ଆଙ୍କାଇଲୋସୁରିଆ
ଦେଖଣା
(Ankylosauriaରୁ ଲେଉଟି ଆସିଛି)
| Ankylosaurs | |
|---|---|
| Mounted skeleton of Euoplocephalus tutus, Senckenberg Museum | |
| Scientific classification | |
| Kingdom: | Animalia |
| Phylum: | Chordata |
| ଗୋଷ୍ଠୀ: | ଡାଇନୋସରିଆ |
| Order: | †Ornithischia |
| Clade: | †Eurypoda |
| Suborder: | †Ankylosauria Osborn, 1923 |
| Subgroups | |
ଆଙ୍କାଇଲୋସୁରିଆ (English: Ankylosauria), ଅର୍ନିଥିସ୍କିଆ ବର୍ଗର ତୃଣଭୋଜୀ ଡାଇନୋସରମାନଙ୍କର ଏକ ସମୂହ ଅଟେ । ଏହାର ପିଠିରେ ଏକ ହାଡର ସାଞ୍ଜୁ ଥାଏ । ଆଙ୍କାଇଲୋସୁରିଆ ପ୍ରଥମେ ଜୁରାସିକ ଯୁଗର ଅଦ୍ୟାବସ୍ଥାରେ ଚୀନରେ ଦେଖାଯାଉଥିଲେ ଏବଂ କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ । ଏମାନଙ୍କ ଅବଶେଷ ଆଫ୍ରିକା ବ୍ୟତୀତ ଅନ୍ୟ ସମସ୍ତ ଭୂଭାଗରେ ମିଳିଥାଏ । ଆଣ୍ଟର୍କଟିକାରେ ଅବିଷ୍କୃତ ହୋଇଥିବା ପ୍ରଥମ ଡାଇନୋସରଟି ହିଁ ଥିଲା ankylosaurian Antarctopelta; ଅବଶେଷ ଆଣ୍ଟର୍କଟିକାର ରସ୍ ଆଇଲ୍ୟାଣ୍ଡଠାରେ ମିଳିଥିଲା (୧୯୮୬) ।
ହେନେରୀ ଫେଆରଫିଲ୍ଡ ଓସ୍ବର୍ନ୍ ୧୯୨୩ରେ ପ୍ରଥମେ ଆଙ୍କାଇଲୋସୁରିଆର ବର୍ଣ୍ଣନା କରିଥିଲେ ।[୧]
ଗଠନ
[ସମ୍ପାଦନା]ସାଞ୍ଜୁ
[ସମ୍ପାଦନା]ଖାଦ୍ୟ
[ସମ୍ପାଦନା]ପ୍ରଜନନ
[ସମ୍ପାଦନା]ଶ୍ରେଣୀ ବିଭାଗ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Osborn, H. F. (1923). "Two Lower Cretaceous dinosaurs of Mongolia." American Museum Novitates", 95: 1–10.