୨୦୧୬ କବାଡି ବିଶ୍ୱ କପ

ଉଇକିପିଡ଼ିଆ‌ରୁ
(୨୦୧୬ କବାଡି ବିଶ୍ବ କପରୁ ଲେଉଟି ଆସିଛି)

୨୦୧୬ କବାଡି ବିଶ୍ୱ କପ, ସାଧାରଣ ଶୈଳୀର କବାଡି ପାଇଁ ତୃତୀୟ ବିଶ୍ୱ କପ , ବର୍ତ୍ତମାନ ଅକ୍ଟୋବର ୭ରୁ ୨୨ ମଧ୍ୟରେ ଭାରତର ଅହମଦାବାଦ ସହରରେ ଅନ୍ତର୍ଜାତିକ କବାଡି ମହାସଂଘ ଆନୁକୁଲ୍ୟରେ ଚାଲିଛି । ଏଥିରେ ବିଶ୍ୱର ୧୨ଟି ଦେଶ ଅଂଶ ଗ୍ରହଣ କରୁଛନ୍ତି । 

ଅଂଶଗ୍ରହଣକାରୀ ଦେଶ ସମୂହ [ସମ୍ପାଦନା]

Team Captain
 ଅଷ୍ଟ୍ରେଲିଆ କ୍ୟାମ୍ପବେଲ ବ୍ରାଉନ୍
 ବାଂଲାଦେଶ ମହମ୍ମଦ ଆରାଡୁଜାମାନ୍ ମୁନ୍ସି
 ଇଂଲଣ୍ଡ ସୋମେଶ୍ୱର କାଳିଆ
 ଭାରତ ଅନୁପ କୁମାର
 Iran ମିରାଜ୍ ଶେଖ୍
 ଜାପାନ ମାସାୟୁକି ଶିମୋକାୱା
 କେନିୟା ଡେଭିଡ ମୋସାମବାଇ
 ପୋଲାଣ୍ଡ ମିଚାଲ୍ ସ୍ପିକ୍ସ୍କୋ
 ଦକ୍ଷିଣ କୋରିଆ ଡୋଙ୍ଗ୍ ଜୁ ହଙ୍ଗ୍
 ଥାଇଲ୍ୟାଣ୍ଡ ଖୋମସାନ୍ ଥୋଙ୍ଗକମ୍
 ଆର୍ଜେଣ୍ଟିନା ଡେସକ୍ଲୋ ଏଲିୟସ୍
 United States ଟ୍ରାଇ ବେକନ୍
୨୦୧୬ ବିଶ୍ୱ କପ କବାଡିରେ ଅଂଶଗ୍ରହଣ କରିଥିବା ରାଷ୍ଟ୍ରମାନଙ୍କ ଅବସ୍ଥିତି ମାନଚିତ୍ର ରେ 

ପ୍ରାଙ୍ଗଣ [ସମ୍ପାଦନା]

ବର୍ତ୍ତମାନ ଚାଲିଥିବା ବିଶ୍ୱ କପ କବାଡି ଅହମଦାବାଦସ୍ଥିତ ନୂତନ ନିର୍ମିତ ଏକ ଆଭ୍ଯନ୍ତରୀଣ ଷ୍ଟାଡିୟମରେ ଚାଲିଛି ଯାହାକୁ 'ଆରେନା " ବୋଲି କୁହାଯାଇପାରେ । ୪୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବା ଏହି ଷ୍ଟାଡିଉମ କବାଡି ପାଇଁ ନିର୍ଧାରିତ ମାନକ ଅନୁସାରେ ନିର୍ମିତ .


ଅନ୍ତର୍ଜାତିକ ସ୍ତରାରେ କବାଡିର ସ୍ଥିତି 

ଭାରତରେ କବାଡି ବହୁ କାଳରୁ ପ୍ରଚଳିତ ଲୋକ କ୍ରୀଡ଼ା ଭାବରେ ରହିଥିବାବେଳେ , ଏହା କ୍ରମଶ ନିକଟବର୍ତୀ ଉପମହାଦେଶୀୟ ଦେଶ ସମୂହରେ ମଧ୍ୟ ଲୋକପ୍ରିୟ ହେବାକୁ ଲାଗିଲା । କ୍ରମେ ଏହା ବିଶ୍ୱର ସବୁ ପ୍ରାନ୍ତର ଦେଶ , ଇଂଲଣ୍ଡ , ଆମେରିକା , ଅଷ୍ଟ୍ରେଲିଆ , ଇରାନ , କୋରିଆ , ଜାପାନ , ଚୀନ , ଅର୍ଜେଣ୍ଟିନା ,ପୋଲାଣ୍ଡ  ଦେଶରେ ମଧ୍ୟ ଆଦୃତ ହେଲାଣି । ଏହା ଏକ ସରଲ ଖେଳ ହୋଇଥିଲେ ମଧ୍ୟ ବିଶେଷ ଆକର୍ଷଣୀୟ ହେଇଥାଏ ଓ ଏହା ଖେଳିବାକୁ  କୌଣସି ସ୍ୱତନ୍ତ୍ର ଉପକରଣର ଆବଶ୍ୟକତା ହେଇ ନ ଥାଏ । ଏହା ଯେ କୌଣସି ସମତୁଲ ପ୍ରାନ୍ତରରେ ଖେଳା ଯାଇପାରେ । 


ସଂକେତ ଚିତ୍ର [ସମ୍ପାଦନା]

ଏହି ବିଶ୍ୱ କପ ପାଇଁ ସଂକେତ ହିସାବରେ ଗିରନାରର ସିଂହ ଚିତ୍ର ଥାଇ ଏକ ସଂକେତ ବ୍ୟବହାର କରାଯାଉଛି । ଏହି ମାସ୍କଟ ଭରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ବିଜଯ ଗୋୟେଲଙ୍କଦ୍ୱାରା ୧୪ ସେପ୍ଟେମ୍ବର ୨୦୧୬ରେ ଉଦ୍ ଘାଟିତ ହେଇଥିଲା । 

ପ୍ରସାରଣ [ସମ୍ପାଦନା]

ଟେଲିଭିଜନ 
ଏହି ପ୍ରତୋଗୀତାକୁ ବିଶ୍ୱବ୍ୟାପି ଲୋକମାନେ ଦେଖିପାରିବାର ବ୍ୟବସ୍ଥା କରାଯାଇଛି । ପୃଥିବୀର ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ କ୍ରୀଡ଼ା ଚ୍ୟାନେଲ ଜରିଆରେ ଏହାର ଖେଳ ସବୁର ଜୀବନ୍ତ ପ୍ରସାରଣ କରାଯାଉଛି । 
ଦେଶ  ପ୍ରସାରଣକର୍ତା 
 India Star Sports
 United Kingdom Sky Sports
 United States Fox Sports
 Canada Commonwealth Broadcasting Network
ଛାଞ୍ଚ:Country data KSA OSN Sports
 Latin America ESPN
Online hotstar.com

ଖେଳସୁଚି[ସମ୍ପାଦନା]

Pool A Pool B
 India

 Bangladesh
 England
 Australia
 South Korea
 Argentina

 Iran

 United States
 Poland
 Kenya
 Thailand
 Japan

ଗ୍ରୁପ ସ୍ତର [ସମ୍ପାଦନା]

ପଏଣ୍ଟନିୟମ 

ଜିତିଳେ  ୫ ପଏଣ୍ଟ
ଡ୍ର  ୩ପଏଣ୍ଟ
ହାରିଲେ ( ୭ ପଏଣ୍ଟ  ବା 

 କମ )

୧ ପଏଣ୍ଟ
ହାରିଲେ ( ୭ ପଏଣ୍ଟରୁ ବେଶୀ )) ୦ ପଏଣ୍ଟ

Pool A[ସମ୍ପାଦନା]

Team Pld W D L SF SA SD Pts
 South Korea 5 5 0 0 256 148 108 25
 ଭାରତ 4 3 0 1 217 94 123 16
 Bangladesh 4 2 0 2 184 118 66 11
 England 4 2 0 2 172 161 11 10
 Australia 5 1 0 4 146 311 -165 5
 Argentina 4 0 0 4 135 278 -143 0
     Qualified for semifinals

Pool B[ସମ୍ପାଦନା]

Team Pld W D L SF SA SD Pts
 Iran 5 4 0 1 212 141 71 20
 Thailand 4 3 0 1 210 132 78 15
 Japan 4 2 0 2 139 127 12 11
 Kenya 4 2 0 2 151 161 -10 11
 Poland 5 2 0 3 211 206 5 11
 United States 4 0 0 4 85 241 -156 0

ଫାଇନାଲ [ସମ୍ପାଦନା]

ଆଧାର ସବୁ [ସମ୍ପାଦନା]


ବାହାର ଲିଙ୍କ [ସମ୍ପାଦନା]