ୱିକିଆର୍ଟ
ଦେଖଣା
ୱିକି ଆର୍ଟ [୧][୨] (ପୂର୍ବତନ ୱିକି ପେନ୍ଟିଂ ) ଏକ ଅନ ଲାଇନ ବ୍ୟବାହାରକାରୀଙ୍କଦ୍ୱାରା ସମ୍ପାଦିତ ହେଇପାରୁଥିବା ଦ୍ରଷ୍ଟବ୍ୟ ଆର୍ଟ ଜ୍ଞାନକୋଷ । ଏହାର 2013 ମସିହାର ବିତ୍ତୀୟ ରିପୋର୍ଟ [୩]ଅନୁସାରେ ଏହି ସାଇଟ 2013 ରୁ[୪] ଅନ ଲାଇନ ରହିଛି । ସେଥିରେ ଜୁନ 2012 ସୁଦ୍ଧା[୫] 75,000 ପେଣ୍ଟିଂ ରହିଥିବାର ପ୍ରକାଶ । 2013 ଫେବ୍ରୁୟାରୀ ସୁଦ୍ଧା ଏହି ସାଇଟର କାର୍ଯ୍ୟକାରିତା ଆହୁରି ଗଠନମୂଳକ ସ୍ତରରେ ଥିଲା । ଏହି ସାଇଟର ଉନ୍ନୟନକାରୀମାନେ ଉକ୍ରେନରେ ଅବସ୍ଥିତ । .[୬]
ଆଧାର
[ସମ୍ପାଦନା]- ↑ "WikiPaintings: A Fantastic New Artist Resource". Archived from the original on 2013-05-13. Retrieved 2016-11-15.
- ↑ At Last: The World's Best Paintings, On Your Computer Screen Archived 2013-10-31 at the Wayback Machine. (Oprah Winfrey Life Lift)
- ↑ "ଆର୍କାଇଭ୍ କପି". Archived from the original on 2014-01-16. Retrieved 2016-11-15.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2014-01-16. Retrieved 2016-11-15.
{{cite web}}: Cite has empty unknown parameter:|1=(help) - ↑ WikiPaintings blog entry: We've reached the point of 75000 paintings Archived 2015-01-19 at the Wayback Machine.
- ↑ WikiPaintings blog: Financial Report 2012 Q1 Archived 2013-02-15 at the Wayback Machine. ("...our country (Ukraine) doesn’t support.
ବାହାର ଲିଙ୍କ
[ସମ୍ପାଦନା]- Wikiart - home page
- Socialtalents - internet projects development
| This art-related article is a stub. You can help Wikipedia by expanding it. |