ହିଲାରୀ କ୍ଲିଣ୍ଟନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Hillary Clinton
Hillary Clinton official Secretary of State portrait crop.jpg
67th United States Secretary of State
In office
January 21, 2009 – February 1, 2013
ରାଷ୍ଟ୍ରପତି Barack Obama
Deputy James Steinberg
William Joseph Burns
ପୂର୍ବ ଅଧିକାରୀ Condoleezza Rice
ପର ଅଧିକାରୀ John Kerry
United States Senator
from New York
In office
January 3, 2001 – January 21, 2009
ପୂର୍ବ ଅଧିକାରୀ Daniel Patrick Moynihan
ପର ଅଧିକାରୀ Kirsten Gillibrand
First Lady of the United States
In role
January 20, 1993 – January 20, 2001
ରାଷ୍ଟ୍ରପତି Bill Clinton
ପୂର୍ବ ଅଧିକାରୀ Barbara Bush
ପର ଅଧିକାରୀ Laura Bush
First Lady of Arkansas
In role
January 11, 1983 – December 12, 1992
ରାଜ୍ୟପାଳ Bill Clinton
ପୂର୍ବ ଅଧିକାରୀ Gay Daniels White
ପର ଅଧିକାରୀ Betty Tucker
In role
January 9, 1979 – January 19, 1981
ରାଜ୍ୟପାଳ Bill Clinton
ପୂର୍ବ ଅଧିକାରୀ Barbara Pryor
ପର ଅଧିକାରୀ Gay Daniels White
Personal details
ଜନ୍ମ Hillary Diane Rodham
ଅକ୍ଟୋବର ୨୬, ୧୯୪୭ (1947-10-26) (୬୯ ବର୍ଷ)
Chicago, Illinois, U.S.
ରାଜନୀତିକ ଦଳ Republican (before 1968)
Democratic (1968–present)
ଜୀବନ ସାଥୀ Bill Clinton (ବିବାହ 1975–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Bill Clinton to ହିଲାରୀ କ୍ଲିଣ୍ଟନ" Location: (linkback://or.wikipedia.org/wiki/%E0%AC%B9%E0%AC%BF%E0%AC%B2%E0%AC%BE%E0%AC%B0%E0%AD%80_%E0%AC%95%E0%AD%8D%E0%AC%B2%E0%AC%BF%E0%AC%A3%E0%AD%8D%E0%AC%9F%E0%AC%A8)
ସନ୍ତାନ Chelsea
ଶିକ୍ଷାନୁଷ୍ଠାନ Wellesley College
Yale University
ଦସ୍ତଖତ
ୱେବସାଇଟ ମୁଖ୍ୟ ୱେବସାଇଟ

ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ /ˈhɪləri dˈæn ˈrɒdəm ˈklɪntən/( ଜନ୍ମ ଅକ୍ଟୋବେର ୨୬,୧୯୪୭)ଜଣେ ଆମେରିକୀୟ ରାଜନେତ୍ରୀ,ଯିଏକି ଯୁକ୍ତ ରାଷ୍ଟ୍ର ଆମେରିକା ର ୬୭ତମ ରାଜ୍ୟ ସଚିବ ରୂପେ ୨୦୦୯ ରୁ ୨୦୧୩ ଯାଏଁ ,ନିଉୟର୍କ ରୁ ଯୁକ୍ତରାଷ୍ଟ୍ର ର୍ ଆଧିସଭ୍ୟ ରୂପେ ଓ୧୯୯୩ ରୁ ୨୦୦୧ ମଧ୍ୟରେ ଯୁକ୍ତରାଷ୍ଟ୍ର ର୍ ପ୍ରଥମ ମହିଳା ଥିଲେ।ସେ ୨୦୧୬ ନିର୍ବାଚନ ରେ Democratic party ତରଫ ରୁ ଯୁକ୍ତରାଷ୍ଟ୍ର ର ରାଷ୍ଟ୍ରପତି ପଦବୀ ପାଇଁ ଲଢ଼ିଥିଲେ।

ବାଲ୍ୟ ଜୀବନ ଓ ପାଠପଢା[ସମ୍ପାଦନା]

ବାଲ୍ୟ ଜୀବନ

ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ ଅକ୍ଟୋବେର ୨୬,୧୯୪୭ ରେ ଚିକାଗୋ ସହର ସ୍ଥିତ ଏଜ ୱାଟର ଚିକିତ୍ସାଳୟ ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୫ ରେ କ୍ଲିଣ୍ଟନ ଦାବି କରିଥିଲେ ଯେ ତାଙ୍କ ମା sir Edmund Hillary ଙ୍କ ନାମନୁଯାୟୀ ତାଙ୍କୁ ନାମିତ କରିଥିଲେ। ୱେଲେସ୍ଲି ମହାବିଦ୍ୟାଳୟ

ୟେଲ ଆଇନ ମହାବିଦ୍ୟାଳ ଏବଂ ସ୍ନାତକୋତ୍ତର ପାଠପଢା