ହିଲଦାମିତ ଲେପଚା
Appearance
ହିଲଦାମିତ ଲେପଚା | |
---|---|
Background information | |
ଜନ୍ମ | ୧୯୫୬ କାଲିମ୍ପୋଙ୍ଗ୍, ଦାର୍ଜିଲିଂ, ପଶ୍ଚିମ ବଙ୍ଗ |
ଶୈଳୀ | ଲୋକଗୀତ, ଦ୍ୱେତ ସଙ୍ଗୀତ |
ପେଷା | ଗାୟିକା |
ହିଲଦାମିତ ଲେପଚା ଜଣେ ଭାରତୀୟ ଲୋକଗୀତ ଗାୟିକା, ଯିଏକି ଲେପଚା ଲୋକଗୀତର ଜଣେ ପ୍ରତିପାଦକ ।[୧] ୨୦୧୩ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।[୨][୩] ସେ ପାରମ୍ପାରିକ ଲେପଚା ବାଦ୍ୟଯନ୍ତ୍ର ସହିତ ଲେପଚା ଗୀତରେ ନିପୂଣା ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ହିଲଦାମିତ ଲେପଚା ୧୯୫୬ ମସିହାରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର କାଲିମ୍ପୋଙ୍ଗ୍ରେ ଜନ୍ମଗ୍ରହଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Sikkim: Padma Shri for Hildamit Lepcha". isikkim.com. Retrieved 27 April 2013.
- ↑ "Prez Presenting Padma Shri To Smt. Hildamit Lepcha". voiceofsikkim.com/. Archived from the original on 21 May 2013. Retrieved 27 April 2013.
- ↑ "Hildamit Lepcha". Edubilla.com (in ଇଂରାଜୀ). Retrieved 2023-03-14.
- ↑ "Prez gives away Padma awards". Deccan Herald (in ଇଂରାଜୀ). 2013-04-21. Retrieved 2023-03-14.