ହୋମି ଜାହାଙ୍ଗୀର ଭାବା
Jump to navigation
Jump to search
![]() ହୋମି ଜାହାଙ୍ଗୀର ଭାବା | |
ଜନ୍ମ ଓ ଜନ୍ମସ୍ଥାନ | ହୋମି ଜାହାଙ୍ଗୀର ଭାବା ୩୦ ଅକ୍ଟୋବର ୧୯୦୯ ବମ୍ବେ, British India (present-day India) |
ମୃତ୍ୟୁ | ୨୪ ଜାନୁଆରୀ ୧୯୬୬ | (ବୟସ ୫୬)
ନୁଆ ଦିଲ୍ଲୀ, ଭାରତ | |
ନାଗରିକତା | ଭାରତ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପରମାଣୁ ଭୋତିକ |
ହୋମି ଜାହଙ୍ଗୀର ଭାବା (୩୦ ଅକ୍ଟୋବର ୧୯୦୯ - ୨୪ ଜାନୁଆରୀ ୧୯୬୬) ଜଣେ ପରମାଣୁ ବିଜ୍ଞାନୀ ଥିଲେ । ହୋମିଙ୍କ ଜନ୍ମ ୧୯୦୯ ମସିହାରେ ବମ୍ବେ ପ୍ରେସିଡେନ୍ସୀରେ ହୋଇଥିଲା । ବିଶିଷ୍ଟ ଶିଲ୍ପପତି ଟାଟାଜୀଙ୍କର ସଂପର୍କୀୟ ପରିବାରରେ ଜନ୍ମ ହୋଇଥିଲା।
ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |