Jump to content

ୟଦାଗିରିଗୁଟ୍ଟା ମନ୍ଦିର

ଉଇକିପିଡ଼ିଆ‌ରୁ
Yadadri Temple
Bhongir town
Lakshminarasimha Swamy Temple Gopuram
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictBhuvanagiri
Location
ସ୍ଥାନBhongir
StateTelangana
CountryIndia
Architecture
TypeDravidian
Also visit Bhongir Fort, which Asia's second biggest mountain with single stone elephant shaped about 600 m height

ୟଦାଗିରିଗୁଟ୍ଟା   ଯାଦଦ୍ରି ନାମରେ ମଧ୍ୟ ପରିଚିତ ,[] ଭାରତୀୟ ରାଜ୍ୟ ତେଲେଙ୍ଗନାର ଯଦାଗିରି ଭୁବନଗିରି ଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ଏକ ପାହାଡ ଉପରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ଆରାଧ୍ୟ ଦେବତା ଭାବରେ ପୂଜିତ ହୁଅନ୍ତି । 

ଇତିହାସ 

[ସମ୍ପାଦନା]

 ସନ୍ଥ ଯାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର 3 ତୀ ଅବତାରରେ ଦର୍ଶନା ଦେବାକୁ ତପସ୍ୟା କରିଥିଲେ । ସେ ଭଗବାନଙ୍କୁ ଜ୍ୱାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ଯୋଗାଣନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ । ତାଙ୍କ ନାମାନୁସାରେ ଏଠାରେ ଲକ୍ଷ୍ମୀ ନର ସିଂହ ଦେବା ମନ୍ଦିର ନିର୍ମିତ ହେଲା ଓ ସ୍ଥାନକୁ ୟଦାଗିରି କୁହାଗଲା । ଏଠାରେ ଏକ ବିଶାଳ ଗୁମ୍ଫା ରହିଛି । କୁହାଯାଏ ଭକ୍ତ ନିଷ୍ଠାର ସହ ଏଠାରେ ଯାହା ମାଗିଲେ ନିଶୟ ମନୋସ୍କାମନା ପୂର୍ଣ ହେଇଥାଏ । [][]

ମନ୍ଦିରର ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ସରକାରଙ୍କ ତରଫରୁ କରାଯାଉଛି । t.[]

Hillock of Yadadri

ଯାତାୟତ 

[ସମ୍ପାଦନା]

ହାଇଦରାବାଦ ସହରରୁ ଏହାର ଦୁରତ୍ୱ 60 କିଲୋମିଟର । ଏଠାକୁ ରେଳ ଓ ରାଜପଥ ସଂଯୋଗ ଉତ୍ତମ ଭାବରେ ରହିଛି । ଏହାର ନିକଟସ୍ଥ ରେଳ ଷ୍ଟେସନ ରାଜଗିରି । ହାଇଡେରାବାଦଠାରୁ ଏକ ରାଜପଥ ରାଜଗିରିକୁ ପରିବର୍ଧିତ ହେବ ।[] 

ଆଧାର 

[ସମ୍ପାଦନା]


ବାହାର ଲିଙ୍କ

[ସମ୍ପାଦନା]

ଛାଞ୍ଚ:Hindu Temples in Telangana