ୟଦାଗିରିଗୁଟ୍ଟା ମନ୍ଦିର
Yadadri Temple | |
---|---|
![]() Lakshminarasimha Swamy Temple Gopuram | |
Religion | |
ସମ୍ବନ୍ଧତା | Hinduism |
District | Bhuvanagiri |
Location | |
ଅବସ୍ଥିତି | Bhongir |
ରାଜ୍ୟ | Telangana |
ଦେଶ | India |
Architecture | |
ପ୍ରକାର | Dravidian |
ୟଦାଗିରିଗୁଟ୍ଟା ଯାଦଦ୍ରି ନାମରେ ମଧ୍ୟ ପରିଚିତ ,[୧] ଭାରତୀୟ ରାଜ୍ୟ ତେଲେଙ୍ଗନାର ଯଦାଗିରି ଭୁବନଗିରି ଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ଏକ ପାହାଡ ଉପରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ଆରାଧ୍ୟ ଦେବତା ଭାବରେ ପୂଜିତ ହୁଅନ୍ତି ।
ଇତିହାସ [ସମ୍ପାଦନା]
ସନ୍ଥ ଯାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର 3 ତୀ ଅବତାରରେ ଦର୍ଶନା ଦେବାକୁ ତପସ୍ୟା କରିଥିଲେ । ସେ ଭଗବାନଙ୍କୁ ଜ୍ୱାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ଯୋଗାଣନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ । ତାଙ୍କ ନାମାନୁସାରେ ଏଠାରେ ଲକ୍ଷ୍ମୀ ନର ସିଂହ ଦେବା ମନ୍ଦିର ନିର୍ମିତ ହେଲା ଓ ସ୍ଥାନକୁ ୟଦାଗିରି କୁହାଗଲା । ଏଠାରେ ଏକ ବିଶାଳ ଗୁମ୍ଫା ରହିଛି । କୁହାଯାଏ ଭକ୍ତ ନିଷ୍ଠାର ସହ ଏଠାରେ ଯାହା ମାଗିଲେ ନିଶୟ ମନୋସ୍କାମନା ପୂର୍ଣ ହେଇଥାଏ । [୨][୩]
ମନ୍ଦିରର ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ସରକାରଙ୍କ ତରଫରୁ କରାଯାଉଛି । t.[୪]
ଯାତାୟତ [ସମ୍ପାଦନା]
ହାଇଦରାବାଦ ସହରରୁ ଏହାର ଦୁରତ୍ୱ 60 କିଲୋମିଟର । ଏଠାକୁ ରେଳ ଓ ରାଜପଥ ସଂଯୋଗ ଉତ୍ତମ ଭାବରେ ରହିଛି । ଏହାର ନିକଟସ୍ଥ ରେଳ ଷ୍ଟେସନ ରାଜଗିରି । ହାଇଡେରାବାଦଠାରୁ ଏକ ରାଜପଥ ରାଜଗିରିକୁ ପରିବର୍ଧିତ ହେବ ।[୫]
ଆଧାର [ସମ୍ପାଦନା]
- ↑ http://www.deccanchronicle.com/150306/nation-current-affairs/article/yadagirigutta-now-renamed-yadadri
- ↑ | Spiritual India Handbook By Stephen Knapp
- ↑ | History of the Cult of Narasimha in Telangana, Andhra Pradesh
- ↑ http://www.deccanchronicle.com/150901/nation-current-affairs/article/yadadri-temple-layout-finalised
- ↑ http://timesofindia.indiatimes.com/city/hyderabad/Prabhus-boost-to-KCRS-temple-tourism-dream/articleshow/51148156.cms
ବାହାର ଲିଙ୍କ[ସମ୍ପାଦନା]
- www.yadagirigutta.co.in - Official site