ହିଲଦାମିତ ଲେପଚା

ଉଇକିପିଡ଼ିଆ‌ରୁ
ହିଲଦାମିତ ଲେପଚା
Padmashree Award
୨୦ ଅପ୍ରେଲ ୨୦୧୩ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ହିଲଦାମିତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରୁଛନ୍ତି
Background information
ଜନ୍ମ୧୯୫୬
କାଲିମ୍ପୋଙ୍ଗ୍, ଦାର୍ଜିଲିଂ, ପଶ୍ଚିମ ବଙ୍ଗ
ଶୈଳୀଲୋକଗୀତ, ଦ୍ୱେତ ସଙ୍ଗୀତ
ପେଷାଗାୟିକା

ହିଲଦାମିତ ଲେପଚା ଜଣେ ଭାରତୀୟ ଲୋକଗୀତ ଗାୟିକା, ଯିଏକି ଲେପଚା ଲୋକଗୀତର ଜଣେ ପ୍ରତିପାଦକ ।[୧] ୨୦୧୩ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।[୨][୩] ସେ ପାରମ୍ପାରିକ ଲେପଚା ବାଦ୍ୟଯନ୍ତ୍ର ସହିତ ଲେପଚା ଗୀତରେ ନିପୂଣା ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହିଲଦାମିତ ଲେପଚା ୧୯୫୬ ମସିହାରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର କାଲିମ୍ପୋଙ୍ଗ୍‌ରେ ଜନ୍ମଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Sikkim: Padma Shri for Hildamit Lepcha". isikkim.com. Retrieved 27 April 2013.
  2. "Prez Presenting Padma Shri To Smt. Hildamit Lepcha". voiceofsikkim.com/. Archived from the original on 21 May 2013. Retrieved 27 April 2013.
  3. "Hildamit Lepcha". Edubilla.com (in ଇଂରାଜୀ). Retrieved 2023-03-14.
  4. "Prez gives away Padma awards". Deccan Herald (in ଇଂରାଜୀ). 2013-04-21. Retrieved 2023-03-14.