ହୃଷୀକେଶ କାନିତକର
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Hrishikesh Hemant Kanitkar | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ୧୪ ନଭେମ୍ବର ୧୯୭୪ Pune, Maharashtra | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
| ସମ୍ପର୍କୀୟ | Hemant Kanitkar (father) | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 224) | December 26, 1999 v Australia | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | January 2, 2000 v Australia | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 109) | December 7, 1997 v Sri Lanka | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | January 30, 2000 v Australia | |||||||||||||||||||||||||||||||||||||||||||||||||||||||||||||||||
| ଦିନିକିଆ ଜାମା ନମ୍ବର | 14 | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: [୧], February 20, 2016 | ||||||||||||||||||||||||||||||||||||||||||||||||||||||||||||||||||
ହୃଷୀକେଶ ହେମନ୍ତ କାନିତକର
pronunciation (help·info) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ପୁନେ ସହର ରେ1974 ମସିହାରେ ଜନ୍ମଗ୍ରହଣ କରିଥିଲେ ।
ସେ ଜଣେ ବାମ ହାତୀ ବେତ୍ସ୍ମେନ ହେବା ସହ ଜଣେ ଉପଯୋଗୀସ୍ପିନ ବୋଲର ମଧ୍ୟ ଥିଲେ । .[୧] ଅବସର ନେବା ବେଳ ଶୁଦ୍ଧା ସେ ରଣଜୀ ଟ୍ରଫିରେ 8000ରୁ ଉର୍ଦ୍ଧ ରନ କରିଥିଲେ । [୨][୩]
ସେ 100ଟି ରଣଜୀ ମେଚ ଖେଳିବାରେ ଭାରତର 27 ତମ ଖେଳାଳି । [୪][୫][୬]
2015 ମସିହାରେ ସେ ସକ୍ରିୟ କ୍ରିକେଟରୁ ଅବସର ନେଇଥିଲେ । [୭]
ଆନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ହୃଷୀକେଶ ଖୁବ କମ ଅନ୍ତର୍ଜାତିକ ମେଚ ଖେଳିବାର ସୁଯୋଗ ପାଇଥିଲେ॰ 1999/2000ରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ 2ଟି ଟେଷ୍ଟ ଖେଳିଥିଲେ । ସେଠାରେ ଭଲ ପ୍ରଦର୍ଶନ କରି ନ ପଡ଼ିବାରୁ ଆଉ ଟେଷ୍ଟ ଖେଳି ନଥିଲେ । ଢାକାଠାରେ ପାକିସ୍ତାନ ବିରୁଦ୍ଧ ମେଚରେ ସେ ଶେଷ ବଲରେ ଚଉକା[୧] ମାରି ଦଳକୁ ଜିତାଇ ଥିବା ମେଚ ପାଇଁ ସେ ଦର୍ଶକଙ୍କ ମନରେ ସ୍ମରଣୀୟ ରହିଛନ୍ତି ।
କୋଚିଙ୍ଗ
[ସମ୍ପାଦନା]ସେ ଆଇପିଏଲ ପାଇଁ କୋଚି ଦଳର କୋଚ ଭାବରେ ନିଯୁକ୍ତ ହେଇଥିଲେ ମଧ୍ୟ ତାହାକୁ ମାଲିକ ନାନକ ମଧ୍ୟରେ ବିବାଦ କାରଣରୁ ତ୍ୟାଗ କରିଥିଲେ । 2015/16 ପାଇଁ ସେ ଗୋଆ ରଣଜୀ ଦଳର ମୁଖ୍ୟ କୋଚ ରହିଥିଲେ । [୮]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ହୃଷୀକେଶ ପୂର୍ବତନ ଭାରତୀୟ ଖେଳାଳି ହେମନ୍ତ କାନିତକରଙ୍କ ପୁତ୍ର । ହେମନ୍ତ ଭାରତ ପାଇଁ 2ଟି ଟେଷ୍ଟ 1974 ମସିହାରେ ଖେଳିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Hrishikesh Kanitkar on Cricinfo
- ↑ Peshwas and Puneri snacks
- ↑ India 'A' - a slow day on a slow pitch
- ↑ Yes, but is he lucky
- ↑ Kanitkar 'humbled' to be in final again
- ↑ A triumph to savour for Kanitkar
- ↑ "Hrishikesh Kanitkar retires from cricket". ESPNcricinfo. 1 ଜୁଲାଇ 2015. Retrieved 1 ଜୁଲାଇ 2015.
- ↑ Kanitkar joins Goa as coach