ହି‌ଗ୍‌ସ୍‌ ବୋଷନ

ଉଇକିପିଡ଼ିଆ‌ରୁ


ହି‌ଗ୍‌ସ୍‌ ବୋଷନ
ହି‌ଗ୍‌‌ସ‌୍ ବୋଷନର ଉପସ୍ଥିତିର ଆଭାସ ମିଳୁଛି । ଦୁଇଟି ପ୍ରୋଟୋନ ମଧ୍ୟରେ ଧକ୍କା ପରେ, ଏହା ସାଙ୍ଗେ ସାଙ୍ଗେ ଦୁଇଟି ହଡ୍ରୋନ ଜେଟ୍ ଓ ଦୁଇଟି ଇଲେକ୍‌ଟୋ‌ନ୍ ଭାବେ କ୍ଷୟ ହେଉଛି ।.[୧]
ଗଠନମୌଳିକ କଣିକା (Elementary particle)
ପରିସଂଖ୍ୟାନବୋଷୋନିକ (Bosonic)
ପ୍ରତୀକH0
ଆବିଷ୍କାରଜୁଲାଇ ୪ , ୨୦୧୨ (ଆନୁମାନିକ)

ହି‌ଗ୍‌ସ୍‌ ବୋଷନ ବା ହି‌ଗ୍‌ସ୍‌ କଣିକା ହେଉଛି , କଣିକା-ଭୌତିକ ବିଜ୍ଞାନ (particle physics)ରେ ବ୍ୟବହୃତ ଏକ ମୌଳିକ କଣିକା । ତତ୍ତ୍ୱିକ ଗବେଷଣାଦ୍ୱାରା ଏହାର ଉପସ୍ଥିତି ଜଣାପଡେ । ବର୍ତ୍ତମାନ ବିଶାଳ ହାର୍ଡୋନ କୋଲାଇଡ଼ରଦ୍ୱାରା ଏହାର ଉପସ୍ଥିତି ଜାଣିବା ପାଇଁ ଚେଷ୍ଟା ଚାଲିଛି ।

ଇତିହାସ[ସମ୍ପାଦନା]

ତତ୍ତ୍ୱିକ ଧର୍ମ[ସମ୍ପାଦନା]

ଉତ୍ପାଦନ[ସମ୍ପାଦନା]

କ୍ଷୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Note that such events also occur due to other processes. Detection involves a statistically significant excess of such events at specific energies.

ବାହାର ତଥ୍ୟ[ସମ୍ପାଦନା]


ଅଧିକ ପଢନ୍ତୁ[ସମ୍ପାଦନା]