ହିଲାରୀ କ୍ଲିଣ୍ଟନ

ଉଇକିପିଡ଼ିଆ‌ରୁ
Hillary Clinton
67th United States Secretary of State
କାର୍ଯ୍ୟକାଳ
January 21, 2009 – February 1, 2013
ରାଷ୍ଟ୍ରପତିBarack Obama
DeputyJames Steinberg
William Joseph Burns
ପୂର୍ବ ଅଧିକାରୀCondoleezza Rice
ପର ଅଧିକାରୀJohn Kerry
United States Senator
from New York
କାର୍ଯ୍ୟକାଳ
January 3, 2001 – January 21, 2009
ପୂର୍ବ ଅଧିକାରୀDaniel Patrick Moynihan
ପର ଅଧିକାରୀKirsten Gillibrand
First Lady of the United States
In role
January 20, 1993 – January 20, 2001
ରାଷ୍ଟ୍ରପତିBill Clinton
ପୂର୍ବ ଅଧିକାରୀBarbara Bush
ପର ଅଧିକାରୀLaura Bush
First Lady of Arkansas
In role
January 11, 1983 – December 12, 1992
ରାଜ୍ୟପାଳBill Clinton
ପୂର୍ବ ଅଧିକାରୀGay Daniels White
ପର ଅଧିକାରୀBetty Tucker
In role
January 9, 1979 – January 19, 1981
ରାଜ୍ୟପାଳBill Clinton
ପୂର୍ବ ଅଧିକାରୀBarbara Pryor
ପର ଅଧିକାରୀGay Daniels White
ବ୍ୟକ୍ତିଗତ ସବିଶେଷ
ଜନ୍ମ
Hillary Diane Rodham

(1947-10-26) ୨୬ ଅକ୍ଟୋବର ୧୯୪୭ (ବୟସ ୭୬)
Chicago, Illinois, U.S.
ରାଜନୀତିକ ଦଳRepublican (before 1968)
Democratic (1968–present)
ଜୀବନ ସାଥୀ
(m. ୧୯୭୫)
ସନ୍ତାନChelsea
ଶିକ୍ଷାନୁଷ୍ଠାନWellesley College
Yale University
ସନ୍ତକ
ୱେବସାଇଟOfficial website

ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ/ˈhɪləri dˈæn ˈrɒdəm ˈklɪntən/( ଜନ୍ମ ଅକ୍ଟୋବେର ୨୬,୧୯୪୭)ଜଣେ ଆମେରିକୀୟ ରାଜନେତ୍ରୀ,ଯିଏକି ଯୁକ୍ତ ରାଷ୍ଟ୍ର ଆମେରିକାର ୬୭ତମ ରାଜ୍ୟ ସଚିବ ରୂପେ ୨୦୦୯ରୁ ୨୦୧୩ ଯାଏଁ ,ନିଉୟର୍କରୁ ଯୁକ୍ତରାଷ୍ଟ୍ର ର୍ ଆଧିସଭ୍ୟ ରୂପେ ଓ୧୯୯୩ରୁ ୨୦୦୧ ମଧ୍ୟରେ ଯୁକ୍ତରାଷ୍ଟ୍ର ର୍ ପ୍ରଥମ ମହିଳା ଥିଲେ।ସେ ୨୦୧୬ ନିର୍ବାଚନରେ Democratic party ତରଫରୁ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ପଦବୀ ପାଇଁ ଲଢ଼ିଥିଲେ।

ବାଲ୍ୟ ଜୀବନ ଓ ପାଠପଢ଼ା[ସମ୍ପାଦନା]

ବାଲ୍ୟ ଜୀବନ

ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ ଅକ୍ଟୋବେର ୨୬,୧୯୪୭ରେ ଚିକାଗୋ ସହରସ୍ଥିତ ଏଜ ୱାଟର ଚିକିତ୍ସାଳୟରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୫ରେ କ୍ଲିଣ୍ଟନ ଦାବି କରିଥିଲେ ଯେ ତାଙ୍କ ମା sir Edmund Hillaryଙ୍କ ନାମନୁଯାୟୀ ତାଙ୍କୁ ନାମିତ କରିଥିଲେ। ୱେଲେସ୍ଲି ମହାବିଦ୍ୟାଳୟ

ୟେଲ ଆଇନ ମହାବିଦ୍ୟାଳ ଏବଂ ସ୍ନାତକୋତ୍ତର ପାଠପଢ଼ା