ହାୱା ମହଲ

ଉଇକିପିଡ଼ିଆ ରୁ
Jump to navigation Jump to search

Hawa Mahal
Front of the Hawa Mahal, Jaipur
Lua error in ମଡ୍ୟୁଲ:Location_map at line 502: Unable to find the specified location map definition. Neither "Module:Location map/data/Rajasthan" nor "Template:Location map Rajasthan" exists.
General information
Architectural styleRajput Architecture
ସହରJaipur
ଦେଶIndia
Coordinates26°55′25″N 75°49′36″E / 26.923611°N 75.826667°E / 26.923611; 75.826667
Completed1799
Technical details
Structural systemRed and pink sandstone
Design and construction
ClientMaharaja Sawai Pratap Singh
ଶିଳ୍ପୀLal Chand Ustad

ହାୱା ମହଲ  (English translation: "Palace of Winds" or "Palace of the Breeze") , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରରେ ଅବସ୍ଥିତ । ଲାଲ ଓ ନାରଙ୍ଗି ରାଗର ବଳିପଥରରେ ନିର୍ମିତ ଏହି ରାଜମହଳ ସହରର ମୁଖ୍ୟ ରାଜମହଳ ପାର୍ଶ୍ୱ  ରେ ମୁଖ୍ୟତ ରାଜପରିବାରର  ମହିଳା ମାନଙ୍କ ପାଇଁ ନିର୍ମିତ ହେଇଥିଲା । ଏଠାରେ ଉତ୍ଛ ପରଦା ଲାଗିଥିବା ପ୍ରାଚୀର ରହିଥିବାରୁ ମହିଳା ମାନେ ବାହାରକୁ ଦେଝି ପଡ଼ୁଥିବା ବେଳେ ବାହାରୁ ଭିତରକୁ ଦେଖା ଯାଇ ନ ଥାଏ । 

୧୮୭୫ ମସିହାରେ ହାୱା ମହଲର ଚିତ୍ର 

ମହାରାଜା ସୱାଇ ପ୍ରତାପ ସିଂହଙ୍କଦ୍ୱାରା ୧୭୯୯ ମସିହାରେ ଏହା ନିର୍ମିତ ହେଇଥିଲା । କ୍ଷେତ୍ରୀ  ମହଲର ଭାସ୍କର୍ଜ୍ୟରେ ଅନୁପ୍ରାଣିତ ହେଇ ସେ ଏହି ଢାଞ୍ଚାରେ ଏଇତିହାସିକ ହାୱା ମହଲ ନିର୍ମାଣ ଯୋଜନା କରିଥିଲେ । ଲାଲ ଚାନ୍ଦ ଉସ୍ତାଦ ନାମକ ଜଣେ ସ୍ଥପତ୍ୟକାର  ଙ୍କଦ୍ୱାରା କୃଷ୍ଣ  ଓ ଅନ୍ୟ ହିନ୍ଦୁ ଦେବା ଦେବୀଙ୍କ ସ୍ଥାପତ୍ୟ ମୂର୍ତି ସହ ଏହାକୁ ଡିଜାଇନ କରିଥିଲେ । ଏହି ମହଳର ଅନନ୍ୟ ଶୈଳୀ ଏପରି ଯେ ଏଠାରେ ୯୫୩ଟି ଝରକା ସବୁ ସୁବଦର ରଙ୍ଗୀନ କାଚ କାମ ହେଇ ନିର୍ମାଣ ହେଇଛି । ଝରକା ସବୁରେ ଜାଲି କମ ହେଇ ପରଦା ସବୁ ଲାଗିଥିବାରୁ ମୁକ୍ତ ବାୟୁ ଭିତରକୁ ଆସିଥାଏ । ଏଥିପାଇଁ ଏହି ମହଲକୁ ହାୱା ମହଲ ନାମକରଣ କର ଯାଇଥିଲା । ଗ୍ରୀଷ୍ମ କାଳରେ ଏହି ମହଲ ଶୀତତାପ ନିୟନ୍ତ୍ରିତ ଘର ପରି ଲାଗେ ।[୧][୨][୩]

୨୦୦୬ ମସିହାରେ ଏହି ମହଲର ବ୍ୟାପକ ଉନ୍ନୟନ କରାଯାଇ ୪5୫୬.୮ କୋଟି ଟଙ୍କା ଖର୍ଚ କରାଯାଇଥିଲା । ଇଉନିଟ ଟ୍ରଷ୍ଟ ଅଫ ଇଣ୍ଡିଆ ତରଫରୁ ଏହାର ଏଇତିହାସିକ ସ୍ଥାପତ୍ୟ କଳାର ରକ୍ଷଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଥିଲା । 

Architecture[ସମ୍ପାଦନା]

Detailed view of façade from the main road
Rear view with the two most ornate top storeys

ଏହି ମାହାଲଟି ପିରାମିଡ ଆକାରରେ ପାଞ୍ଚ ମହଲାରେ ତିଆରି ହେଇଛି । ସାମନା ପାଟରେ ଝରକା ସବୁରେ ରଙ୍ଗୀନ କାଚାକାମ ହେଇ ମହଲର ସୋଭା ବର୍ଧନ କରିଥାଏ । ଭିତର ଗୃହ ମାନଙ୍କୁ ବିଭିନ୍ନ ରଙ୍ଗର ମର୍ବଳ ପ୍ରସ୍ତର ଲଗା ଯାଇଥାଏ । ମହଲର ମଧ୍ୟ ଭାଗରେ ସନ୍ତରଣ ନିମନ୍ତେ ଜଳାଶୟ ଓ ଜଳର ଫାଉଣ୍ଟେନ ମଧ୍ୟ ରହିଛି । [୪] ଏହି ମହଲରେ ଫତେପୁର ସିକ୍ରିଠାରେ ପଞ୍ଚ ମହଲର କଳାକୃତି ସହ ସାମଞ୍ଜସ୍ୟ ରହିଥିବାର ଦେଖା ଯାଏ ।[୧][୫]

ହାୱା ମହଲରେ ଏକ ପ୍ରତ୍ନତତ୍ୱ ମିଉଜିଆମ ମଧ୍ୟ ଏହାର ମଧ୍ୟ ଭାଗର ଅଗଣାରେ ରହିଛି ।[୬] ହାୱା ମହଲ ରାଜସ୍ଥାନ ସରକାରଙ୍କ ପ୍ରତ୍ନତତ୍ୱ ଭିଭାଗଦ୍ୱାରା ପ୍ରତ୍ୟକ୍ଷ ପରିଚାଳନାରେ ରହିଛି । 

ଗମନାଗମନ [ସମ୍ପାଦନା]

ଜଯପୁରକୁ ପହଞ୍ଚିବାକୁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ । ବିମାନ ଯୋଗେ ଜଯପୁର ବିମାନ ବନ୍ଦରକୁ ସୁବିଧାରେ ଦିଲ୍ଲୀ ଓ ଅନ୍ୟ ସ୍ଥାନରୁ ବିମାନ ରହିଛି ।[୪] ଭାରତୀୟ ରେଳବାଇ ପକ୍ଷୀରୁ ଦେଶର ସମସ୍ତ ପ୍ରମୁଖ ସ୍ଥାନରୁ ଜଯପୁରକୁ ଟ୍ରେନ ସେବା ପ୍ରତ୍ୟହ ରହିଛି । ଜଯପୁର ଦେଇ ଜାତୀୟ ରାଜପଥ ମଧ୍ୟ ଯାଇଥିବାରୁ ରାସ୍ତା ପରିବହନ ମଧ୍ୟ ସହଜ । 

ହାୱା ମହଲକୁ ଯିବାକୁ ହେଲେ ତାହା ପାର୍ଶ୍ୱ ବାରଟି ରାସ୍ତାରେ ଯିବାକୁ ହୁଏ ଓ ପଛ ପଟେ ଥିବାଦ୍ୱାରା ଦେଇ ଭିତରକୁ ଯାଇ ହୁଏ । 

ଏଠାରୁ ସୂର୍ଯ୍ୟାସ୍ତ ଓ ସୁର୍ଜ୍ୟୋଦୟ ଦୃଶ୍ୟ ଅତି ମନୋହର । [୨][୩]

Gallery[ସମ୍ପାଦନା]

ନୋଟ ସବୁ [ସମ୍ପାଦନା]

  1. ୧.୦ ୧.୧ Rai, Vinay; William L. Simon (2007). Think India: the rise of the world's next superpower and what it means for every American. Hawa Mahal. Dutton. p. 194. ISBN 0-525-95020-6. Retrieved 6 December 2009.
  2. ୨.୦ ୨.୧ "Hawa Mahal". Retrieved 6 December 2009.
  3. ୩.୦ ୩.୧ "Japiur, the Pink City". Retrieved 6 December 2009.
  4. ୪.୦ ୪.୧ "Restoration of Hawa Mahal in Jaipur". Snoop News. 22 March 2005. Retrieved 10 December 2009.
  5. "INTACH Virasat" (PDF). Jaipur. Intach.org. p. 13. Archived from the original (pdf) on 22 November 2009.
  6. Rousselet, Loius; Charles Randolph Buckle (2005). India and its native princes: travels in Central India and in the presidencies of Bombay and Bengal. Hawa Mahal. Asian Educational Services. p. 228. ISBN 81-206-1887-4. Retrieved 10 December 2009.

ଆଧାର [ସମ୍ପାଦନା]

  • Tillotson, G.H.R (1987). The Rajput Palaces - The Development of an Architectural Style (Hardback) (First ed.). New Haven and London: Yale University Press. ISBN 0-300-03738-4.

ବାହ୍ୟ ସଂଯୋଗ [ସମ୍ପାଦନା]

Media related to ହାୱା ମହଲ at Wikimedia Commons