ହେଲସିଙ୍କି ସାମ୍ବା କାର୍ନିଭାଲ
ଦେଖଣା
ହେଲସିଙ୍କି ସାମ୍ବା କାର୍ନିଭାଲ ଏକ ବାର୍ଷିକ ସାମ୍ବା କାର୍ନିଭାଲ ଯାହା ଫିନଲାଣ୍ଡର ରାଜଧାନୀ ହେଲସିଙ୍କିରେ 1991ରୁ ହେଇଆସୁଛି ।
ଏହି କାର୍ନିଭାଲ ପ୍ରତିବର୍ଷ ମଇ ମାସର ପ୍ରଥମ ତୋ ମଧ୍ୟ ଯାଏ ସପ୍ତାହ ଶେଷରେ ହେଇଥାଏ । ଏହା ଫିନଲାଣ୍ଡର ଜାତୀୟ ଦିବସ ମେ ୧୨ ନିକଟ ସମୟରେ ହୁଏ । ଋଓ କାର୍ନିଭାଲ ପରି ଏହା ଜାନୁୟାରୀରୁ ମାର୍ଚ ମଧ୍ୟରେ ହେଇ ପାରେ ନାହିଁ , କାରଣ ସେହି ସମୟରେ ଫିନଲାଣ୍ଡରେ ତାପମାନ ଖୁବ କମ ରହି ବରଫପାତ ହେଇଥାଏ ।
ଇତିହାସ
[ସମ୍ପାଦନା]ଏହି ଫେଷ୍ଟିଭାଲର ନିଜର କଉଣଶି ଏଇତିହାସିକ ପୃଷ୍ଠଭୂମି ନାହିଁ । ତେବେ ଏହା ବ୍ରାଜିଲ ଦେଶର ଋଓ ସହରରେ ହଉଥିବା ସମପରକାର ଉତ୍ଶାବଦ୍ୱାରା ପ୍ରେରିତ । ୨୦୦୭ ମସିହାରେ ଫିନଲାଣ୍ଡର ରାଷ୍ଟ୍ରପତି ତରଜା ହାଲୋନେନ ସେହି ଉତ୍ସବରେ ଭାଗନେଇଥିଲେ । ଏହି ଫେଷ୍ଟିଭାଲ ଫିନ୍ନିସ ସମ୍ବା ସ୍କୁଲ ଆସୋସିଏସନଦ୍ୱାରା ସଂଗଠିତ ହେଇଥାଏ ।
ଗ୍ୟାଲେରି
[ସମ୍ପାଦନା]-
Samba wagon from Império do Papagaio at Helsinki Samba Carnaval 2016
-
Egyptian mummy samba dancers from União da Roseira at Helsinki Samba Carnaval 2016
-
Sambic at Helsinki Samba Carnaval 2016
-
Golden samba dancers from Samba Carioca at Helsinki Samba Carnaval 2016