ଓ ସାହିତ୍ୟରେ ମିଥିବାଇ କଲେଜରେ ପଢିଥିଲେ । [୨]

ଫିଲ୍ମୋଗ୍ରାଫି [ସମ୍ପାଦନା]

Year Film Director Producer Writer Notes
2002 A Life in Dance-Daksha Sheth Yes Yes Won IDPA (Indian Documentary Producers Association) award for the debutant director
2006 Mano Ya Na Mano Yes

ଆଧାର[ସମ୍ପାଦନା]