ୱେବ୍ ଟେଷ୍ଟିଂ

ଉଇକିପିଡ଼ିଆ‌ରୁ

ୱେବ୍ ଟେଷ୍ଟିଂଦ୍ୱାରା ୱେବ୍ ଆପ୍ଳିକେସନ୍ ସଫ୍ଟୱେଆର୍ ଟେଷ୍ଟ କରାଯାଇଥାଏ | ୱେବ୍ ଆପ୍ଳିକେସନ୍ ଇନ୍ଟରନେଟ୍ରେ ଆସିବା ପୂର୍ବରୁ ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରାଯାଏ | ଯେଉଁ ସମସ୍ୟା ଗୁଡିକର ସମାଧାନ କରାଯାଏ ସେଗୁଡିକ ମୁଖ୍ୟତଃ ହେଲା ୱେବ୍ ଆପ୍ଳିକେସନ କିମ୍ବା ୱେବ୍ ସାଇଟ୍ କିପରି ଦେଖାଯାଉଛି, ବିଭିନ୍ନ ପ୍ରକାର ଅପରେଟିଂ ସିଷ୍ଟମ୍ ଓ ବ୍ରାଉଜର୍ରେ କିପରି ଚାଲୁଛି, ଏକକାଳୀନ କେତେ ଲୋକଙ୍କୁ ସେବା ଯୋଗାଇ ପାରୁଛି ଇତ୍ୟାଦି |

ୱେବ୍ ଆପ୍ଳିକେସନର ଗୁଣବତ୍ତା[ସମ୍ପାଦନା]

ୱେବ୍ ଆପ୍ଳିକେସନର ସୁରକ୍ଷା[ସମ୍ପାଦନା]

ଆଧାର[ସମ୍ପାଦନା]