ହୀରା
| ହୀରା | |
|---|---|
The strange octahedral shape of this diamond is normal. | |
| General | |
| Category | Native Minerals |
| Formula (repeating unit) | C |
| Strunz classification | 01.CB.10a |
| Identification | |
| Formula mass | ୧୨.୦୧g·mol-1 |
| Color | Typically yellow, brown or gray to colorless. Less often blue, green, black, translucent white, pink, violet, orange, purple and red. |
| Crystal habit | Octahedral |
| Crystal system | Isometric-Hexoctahedral (Cubic) |
| Cleavage | 111 (perfect in four directions) |
| Fracture | Conchoidal (shell-like) |
| Mohs scale hardness | 10 |
| Luster | Adamantine |
| Streak | Colorless |
| Diaphaneity | Transparent to subtransparent to translucent |
| Specific gravity | ୩.୫୨±୦.୦୧ |
| Density | 3.5–୩.୫୩g/cm3 |
| Polish luster | Adamantine |
| Optical properties | Isotropic |
| Refractive index | 2.418 (at 500 nm) |
| Birefringence | None |
| Pleochroism | None |
| Dispersion | 0.044 |
| Melting point | Pressure dependent |
| References | [୧][୨] |
ହୀରା ଅଙ୍ଗାରକ ପରମାଣୁମାନଙ୍କର ଏକ ପୁନର୍ବିନ୍ୟାସ ଅଟେ । ଗୋଟିଏ ପ୍ରକାରର ବସ୍ତୁମାନଙ୍କ ମଧ୍ୟରେ ହୀରା ହେଉଛି ସବୁଠୁ କଠିନ । ସେଥିପାଇଁ ଅନେକ ଶିଳ୍ପରେ ହୀରାକୁ କାଟିବା ଏବଂ ଚିକ୍କଣ କରିବାରେ ବ୍ୟବହାର କରାଯାଏ । ଅନେକ ହୀରା ସ୍ୱଚ୍ଛ ଥିବାବେଳେ କିଛି ହଳଦିଆ, ଲାଲ୍, ନୀଳ, ସବୁଜ ଓ ଗୋଲାପୀ ପରି ରଙ୍ଗୀନ ହୋଇଥାଏ । ବଡ଼ ହୀରାଗୁଡ଼ିକ ବିରଳ ଓ ଦାମୀ । ହୀରା ଅତ୍ୟନ୍ତ କଠିନ ଓ ଭଲ ଆଲୋକ ବିଚ୍ଛୁରଣ କରୁଥିବାରୁ ବହୁତ ଉପଯୋଗୀ । ଉଭୟ ପ୍ରାକୃତିକ ଓ କୃତ୍ରିମ ହୀରା ଉପଲବ୍ଧ । ପୃଥିବୀ ପ୍ରାକୃତିକ ହୀରା ତିଆରି କରେ । ମଣିଷ କୃତ୍ରିମ ହୀରା ତିଆରି କରେ । ମଣିଷ ଜାଣିଥିବା ସବୁଠାରୁ କଠିନ ପ୍ରାକୃତିକ ବସ୍ତୁ ହେଉଛି ହୀରା ।
ଗ୍ରାଫାଇଟ୍, କୋଇଲା ପରି ହୀରା ମଧ୍ୟ ବିଶୁଦ୍ଧ ଅଙ୍ଗାରକରୁ ତିଆରି । କିନ୍ତୁ ହୀରା ଅତ୍ୟନ୍ତ କଠିନ ଓ ସ୍ପଟିକ ଭାବେ ଉପଲବ୍ଧ ।
ହୀରାର ସୌନ୍ଦର୍ଯ୍ୟ ଯୋଗୁ ଏହା ଅଳଙ୍କାର ଭାବେ ମଧ୍ୟ ବ୍ୟବହୃତ ହୁଏ ।
ହୀରା ବିଦ୍ୟୁତ୍ କୁପରିବାହୀ କିନ୍ତୁ ତାପ ପରିବାହୀ ଅଟେ ।
ପୃଥିବୀ ଗହ୍ୱରରେ ପ୍ରବଳ ଚାପ ଓ ତାପଦ୍ୱାରା ହୀରା ତିଆରି ହୁଏ । ଅତି ଚାପ ଓ ତାପ ଯୋଗୁ ଏହା ତରଳରେ ପରିଣତ ହୋଇ ଆଗ୍ନେୟ ଉଦ୍ଗିରଣରେ ଭୂପୃଷ୍ଠକୁ ଆସେ ଓ ହୀରା ସ୍ପଟିକରେ ପରିଣତ ହୁଏ । (ତେଣୁ ହୀରା ଏକ ଆଗ୍ନେୟ ଶିଳା ।) ବେଳେବେଳେ ମାଗ୍ମା ସହିତ ହୀରା ଅଗ୍ନେୟଗିରିର ଉପରକୁ ଚାଲିଆସେ । ଆଗ୍ନେୟ ଉଦ୍ଗିରଣର ଅନେକ ଦିନ ପରେ ଲୋକେ ହୀରା ପାଆନ୍ତି । କେତେବେଳେ ହୀରା ଭୂମି ଉପରେ ମଧ୍ୟ ମିଳେ । କିନ୍ତୁ ଦକ୍ଷିଣ ଆଫ୍ରିକା ପରି ସ୍ଥାନରେ ଖଣି ଖୋଳିଲା ପରେ ହୀରା ମିଳେ । ହୀରା ପ୍ରଥମେ ଭାରତରେ ମିଳିଥିଲା ।
ଆଧାର
[ସମ୍ପାଦନା]ଅନ୍ୟ ୱେବ୍ସାଇଟ୍
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Diamonds-ସମ୍ପର୍କିତ ମିଡ଼ିଆ- Properties of diamond: Ioffe database
- Interactive structure of bulk diamond (Java applet)
- Epstein, Edward Jay (1982). The diamond invention Archived 2021-02-11 at the Wayback Machine. (Complete book, includes "Chapter 20: Have you ever tried to sell a diamond?")
- "A Contribution to the Understanding of Blue Fluorescence on the Appearance of Diamonds" Archived 2009-03-04 at the Wayback Machine.. (2007) Gemological Institute of America (GIA)
- Tyson, Peter (November 2000). "Diamonds in the Sky". Retrieved March 10, 2005.